BHU କ୍ୟାମ୍ପସ ଗଣ୍ଡଗୋଳର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଂଚ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଗଣ୍ଡଗୋଳର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ। ଫଳରେ କ୍ରାଇମବ୍ରାଂଚ ୨୦ଜଣଙ୍କୁ ନୋଟିସ ଜାରି କରିଛି। ଏହାସହ ଆସନ୍ତା ୩ଦିନ ମଧ୍ୟରେ ବୟାନ ରେକର୍ଡ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ସମ୍ପର୍କରେ ପୋଲିସକୁ ତଥ୍ୟ ଦେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପରିଚୟ ଗୋପନ ରଖାଯିବ ବୋଲି କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି।  ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ। କିନ୍ତୁ […]

security-at-bhu_d444d768-a4f5-11e7-b007-413935cf253f

Rakesh Mallick
  • Published: Friday, 29 September 2017
  • Updated: 29 September 2017, 01:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଗଣ୍ଡଗୋଳର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ। ଫଳରେ କ୍ରାଇମବ୍ରାଂଚ ୨୦ଜଣଙ୍କୁ ନୋଟିସ ଜାରି କରିଛି। ଏହାସହ ଆସନ୍ତା ୩ଦିନ ମଧ୍ୟରେ ବୟାନ ରେକର୍ଡ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ସମ୍ପର୍କରେ ପୋଲିସକୁ ତଥ୍ୟ ଦେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପରିଚୟ ଗୋପନ ରଖାଯିବ ବୋଲି କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି।  ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ। କିନ୍ତୁ ପୋଲିସ କାର୍ଯ୍ୟନୁଷ୍ଠାନ ବଦଳରେ ଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ କ୍ୟାମ୍ପସରେ ଗଣ୍ଡଗୋଳ ଦେଖାଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story