BHU କ୍ୟାମ୍ପସ ଗଣ୍ଡଗୋଳର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଂଚ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଗଣ୍ଡଗୋଳର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ। ଫଳରେ କ୍ରାଇମବ୍ରାଂଚ ୨୦ଜଣଙ୍କୁ ନୋଟିସ ଜାରି କରିଛି। ଏହାସହ ଆସନ୍ତା ୩ଦିନ ମଧ୍ୟରେ ବୟାନ ରେକର୍ଡ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ସମ୍ପର୍କରେ ପୋଲିସକୁ ତଥ୍ୟ ଦେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପରିଚୟ ଗୋପନ ରଖାଯିବ ବୋଲି କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି।  ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ। କିନ୍ତୁ ପୋଲିସ କାର୍ଯ୍ୟନୁଷ୍ଠାନ ବଦଳରେ ଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ କ୍ୟାମ୍ପସରେ ଗଣ୍ଡଗୋଳ ଦେଖାଦେଇଥିଲା।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ହଠାତ ଲେହ ଗସ୍ତ ପଛରେ କିଏ?

ବିରୋଧ ସତ୍ତ୍ୱେ ଇସଲାମାବାଦରେ ମନ୍ଦିର ନିର୍ମାଣ ପାଇଁ ହେଲା ଭୂମି ପୂଜା

ସବୁ ପୁରୁଣା ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର, ଦିନକରେ ୬୩୬୪ ପଜିଟିଭ ଓ ୧୯୮ ମୃତ

ଏଆଇପିସି ମହାରାଷ୍ଟ୍ର ସଭାପତି ପଦରୁ ସଞ୍ଜୟ ଝାଙ୍କ ଇସ୍ତଫା

ଭାରତର ପଦକ୍ଷେପ ନୂଆଦିଲ୍ଲୀକୁ କ୍ଷତି ପହଞ୍ଚାଇବ ବୋଲି କହିଲା ଚାଇନା

ଲଦାଖ ପ୍ରସଙ୍ଗରେ ଭାରତ ସମର୍ଥନରେ ବାହାରିଲା ଜାପାନ

କରୋନା ପାଇଁ ଜେଇଇ ଓ ନିଟ ପରୀକ୍ଷା ଘୁଞ୍ଚିଲା, ଜାଣନ୍ତୁ ନୂଆ ତାରିଖ

ଭୂକମ୍ପରେ ଥରିଲା ରାଜଧାନୀ

ପାକିସ୍ତାନର ବୈଦେଶିକ ମନ୍ତ୍ରୀ କରୋନାରେ ସଂକ୍ରମିତ

ମୋଦିଙ୍କ ବିସ୍ତାରବାଦ ବୟାନର ଜବାବ ଦେଲା ଚାଇନା

ବସ୍‌ ଉପରେ ମାଡ଼ିଗଲା ଟ୍ରେନ, ୨୯ ମୃତକଙ୍କ ମଧ୍ୟରେ ୧୫ ଶିଖ

ମୋଦିଙ୍କ ଗର୍ଜନ ପରେ ଚାଇନାର ନୂଆ ପରାମର୍ଶ