ଆଇସ୍‌କ୍ରିମରୁ ମିଳିଲା କରୋନା ଭାଇରସ, ଘର ଘର ବୁଲି ଖାଇଥିବା ଲୋକଙ୍କୁ ଚାଲିଛି ଖୋଜା

ବେଜିଂ: ମହାମାରୀ କରୋନା ଭାଇରସର ସଂକ୍ରମଣ ଏବେ ଚାଇନା ସରକାର ଓ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଉତ୍ତର ଚାଇନାର ଏକାଧିକ ଆଇସ୍‌କ୍ରିମ ପ୍ୟାକେଟ୍‌ ଓ ଫ୍ୟାକ୍ଟ୍ରୀରୁ କରୋନା ଭାଇରସ ଚିହ୍ନଟ ହେବାରେ ଲାଗିଛି। ଆଇସ୍‌କ୍ରିମରୁ କରୋନା ଭାଇରସ ଠାବ ହୋଇଥିବାରୁ ଚାଇନା ପ୍ରଶାସନ ହଜାର ହଜାର ପ୍ୟାକେଟ ଆଇସିକ୍ରିମକୁ ଜବତ କରି ନେଇଛି। ଏଥିସହ ପୂର୍ବରୁ ଏହି ସବୁ ଆଇସିକ୍ରିମ ଖାଇସାରିଥିବା ଲୋକଙ୍କୁ ଠାବ କରି ସେମାନଙ୍କର କରୋନା ଟେଷ୍ଟ କରିବାରେ ଲାଗିଛି। ଉତ୍ତର ତିୟାନଜିନ୍‌ […]

fy

fy

Hemant Lenka
  • Published: Sunday, 17 January 2021
  • Updated: 17 January 2021, 08:05 PM IST

Sports

Latest News

ବେଜିଂ: ମହାମାରୀ କରୋନା ଭାଇରସର ସଂକ୍ରମଣ ଏବେ ଚାଇନା ସରକାର ଓ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଉତ୍ତର ଚାଇନାର ଏକାଧିକ ଆଇସ୍‌କ୍ରିମ ପ୍ୟାକେଟ୍‌ ଓ ଫ୍ୟାକ୍ଟ୍ରୀରୁ କରୋନା ଭାଇରସ ଚିହ୍ନଟ ହେବାରେ ଲାଗିଛି। ଆଇସ୍‌କ୍ରିମରୁ କରୋନା ଭାଇରସ ଠାବ ହୋଇଥିବାରୁ ଚାଇନା ପ୍ରଶାସନ ହଜାର ହଜାର ପ୍ୟାକେଟ ଆଇସିକ୍ରିମକୁ ଜବତ କରି ନେଇଛି। ଏଥିସହ ପୂର୍ବରୁ ଏହି ସବୁ ଆଇସିକ୍ରିମ ଖାଇସାରିଥିବା ଲୋକଙ୍କୁ ଠାବ କରି ସେମାନଙ୍କର କରୋନା ଟେଷ୍ଟ କରିବାରେ ଲାଗିଛି।

ଉତ୍ତର ତିୟାନଜିନ୍‌ ମହାନଗର ନିଗମ ଅଞ୍ଚଳରୁ ହିଁ ଆଇସ୍‌କ୍ରିମରୁ କରୋନା ଭାଇରସ ଠାବ ହୋଇଛି। ଏଠାରେ ତିୟାନଜିନ Daqiaodao ନାମକ ଫୁଡ୍ କମ୍ପାନୀ ପକ୍ଷରୁ ତିଆରି କରାଯାଇଥିବା ଆଇସ୍‌କ୍ରିମରୁ କରୋନା ଭାଇରସ ଠାବ ହୋଇଛି। ଏହି କମ୍ପାନୀ ପ୍ରସ୍ତୁତ କରିଥିବା ଆଇସ୍‌କ୍ରିମ ଖାଇଥିବା ଲୋକଙ୍କୁ ପ୍ରଶାସନ ଘରର ବୁଲି ଖୋଜିବା ଆରମ୍ଭ କରିଛି। କିଛି ଲୋକଙ୍କୁ ଠାବ କରି ସେମାନଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଛି।

ଆଇସ୍‌କ୍ରିମରୁ କରୋନା ଭାଇରସ ଠାବ ହେବା ପରେ ସ୍ଥାନୀୟ ପ୍ରଶାସନ Tianjin Daqiaodaoର ସବୁ ଫ୍ୟାକ୍ଟ୍ରୀକୁ ସିଲ୍ କରି ଦେଇଛି। ଏହାପୂର୍ବରୁ କମ୍ପାନୀର ଆଇସ୍‌କ୍ରିମ ଯାଞ୍ଚ କରିବା ପାଇଁ ୩ଟି ନମୁନା ଲ୍ୟାବକୁ ପଠାଯାଇଥିଲା। ସମସ୍ତ ୩ଟି ଯାକ ନମୁନାରୁ କରୋନା ଭାଇରସ ଠାବ ହେବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ଅନ୍ୟପକ୍ଷରେ କମ୍ପାନୀ କହିଛି, ଆଇସ୍‌କ୍ରିମ ପ୍ରସ୍ତୁତ କରିବା ପାଇଁ କମ୍ପାନୀ ନ୍ୟୁଜିଲ୍ୟାଣ୍ଡ ଓ ୟୁକ୍ରେନରୁ ଦୁଗ୍ଧ ପାଉଡର ଆଣିଥିଲା। ତେଣୁ ଏହି କାରଣରୁ ଆଇସ୍‌କ୍ରିମରୁ କରୋନା ଭୂତାଣୁ ଠାବ ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ଆଇସ୍‌କ୍ରିମରୁ କରୋନା ଭାଇରସ ଠାବ ହେବା ପରେ Tianjin Daqiaodaoର ସମସ୍ତ ୧୬୬୨ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।

ଏମାନଙ୍କର କରୋନା ଟେଷ୍ଟ ମଧ୍ୟ ହୋଇଛି। ଏଯାଏ ୭୦୦ ଜଣଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। କମ୍ପାନୀ ପକ୍ଷରୁ ମୋଟ ୪,୮୩୬ ପ୍ୟାକେଟ ଆଇସକ୍ରିମ ପ୍ରସ୍ତୁତ ହୋଇଥିଲା। ଏହା ମଧ୍ୟରୁ ୨୦୮୯ଟି ପ୍ୟାକେଟକୁ ତୁରନ୍ତ ଜବତ କରାଯାଇଥିଲା। ସେହିପରି ୨୭୪୭ ପ୍ୟାକେଟକୁ ମାର୍କେଟରେ ଡେଲିଭର କରିବାକୁ ପଠାଯାଇ ସାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୬୫ଟି ପ୍ୟାକେଟରୁ ଲୋକମାନେ ଆଇସକ୍ରିମ ଖାଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story