ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ୫୦ ଟଙ୍କା ବଢ଼ିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ: ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ଆଜି ଠାରୁ ଏଲପିଜିର ଦର କେନ୍ଦ୍ର ସରକାର ୫୦ ଟଙ୍କା ବୃଦ୍ଧି ପାଇଛି। ଅଣ ସବସିଡି ଏଲପିଜିର ଦର ୫୦ ଟଙ୍କା ବଢ଼ିଥିବା ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି) ପକ୍ଷରୁ କୁହାଯାଇଛି। ୫ ମାସ ମଧ୍ୟରେ ପ୍ରଥମଥର ପାଇଁ ଅଣ ସବସିଡି ସିଲିଣ୍ଡର ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ପରେ ଏଣିକି ୧୪.୨ କେଜି ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୬୪୪ ଟଙ୍କା ହୋଇଯାଇଛି। ସେହିପରି କୋଲକାତାରେ ଏହା ୬୭୦.୫୦ […]

h

h

Hemant Lenka
  • Published: Thursday, 03 December 2020
  • Updated: 03 December 2020, 06:01 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ଆଜି ଠାରୁ ଏଲପିଜିର ଦର କେନ୍ଦ୍ର ସରକାର ୫୦ ଟଙ୍କା ବୃଦ୍ଧି ପାଇଛି। ଅଣ ସବସିଡି ଏଲପିଜିର ଦର ୫୦ ଟଙ୍କା ବଢ଼ିଥିବା ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି) ପକ୍ଷରୁ କୁହାଯାଇଛି। ୫ ମାସ ମଧ୍ୟରେ ପ୍ରଥମଥର ପାଇଁ ଅଣ ସବସିଡି ସିଲିଣ୍ଡର ବୃଦ୍ଧି ପାଇଛି।

ବର୍ଦ୍ଧିତ ଦର ପରେ ଏଣିକି ୧୪.୨ କେଜି ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୬୪୪ ଟଙ୍କା ହୋଇଯାଇଛି। ସେହିପରି କୋଲକାତାରେ ଏହା ୬୭୦.୫୦ ଟଙ୍କା ଓ ମୁମ୍ବାଇରେ ୬୪୪ ଟଙ୍କାରେ ମିଳିବ। ଚେନ୍ନାଇରେ ୧୪.୨ କେଜିର ସିଲିଣ୍ଡରର ଦର ୬୬୦ ଟଙ୍କାରେ ରହିଛି ବୋଲି ଆଇଓସି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ନୂଆ ଦାମ ପରେ କମରସିଆଲ ସିଲିଣ୍ଡର ଦର ଦିଲ୍ଲୀରେ ୧୨୯୬, ମୁମ୍ବାଇରେ ୧୨୪୪ ଓ ଚେନ୍ନାଇରେ ଏହା ୧୪୧୦.୫୦ ଟଙ୍କା ରହିଛି।

ଆଇଓସି ମାସକୁ ମାସ ସିଲିଣ୍ଡର ଦର ନିର୍ଦ୍ଦାରଣ କରିଥାଏ। ଶେଷଥର ପାଇଁ ଜୁଲାଇ ମାସରେ ଗ୍ୟାସ ଦର ପରିବର୍ତ୍ତନ ହୋଇଥିଲା। ଏହାର ପରବର୍ତ୍ତୀ ମାସରେ ବି ଆଇଓସି ଦର ବଦଳାଇବାକୁ ଯୋଜନା କରିଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଏହା ଉପରେ ରୋକ ଲାଗିଥିଲା।

ଚଳିତ ବର୍ଷ ଫେବୃଆରୀରେ ଗ୍ୟାସର ଦର ୧୪୯, ଜୁନ୍‌ ମାସରେ ୩୨ ଟଙ୍କା ଓ ଜୁଲାଇ ମାସରେ ଏହା ୪.୫୦ ଟଙ୍କା ମହଙ୍ଗା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story