ଟ୍ରମ୍ପଙ୍କ ବଡ଼ ଘୋଷଣା, ୭ ଦିନରେ ଆସିବ କରୋନା ଟିକା

ୱାଶିଂଟନ: ଲୋକଙ୍କ ପାଖରେ କରୋନା ଟିକା କେବେ ପହଞ୍ଚିବ? ତା’କୁ ନେଇ ଚାଲିଥିବା ବିତର୍କ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ବର୍ତ୍ତମାନ କରୋନା ଟିକା ପ୍ରସ୍ତୁତ ହୋଇଯାଇଛି ଓ ଆସନ୍ତା ସପ୍ତାହକ ମଧ୍ୟରେ ଏହା ବଜାରକୁ ଆସିବ। ଆମେରିକା କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେ ବି ଆମେରିକାରେ କରୋନା ସଂକ୍ରମଣ ଜାରି ରହିଛି। […]

j

j

Hemant Lenka
  • Published: Friday, 23 October 2020
  • Updated: 23 October 2020, 02:55 PM IST

Sports

Latest News

ୱାଶିଂଟନ: ଲୋକଙ୍କ ପାଖରେ କରୋନା ଟିକା କେବେ ପହଞ୍ଚିବ? ତା’କୁ ନେଇ ଚାଲିଥିବା ବିତର୍କ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ବର୍ତ୍ତମାନ କରୋନା ଟିକା ପ୍ରସ୍ତୁତ ହୋଇଯାଇଛି ଓ ଆସନ୍ତା ସପ୍ତାହକ ମଧ୍ୟରେ ଏହା ବଜାରକୁ ଆସିବ।

ଆମେରିକା କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେ ବି ଆମେରିକାରେ କରୋନା ସଂକ୍ରମଣ ଜାରି ରହିଛି। ଏସବୁ ଭିତରେ ଆସନ୍ତା ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ପାଇଁ ଭୋଟିଂ ହେବ।

ଏଥିପାଇଁ ପ୍ରଚାର ମଧ୍ୟ ଚାଲିଛି। ନିୟମ ଅନୁସାରେ ପ୍ରେସିଡେନ୍ସିଆଲ ବିତର୍କରେ ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ଜୋ ବାଇଡେନ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ବାଇଡେନ କରୋନାକୁ ରୋକିବାରେ ଟ୍ରମ୍ପ ପ୍ରଶାସନ ବିଫଳ ହୋଇଥିବା ଆକ୍ଷେପ କରିଥିଲେ।

ଏହାର ଜବାବରେ ଟ୍ରମ୍ପ କହିଛନ୍ତି, କରୋନା ଭାଇରସ ସାରା ବିଶ୍ୱରେ ସମସ୍ୟା ସୃଷ୍ଟି କରିଛି। ହେଲେ ଆମେରିକାରେ ଏହାକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଅନେକଙ୍କ ଜୀବନ ବଞ୍ଚି ଯାଇଛି। ଏଥିପାଇଁ ଅନେକ ରାଷ୍ଟ୍ର ପକ୍ଷରୁ ଟ୍ରମ୍ପଙ୍କୁ ପ୍ରଶଂସା କରାଯାଇଥିବା ସେ ଦାବି କରିଛନ୍ତି।

ସେ ଆହୁରି କହିଛନ୍ତି, ଆମ ପାଖରେ ଗୋଟିଏ ଟିକା ରହିଛି। ଏହା ଖୁବଶୀଘ୍ର ବଜାରକୁ ଆସୁଛି। ଏହା ବଜାରକୁ ଆସିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ଆସନ୍ତା ସପ୍ତାହକ ମଧ୍ୟରେ ଏ ସମ୍ପର୍କରେ ଘୋଷଣା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story