ସିଆରପିଏଫ୍‌ ଯବାନଙ୍କୁ ପଶୁଙ୍କ ଭଳି କରାଯାଉଛି ବ୍ୟବହାର!

ରାଞ୍ଚି: ଝାରଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମୁତୟନ ହୋଇଥିବା ସିଆରପିଏଫ୍‌ ଯବାନଙ୍କୁ ପଶୁଙ୍କ ଠାରୁ ହୀନ ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏପରି କି ଖାଇବା ଓ ପିଇବା ପାଇଁ ପାଣି ୱାଟର କ୍ୟାନ୍‌ନରୁ ଦିଆଯାଉଥିବା ସିଆରପିଏଫ୍ ୟୁନିଟ ପକ୍ଷରୁ କୁହାଯାଇଛି। ୨୨୨ ବାଟାଲିୟନର ଆସିସଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କର ଅଫିସର ଏ ସମ୍ପର୍କରେ ରାଜ୍ୟ ପ୍ରଶାସନ ଓ ଦିଲ୍ଲୀରେ ଥିବା ସିଆରପିଏଫ୍‌ ମୁଖ୍ୟାଳୟକୁ ଚିଠି ଲେଖି ଜଣାଇଛନ୍ତି। ସେ କହିଛନ୍ତି, “ଡିସେମ୍ବର ୭ରେ ଶେଷ ହୋଇଥିବା […]

bvv

bvv

Hemant Lenka
  • Published: Monday, 09 December 2019
  • Updated: 09 December 2019, 09:52 PM IST

Sports

Latest News

ରାଞ୍ଚି: ଝାରଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମୁତୟନ ହୋଇଥିବା ସିଆରପିଏଫ୍‌ ଯବାନଙ୍କୁ ପଶୁଙ୍କ ଠାରୁ ହୀନ ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏପରି କି ଖାଇବା ଓ ପିଇବା ପାଇଁ ପାଣି ୱାଟର କ୍ୟାନ୍‌ନରୁ ଦିଆଯାଉଥିବା ସିଆରପିଏଫ୍ ୟୁନିଟ ପକ୍ଷରୁ କୁହାଯାଇଛି।

୨୨୨ ବାଟାଲିୟନର ଆସିସଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କର ଅଫିସର ଏ ସମ୍ପର୍କରେ ରାଜ୍ୟ ପ୍ରଶାସନ ଓ ଦିଲ୍ଲୀରେ ଥିବା ସିଆରପିଏଫ୍‌ ମୁଖ୍ୟାଳୟକୁ ଚିଠି ଲେଖି ଜଣାଇଛନ୍ତି। ସେ କହିଛନ୍ତି, “ଡିସେମ୍ବର ୭ରେ ଶେଷ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଯବାନମାନଙ୍କୁ କୌଣସି ପ୍ରକାରର ସହଯୋଗ କିମ୍ବା ପାଣି ଦିଆଯାଇ ନଥିଲା। ଦୀର୍ଘ ୨୦୦ କିମି ବାଟ ଯବାନମାନେ ଅତିକ୍ରମ କରି ରବିବାର ରାତିରେ ରାଞ୍ଚିରେ ପହଞ୍ଚିଥିଲେ।

ଏପରି କି ଯବାନମାନଙ୍କୁ ୧୭ କିମି ବାଟ ଚାଲିବାକୁ ମଧ୍ୟ ପଡ଼ିଥିଲା। ହେଲେ ସ୍ଥାନୀୟ ପ୍ରଶାସନ କୌଣସି ସହଯୋଗ କରିନଥିଲା। ରବିବାର ରାତିରେ ଆମେ ଖେଲଗାଓଁ କମ୍ପ୍ଲେକ୍ସରେ ପହଞ୍ଚିବା ପରେ ସେଠାରେ କୌଣସି ପାଣିର ବ୍ୟବସ୍ଥା ନଥିଲା।

ଏହି ସମୟରେ ଗ୍ରାଉଣ୍ଡ ମେଣ୍ଟେନାସ ପାଇଁ ଥିବା ୱାଟର କ୍ୟାନନରୁ ଆମକୁ ପାଣି ଦିଆଯାଇଥିଲା। କୌଣସି ଉପାୟ ନଥିବାରୁ ଆମେ ସେହି ପାଣି ବ୍ୟବହାର କରିଥିଲୁ। ଆମେ କେବଳ ଖେଚୁଡ଼ୀ କରି ରାତିରେ ଖାଇଥିଲୁ। ଆମକୁ ପଶୁମାନଙ୍କ ଠାରୁ ହୀନ ଭାବେ ବ୍ୟବହାର କରାଯାଇଥିଲା।”

ତେବେ ଯବାନଙ୍କ ଏଭଳି ଅଭିଯୋଗକୁ ଝାରଖଣ୍ଡର ଅତିରିକ୍ତ ଡିଜି ଏମଏଲ ମୀନା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯବାନଙ୍କ ସମସ୍ୟାର ସମାଧାନ ହୋଇ ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story