୬ ଦିନ ହେଲା ୬ ବର୍ଷୀୟ ଶିଶୁର ଦୁଷ୍କର୍ମକାରୀକୁ ପାଉନି ପୁଲିସ୍, ଜାରି କଲା ଫଟୋ

ହାପୁର: ଉତ୍ତର ପ୍ରଦେଶର ହାପୁର ଠାରେ ଜଣେ ୬ ବର୍ଷୀୟ ଶିଶୁକୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍‌ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନାହିଁ। ଶେଷରେ ଆଜି ପୁଲିସ୍‌ ଅଭିଯୁକ୍ତର ଫଟୋ ଜାରି କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଏହାପୂର୍ବରୁ ଶିଶୁକନ୍ୟାର ବାପା ମା’ ଓ ପଡ଼ୋଶୀଙ୍କ କଥାକୁ ଆଧାର କରି ପୁଲିସ୍‌ ୩ଟି ସ୍କେଚ ଜାରି କରିଥିଲା। ସେହିପରି ପୁଲିସ୍‌ ପକ୍ଷରୁ […]

yg

yg

Hemant Lenka
  • Published: Wednesday, 12 August 2020
  • Updated: 12 August 2020, 05:11 PM IST

ହାପୁର: ଉତ୍ତର ପ୍ରଦେଶର ହାପୁର ଠାରେ ଜଣେ ୬ ବର୍ଷୀୟ ଶିଶୁକୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍‌ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନାହିଁ। ଶେଷରେ ଆଜି ପୁଲିସ୍‌ ଅଭିଯୁକ୍ତର ଫଟୋ ଜାରି କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

ଏହାପୂର୍ବରୁ ଶିଶୁକନ୍ୟାର ବାପା ମା’ ଓ ପଡ଼ୋଶୀଙ୍କ କଥାକୁ ଆଧାର କରି ପୁଲିସ୍‌ ୩ଟି ସ୍କେଚ ଜାରି କରିଥିଲା। ସେହିପରି ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ କେମିତି ଚାଲିଛି, ତା’ର ଫଟୋ ମଧ୍ୟ ଜାରି କରାଯାଇଛି। ଯେଉଁ ଅଞ୍ଚଳରେ ଅଭିଯୁକ୍ତ ଶିଶୁକନ୍ୟାଟିକୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିଲା, ସେହି ଅଞ୍ଚଳକୁ କର୍ଡନ କରି ଛାନଭିନ ଆରମ୍ଭ କରିଛି।

ପୁଲିସ୍ ଏକ ବିବୃତି ଜାରି କରି କହିଛି ଯେ ଯିଏ ବି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେବ, ତାଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ମିଳିବ। ସେହିପରି ତଥ୍ୟ ଦେଇଥିବା ଲୋକଙ୍କ ପରିଚୟ ସାର୍ବଜନୀନ କରାଯିବ ନାହିଁ। ଗତ ସପ୍ତାହର ଗୁରୁବାର ଦିନ ଶିଶୁ କନ୍ୟାଟି ମୁକ୍ତେଶ୍ୱର ଅଞ୍ଚଳ ସ୍ଥିତ ଘର ବାହାରେ ଖେଳୁଥିବା ବେଳେ ତା’କୁ ବାଇକରେ ଜଣେ ବ୍ୟକ୍ତି ଅପହରଣ କରି ନେଇଥିଲା।

ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ଶେଷରେ ଶୁକ୍ରବାର ସକାଳୁ ଶିଶୁଟିକୁ ଅଚେତ ଓ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୀରଟ ସ୍ଥିତ ସ୍ୱତନ୍ତ୍ର ହସ୍ପିଟାଲରେ ଶିଶୁଟି ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଥିଲା। ସେବେଠାରୁ ସେ ହସ୍ପିଟାଲରେ ହିଁ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛି। ଏପଟେ ପୁଲିସ୍‌ ବି ଅଭିଯୁକ୍ତର କୌଣସି ପତ୍ତା ଠାବ କରିପାରୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story