‘କରୋନା ଟିକା ନେଲେ ମଣିଷ ହୋଇଯିବ କୁମ୍ଭୀର, ମହିଳାଙ୍କର ଉଠିବ ଦାଢ଼ି’

ବ୍ରାସିଲିଆ: ମହାମାରୀ କରୋନା ଟିକାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ଏହା ବିରୋଧରେ ବୟାନ ଦେଇଛନ୍ତି ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲସୋନାରୋ। କରୋନା ଟିକା ବିଶେଷ କରି ଫାଇଜର-ବାୟୋନଟେକ ପ୍ରସ୍ତୁତ କରୁଥିବା ଟିକା ନେଲେ ମଣିଷ କୁମ୍ଭୀର ହୋଇଯିବ କିମ୍ବା ମହିଳାଙ୍କର ଦାଢ଼ି ଉଠିବାର ଆଶଙ୍କା ରହିଛି ବୋଲି ସେ ସମସ୍ତଙ୍କୁ ସତର୍କ କରାଇଛନ୍ତି। ବୋଲସୋନାରୋ ନିଜେ ଏହି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଗତବର୍ଷ ଯେତେବେଳେ ଏହି ଭାଇରସ ସଂକ୍ରମଣ ବ୍ୟାପିଥିଲା, ଏହାକୁ ସେ ବେଶ […]

r

r

Hemant Lenka
  • Published: Saturday, 19 December 2020
  • Updated: 19 December 2020, 04:01 PM IST

Sports

Latest News

ବ୍ରାସିଲିଆ: ମହାମାରୀ କରୋନା ଟିକାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ଏହା ବିରୋଧରେ ବୟାନ ଦେଇଛନ୍ତି ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲସୋନାରୋ। କରୋନା ଟିକା ବିଶେଷ କରି ଫାଇଜର-ବାୟୋନଟେକ ପ୍ରସ୍ତୁତ କରୁଥିବା ଟିକା ନେଲେ ମଣିଷ କୁମ୍ଭୀର ହୋଇଯିବ କିମ୍ବା ମହିଳାଙ୍କର ଦାଢ଼ି ଉଠିବାର ଆଶଙ୍କା ରହିଛି ବୋଲି ସେ ସମସ୍ତଙ୍କୁ ସତର୍କ କରାଇଛନ୍ତି।

ବୋଲସୋନାରୋ ନିଜେ ଏହି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଗତବର୍ଷ ଯେତେବେଳେ ଏହି ଭାଇରସ ସଂକ୍ରମଣ ବ୍ୟାପିଥିଲା, ଏହାକୁ ସେ ବେଶ ହାଲୁକା ଭାବେ ନେଇଥିଲା। କରୋନା ଭାଇରସକୁ ସେ ଗୋଟିଏ ଛୋଟିଆ ଫ୍ଲୁ ବୋଲି କହିଥିଲେ। ଏବେ ସେ କରୋନା ଟିକା ନେବେ ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି, ଫାଇଜର ଟିକାକୁ ବ୍ୟବହାର ପାଇଁ ଅନୁମତି ଦିଆଯାଉଛି। ‌ଏହାକୁ ନେବା ପରେ ଯଦି କାହା ଶରୀରରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଦେବ, ତା’ହେଲେ ସେମାନେ ଏଥିପାଇଁ ନିଜେ ହିଁ ଦାୟୀ ରହିବେ। ଟିକା ନେବା ପରେ ଯଦି କେହି କୁମ୍ଭୀରରେ ପରିଣତ ହୋଇଗଲା, ସେଥିପାଇଁ ସରକାର ଦାୟୀ ରହିବେ ନାହିଁ।

ଟିକା ନେବା ପରେ ଯଦି ଆପଣ ସୁପର ହ୍ୟୁମାନ ହୋଇଯିବେ, ଯଦି ଜଣେ ମହିଳାଙ୍କ ଦାଢ଼ି ଉଠିଲା କିମ୍ବା ଯଦି ଜଣେ ପୁରୁଷ ଟିକା ନେବା ପରେ ମହିଳାଙ୍କ ଭଳି କଥା କହିଲା, ତା’ହେଲେ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ କୌଣସି ଉତ୍ତର ଦାୟିତ୍ୱ ଗ୍ରହଣ କରିବ ନାହିଁ। କରୋନା ଟିକା ନେବା ଦ୍ୱାରା ଉପରୋକ୍ତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ଟିକା କାର୍ଯ୍ୟକ୍ରମକୁ ଲଞ୍ଚ କରି ସେ କହିଛନ୍ତି, “ଦେଶବାସୀଙ୍କୁ ମାଗଣାରେ ଏହି ଟିକା ଯୋଗାଇ ଦିଆଯିବ। କିନ୍ତୁ ଏହା ଇଚ୍ଛାଧୀନ ବା ସ୍ୱେଚ୍ଛାକୃତ ରହିବ। ଏହାର ଅର୍ଥ ଜଣେ ବ୍ୟକ୍ତି ନିଜ ଇଚ୍ଛାରେ ହିଁ ଟିକା ନେଇପାରିବେ। କାହାକୁ ଏଥିପାଇଁ ବାଧ୍ୟ କରାଯାଇ ପାରିବ ନାହିଁ।

ବ୍ରାଜିଲର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟିକାକୁ ଅନୁମତି ଦେବା ପରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଯିବ। ଯେଉଁମାନେ ଚାହିଁବେ ଏହାକୁ ନେଇପାରିବେ। କିନ୍ତୁ ମୁଁ ନିଜେ ଏହାକୁ ନେବିନାହିଁ। କିଛି ଲୋକ ମୋ କଥାକୁ ଶୁଣି ମୁଁ ଖରାପ ଉଦାହରଣ ଦେଉଛି ବୋଲି କହି ପାରନ୍ତି।

କିନ୍ତୁ ସେଭଳି ଲୋକଙ୍କୁ କହିବାକୁ ଚାହେଁ ଯେ ମୁଁ ଥରେ ଏହି ଭାଇରସ ଦ୍ୱାରା ସଂକକ୍ରମିତ ହୋଇସାରିଛି। ଏହାପରେ ମୋର ଆଣ୍ଟିବଡି ସୃଷ୍ଟି ହୋଇ ସାରିଛି। ତେଣୁ ମୁଁ କାହିଁକି ପୁଣିଥରେ ଟିକା ନେବି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story