କରୋନା ଭାଇରସ: ରକ୍ଷା ପାଇବାକୁ କ’ଣ ପଦକ୍ଷେପ ନେବେ

ନୂଆଦିଲ୍ଲୀ: ଚାଇନାରେ ବ୍ୟାପିଥିବା ଭୟଙ୍କର କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଜୀବନ ନେଉଥିବା ଭୂତାଣୁ ଉପରେ ଭାରତ ସରକାର ନଜର ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଏଥିରେ ଅଯଥା ଚାଇନା ଯିବାକୁ ଲୋକଙ୍କୁ ବାରଣ କରାଯାଇଛି। ତଥାପି ଚାଇନା ଯାଉଥିବା ଓ ଚାଇନାରୁ ଫେରୁଥିବା ଲୋକମାନେ କେମିତି କରୋନା ଭାଇରସରୁ ରକ୍ଷା ପାଇବେ, ସେ ସମ୍ପର୍କରେ ମଧ୍ୟ ଭାରତ ସରକାର ଗାଇଡଲାଇନ […]

e

e

Hemant Lenka
  • Published: Wednesday, 29 January 2020
  • Updated: 29 January 2020, 04:48 PM IST

Sports

Latest News

ନୂଆଦିଲ୍ଲୀ: ଚାଇନାରେ ବ୍ୟାପିଥିବା ଭୟଙ୍କର କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଜୀବନ ନେଉଥିବା ଭୂତାଣୁ ଉପରେ ଭାରତ ସରକାର ନଜର ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି।

ଏଥିରେ ଅଯଥା ଚାଇନା ଯିବାକୁ ଲୋକଙ୍କୁ ବାରଣ କରାଯାଇଛି। ତଥାପି ଚାଇନା ଯାଉଥିବା ଓ ଚାଇନାରୁ ଫେରୁଥିବା ଲୋକମାନେ କେମିତି କରୋନା ଭାଇରସରୁ ରକ୍ଷା ପାଇବେ, ସେ ସମ୍ପର୍କରେ ମଧ୍ୟ ଭାରତ ସରକାର ଗାଇଡଲାଇନ ଜାରି କରିଛନ୍ତି।

ଯଦି କୌଣସି ଭାରତୀୟ ଚାଇନାରେ ରହିବା ସମୟରେ ଅସୁସ୍ଥତା ଅନୁଭବ କରୁଛନ୍ତି, ତା’ହେଲେ ତୁରନ୍ତ ଡାକ୍ତରଙ୍କୁ ଯୋଗାଯୋଗ କରନ୍ତୁ। ସେହିପରି ସେଠାରେ ଥିବା ଭାରତୀୟ ଦୂତାବାସ ନମ୍ବର +8618612083629 or +8618612083617 ମଧ୍ୟ ସେମାନେ ଯୋଗାଯୋଗ କରିପାରିବେ।

ସେହିପରି ମାସକ ମଧ୍ୟରେ ଚାଇନାରୁ ଫେରିଥିବା ଲୋକମାନେ ଯଦି ଅସୁସ୍ଥତା ଅନୁଭବ କରନ୍ତି, ତା’ହେଲେ ନିଜକୁ ଯଥା ସମ୍ଭବ ଅନ୍ୟମାନଙ୍କ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ଅସୁସ୍ଥତା ଅନୁଭବ କରୁଥିବା ଲୋକମାନେ ତୁରନ୍ତ ମେଡିକାଲ ଯାଆନ୍ତୁ। ମୁହଁ ଓ ହାତରେ ସ୍ୱାସ୍ଥ୍ୟକର ମାସ୍କ ଏବଂ ଗ୍ଲୋବସ ବ୍ୟବହାର କରନ୍ତୁ।

ଆପଣମାନେ ଚାହିଁଲେ ଦେୟମୁକ୍ତ ନମ୍ବର 011-23978046 ଫୋନ କରି ସେମାନେ ଦେଉଥିବା ନିର୍ଦ୍ଦେଶକୁ ପାଳନ ମଧ୍ୟ କରିପାରିବେ। ହାତକୁ ସର୍ବଦା ସାବୁନରେ ଭଲ ଭାବେ ସଫା ରଖନ୍ତୁ। ଖାସିବା ବେଳେ କିମ୍ବା ଛିଙ୍କିବା ବେଳେ ରୁମାଲ ଓ ଟିସୁର ବ୍ୟବହାର କରନ୍ତୁ। ଥଣ୍ଡା କିମ୍ବା ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ଲୋକଙ୍କ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

ମାଂସ କିମ୍ବା ଅଣ୍ଡା ଖାଇବା ବେଳେ ଏହାକୁ ଭଲ ଭାବେ ଶିଝାଇ ରୋଷେଇ କରନ୍ତୁ। ଅଯଥା ଜୀବନ୍ତ କୁକୁଡ଼ା କିମ୍ବା ଅନ୍ୟାନ୍ୟ ପଶୁଙ୍କୁ ଛୁଅଁନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story