ସେକ୍ସରୁ ଶେଷ : ୩ ମହଲା ଛାତରୁ ଖସି ଚାଲିଗଲା ଦମ୍ପତିଙ୍କ ଜୀବନ

ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟଜନକ ଓ ଅଭାବନୀୟ। ଜାଣିଲେ ଲୋମଟାଙ୍କୁରି ଉଠିବ। ଭାବିବେ ଏମିତି ବି କ’ଣ ମୃତ୍ୟୁ ଆସିପାରେ। ଯେଉଁ ସମୟରେ ସମ୍ଭୋଗ ସୁଖରେ ଲିପ୍ତ ଥିଲେ ଠିକ୍‌ ସେଇକ୍ଷଣରେ ସ୍ୱର୍ଗରୁ ଆସିଲା ଡାକରା । ଆଉ ଚାଲିଗଲା ଜୀବନ। ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ସମ୍ଭୋଗରେ ନିଜକୁ ହଜାଇଦେଇଥିବା ବେଳେ ହଠାତ୍‌ ତଳେ ପଡ଼ି ଉଭୟଙ୍କର ମୃତ୍ୟୁ ଘଟିଛି। ଏମିତି ଏକ ସ୍ପର୍ଶକାତର ଘଟଣା ଇକ୍ୱିଡରର ରାଜଧାନୀ କ୍ୱଟୋରେ ଘଟିଛି। ଦମ୍ପତି ଜଣକ ତୃତୀୟ ମହଲାରେ ସେକ୍ସ କରୁଥିବା […]

c-90-1

c-90-1

Tapas Behera
  • Published: Monday, 30 September 2019
  • Updated: 30 September 2019, 10:08 PM IST

Sports

Latest News

ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟଜନକ ଓ ଅଭାବନୀୟ। ଜାଣିଲେ ଲୋମଟାଙ୍କୁରି ଉଠିବ। ଭାବିବେ ଏମିତି ବି କ’ଣ ମୃତ୍ୟୁ ଆସିପାରେ। ଯେଉଁ ସମୟରେ ସମ୍ଭୋଗ ସୁଖରେ ଲିପ୍ତ ଥିଲେ ଠିକ୍‌ ସେଇକ୍ଷଣରେ ସ୍ୱର୍ଗରୁ ଆସିଲା ଡାକରା । ଆଉ ଚାଲିଗଲା ଜୀବନ। ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ସମ୍ଭୋଗରେ ନିଜକୁ ହଜାଇଦେଇଥିବା ବେଳେ ହଠାତ୍‌ ତଳେ ପଡ଼ି ଉଭୟଙ୍କର ମୃତ୍ୟୁ ଘଟିଛି। ଏମିତି ଏକ ସ୍ପର୍ଶକାତର ଘଟଣା ଇକ୍ୱିଡରର ରାଜଧାନୀ କ୍ୱଟୋରେ ଘଟିଛି। ଦମ୍ପତି ଜଣକ ତୃତୀୟ ମହଲାରେ ସେକ୍ସ କରୁଥିବା ବେଳେ କୌଣସି କାରଣରୁ ତଳେ ପଡ଼ି ମୃତ୍ୟୁ ଘଟିଛି।

ମହିଳା ଜଣକର ବୟସ ୨୮ ବର୍ଷ ହୋଇଥିବା ବେଳେ ପୁରୁଷ ଜଣକର ବୟସ ୩୫ ହେବ। ପୁଲିସ କହିବା ଅନୁଯାୟୀ, କୌଣସି ଏକ ଉତ୍ସବକୁ ନେଇ ଦମ୍ପତି ଜଣକ ପାର୍ଟି ଆୟୋଜନ କରିଥିଲେ। ଆଉ ଏଥିରେ ମାତି ଉତ୍ସବର ଭରପୂର ମଜାନେଇଥିଲେ। ତେବେ ଏହି ଖୁସିରେ ଉଭୟ ପତି-ପତ୍ନୀ ସମ୍ଭୋଗ କରୁଥିବା ବେଳେ ଅତ୍ୟଧିକରୂପ ଧାରଣ କରିଥିଲା।

ପୁଲିସ କହିବା ଅନୁଯାୟୀ ସେକ୍ସ ସମୟରେ ଉଭୟେ ଏମିତି ମାତିଯାଇଥିଲେ ଯେ, ସବୁକିଛି ଭୁଲି ଯାଇଥିଲେ। ଯାହାର ପରିମାଣସୂରୂପ ଉଭୟେ କେତେବେଳେ ବାଲକୋନିରୁ ଖସିପଡ଼ିଲେ। ତଳେ ପଡ଼ିବା ପରେ ବଡ଼ଜୋର ଶବ୍ଦ ହୋଇଥିଲା। ପଡ଼ୋଶୀ ଆସି ପୁଲିସକୁ ଖବର ଦେଇଥିଲା। ପୁଲିସ ଉଭୟଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story