ଗୋଟିଏ ଭୋଟରେ ବିଜେପିଠାରୁ ହାରିଗଲା କଂଗ୍ରେସ

କୋଚି: କଂଗ୍ରେସର ମେୟର ପ୍ରାର୍ଥୀ ଏନ ଭେନୁଗୋପାଲ ଆଜି ବିଜେପି ପ୍ରାର୍ଥୀଙ୍କ ଠାରୁ ମାତ୍ର ଗୋଟିଏ ଭୋଟରେ ପରାସ୍ତ ହୋଇଛନ୍ତି। କେରଳ କୋଚି କର୍ପୋରେସନ ଉତ୍ତର ଆଇସଲାଣ୍ଡ ୱାର୍ଡରେ ଏଭଳି ଘଟଣା ଘଟିଛି। ଏଠାରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। କିନ୍ତୁ ଶେଷରେ ବିଜେପି ପ୍ରତିପକ୍ଷ କଂଗ୍ରେସକୁ ପରାସ୍ତ କରିଛି। ରେଜଲ୍ଟ ପରେ ଭେନୁଗୋପାଲ କହିଛନ୍ତି, “ଏଠାରେ ଆମ ବିଜୟ ନିଶ୍ଚିତ ଥିଲା। କିନ୍ତୁ ହଠାତ୍‌ କ’ଣ ହେଲା ମୁଁ ଜାଣିନାହିଁ। […]

re

re

Hemant Lenka
  • Published: Wednesday, 16 December 2020
  • Updated: 16 December 2020, 06:01 PM IST

Sports

Latest News

କୋଚି: କଂଗ୍ରେସର ମେୟର ପ୍ରାର୍ଥୀ ଏନ ଭେନୁଗୋପାଲ ଆଜି ବିଜେପି ପ୍ରାର୍ଥୀଙ୍କ ଠାରୁ ମାତ୍ର ଗୋଟିଏ ଭୋଟରେ ପରାସ୍ତ ହୋଇଛନ୍ତି। କେରଳ କୋଚି କର୍ପୋରେସନ ଉତ୍ତର ଆଇସଲାଣ୍ଡ ୱାର୍ଡରେ ଏଭଳି ଘଟଣା ଘଟିଛି। ଏଠାରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। କିନ୍ତୁ ଶେଷରେ ବିଜେପି ପ୍ରତିପକ୍ଷ କଂଗ୍ରେସକୁ ପରାସ୍ତ କରିଛି।

ରେଜଲ୍ଟ ପରେ ଭେନୁଗୋପାଲ କହିଛନ୍ତି, “ଏଠାରେ ଆମ ବିଜୟ ନିଶ୍ଚିତ ଥିଲା। କିନ୍ତୁ ହଠାତ୍‌ କ’ଣ ହେଲା ମୁଁ ଜାଣିନାହିଁ। ଦଳରେ କୌଣସି ସମସ୍ୟା ନାହିଁ। ଭୋଟିଂ ମେସିନରେ ହିଁ ସମସ୍ୟା ରହିଛି। ଭୋଟିଂ ମେସିନ ବିଜେପି ବିଜୟର କାରଣ ହୋଇଥାଇ ପାରେ। ଏହା ବିରୋଧରେ ମୁଁ କୋର୍ଟକୁ ଯିବି କି ନାହିଁ, ତା’ ଉପରେ ନିଷ୍ପତ୍ତି ନେଇନାହିଁ। ଆମେ ଏବେ ପ୍ରକୃତରେ କ’ଣ ଘଟିଛି, ତା’ର ତର୍ଜମା କରୁଛୁ।”

ନିକଟରେ କେରଳରେ ପୌରପାଳିକା ନିର୍ବାଚିତ ଅନୁଷ୍ଠିତ ହୋଇଥିଲା। ଆଜି ୨୪୪ଟି କେନ୍ଦ୍ରରେ ଭୋଟ ଗଣତି ଜାରି ରହିଛି। ଆଜି ସକାଳୁ ୮ଟାରୁ କରୋନା କଟକଣା ଭିତରେ ଭୋଟ ଗଣତି ଆରମ୍ଭ ହୋଇଛି।

ରାଜ୍ୟ ନିର୍ବାଚନ କମିଶନର ଭି ଭାସ୍କରନ କହିଛନ୍ତି, ପ୍ରଥମେ ପୋଷ୍ଟାଲ ବାଲଟର ଗଣତି ହୋଇଥିଲା ଓ ଏହା ପରେ ଇଭିଏମ ଭୋଟ ଗଣତି ହୋଇଥିଲା। ଭୋଟ ଗଣତିକୁ ଦୃଷ୍ଟିରେ ରଖି କେରଳର ଏକାଧିକ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story