ନିଜ ପସନ୍ଦର ନୁହେଁ, କେନ୍ଦ୍ରରେ ଉପଲବ୍ଧ ଥିବା ଟିକା ନେବାକୁ ଜଣେ ବ୍ୟକ୍ତି ବାଧ୍ୟ

ନୂଆଦିଲ୍ଲୀ: ଭାରତରେ କରୋନାକୁ ମାତ୍‌ ଦେବାକୁ ଦୁଇଟି କମ୍ପାନୀର ଟିକାକୁ ସରକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଆଜିଠାରୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଉତ୍ପାଦନ କରିଥିବା କରୋନା ଟିକା କୋଭିସିଲ୍ଡ ଏକାଧିକ ରାଜ୍ୟକୁ ପଠାଯାଇଛି। ସେହିପରି ଖୁବଶୀଘ୍ର ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନ ମଧ୍ୟ ରାଜ୍ୟଗୁଡ଼ିକୁ ପଠାଯିବ। ସରକାର ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର ୧୬.୫ କୋଟି ଡୋଜ୍‌ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ଜଣେ […]

gh

gh

Hemant Lenka
  • Published: Tuesday, 12 January 2021
  • Updated: 12 January 2021, 10:11 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ କରୋନାକୁ ମାତ୍‌ ଦେବାକୁ ଦୁଇଟି କମ୍ପାନୀର ଟିକାକୁ ସରକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଆଜିଠାରୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଉତ୍ପାଦନ କରିଥିବା କରୋନା ଟିକା କୋଭିସିଲ୍ଡ ଏକାଧିକ ରାଜ୍ୟକୁ ପଠାଯାଇଛି। ସେହିପରି ଖୁବଶୀଘ୍ର ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନ ମଧ୍ୟ ରାଜ୍ୟଗୁଡ଼ିକୁ ପଠାଯିବ। ସରକାର ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର ୧୬.୫ କୋଟି ଡୋଜ୍‌ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।

ତେବେ ବର୍ତ୍ତମାନ ସ୍ଥିତିରେ ଜଣେ ବ୍ୟକ୍ତି ଟିକା ନେବା ବେଳେ ନିଜ ପସନ୍ଦ ଅନୁଯାୟୀ କେଉଁ କମ୍ପାନୀର ଟିକା ନେବେ, ତା’ର ସୁଯୋଗ ପାଇବେ ନାହିଁ। ଟିକାରକଣ ହେଉଥିବ କେନ୍ଦ୍ରରେ ଯେଉଁ ଟିକା ଉପଲବ୍ଧ ଥିବ, ତା’କୁ ନେବାକୁ ଜଣେ ଲୋକ ବାଧ୍ୟ ବୋଲି ଭାରତ ସରକାର ଆଜି ସଙ୍କେତ ଦେଇଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ବିଶ୍ୱର ଅନେକ ରାଷ୍ଟ୍ରରେ ଏକରୁ ଅଧିକ ଟିକାକୁ ଜରୁରୀ କାଳୀନ ଅନୁମୋଦନ ମିଳିଛି। ଭାରତରେ ମଧ୍ୟ ଦୁଇଟି ଟିକାର ବ୍ୟବହାର ପାଇଁ ଅନୁମତି ମିଳିଛି। ଯେଉଁ ଦେଶରେ ଏକାଧିକ ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଛି, ସେଠାରେ ଲୋକଙ୍କୁ ନିଜ ପସନ୍ଦର ଟିକା ନେବାକୁ କୌଣସି ବିକଳ୍ପ ବ୍ୟବହାର କରିବାକୁ ସୁଯୋଗ ମିଳିନାହିଁ। ଟିକାକରଣ କେନ୍ଦ୍ରରେ ଥିବା ଟିକାକୁ ହିଁ ଲୋକଙ୍କୁ ଦିଆଯାଉଛି। ତେଣୁ ଭାରତରେ ମଧ୍ୟ ସେପରି ହୋଇପାରେ ବୋଲି ସେ ପରୋକ୍ଷରେ ସଙ୍କେତ ଦେଇଛନ୍ତି।

ଜାନୁଆରୀ ୧୬ରୁ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାପରେ ଆଉ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। ଏଥିପାଇଁ ଭାରତ ସରକାର ସେରମ ଠାରୁ ୧୧୦ ଲକ୍ଷ କୋଭିସିଲ୍ଡ ଟିକା ଆଣିବେ। ଏହାର ଡୋଜ୍‌ ପିଛା ଦର ୨୦୦ ଟଙ୍କା ରହିଛି।

ସେହିପରି ଭାରତ ବାୟୋଟେକ ଠାରୁ କୋଭାକ୍ସିନର ୫୫ ଲକ୍ଷ ଡୋଜ୍‌ ଅଣାଯିବ। ଏହି ୫୫ ଲକ୍ଷ ଡୋଜ୍‌ ମଧ୍ୟରୁ କମ୍ପାନୀ ଭାରତ ସରକାରଙ୍କୁ ୧୬.୫୦ ଲକ୍ଷ ଡୋଜ୍‌ ମାଗଣାରେ ଦେବ। ବାକି ୩୮.୫ ଲକ୍ଷ ଡୋଜ୍‌ ସରକାର କମ୍ପାନୀ ଠାରୁ କିଣିବେ। ଡୋଜ୍‌ ପିଛା ଦର ୨୯୫ ଟଙ୍କା ଧାର୍ଯ୍ୟ କରାଯାଇଛି।

ଟିକା ନେବା କ୍ଷଣି ଜଣଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହେବ ନାହିଁ। ଜଣେ ବ୍ୟକ୍ତି ୨୮ ଦିନ ବ୍ୟବଧାନରେ ଯେକୌଣସି ଟିକାର ଦୁଇଟି ଡୋଜ୍‌ ନେବେ। ଏହାର ୧୪ ଦିନ ପରେ ତାଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହେବ ବୋଲି ଶ୍ରୀ ଭୂଷଣ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story