ଆସୁଛି ଆଉ ଏକ ବାତ୍ୟା, ୪ରେ ଛୁଇଁବ ସ୍ଥଳଭାଗ

ଚେନ୍ନାଇ: ବାତ୍ୟା ନିଭାର ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଗୋଟିଏ ସାମୁଦ୍ରିକ ଝଡ଼ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି।  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହାପରେ ଏହା ଅଧିକ ଶକ୍ତିଶାଳୀ ହୋଇ ଆସନ୍ତା ୪ ତାରିଖରେ ତାମିଲନାଡୁରେ ସ୍ଥଳଭାଗ ଛୁଇଁବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ କହିଛି ଯେ ଲଘୁଚାପ ବର୍ତ୍ତମାନ ଗଭୀର ଅବପାତର ରୂପ ନେଇଛି। ମଙ୍ଗଳବାର […]

fg

fg

Hemant Lenka
  • Published: Tuesday, 01 December 2020
  • Updated: 01 December 2020, 06:22 PM IST

Sports

Latest News

ଚେନ୍ନାଇ: ବାତ୍ୟା ନିଭାର ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଗୋଟିଏ ସାମୁଦ୍ରିକ ଝଡ଼ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି।  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହାପରେ ଏହା ଅଧିକ ଶକ୍ତିଶାଳୀ ହୋଇ ଆସନ୍ତା ୪ ତାରିଖରେ ତାମିଲନାଡୁରେ ସ୍ଥଳଭାଗ ଛୁଇଁବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଭାଗ କହିଛି ଯେ ଲଘୁଚାପ ବର୍ତ୍ତମାନ ଗଭୀର ଅବପାତର ରୂପ ନେଇଛି। ମଙ୍ଗଳବାର ରାତି ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବା ବାତ୍ୟାରେ ପରିଣତ ହେବ। ଏହା ଡିସେମ୍ବର ୨ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେଇ ଶ୍ରୀଲଙ୍କା ଉପକୂଳ ନିକଟସ୍ଥ ଟ୍ରିନକୋମାଲେ ଅତିକ୍ରମ କରିବ। ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ସର୍ବାଧିକ ୯୫ କିମି ରହିବ।

ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ସାମୁଦ୍ରିକ ଝଡ଼ ପଶ୍ଚିମ ଦିଗରେ ଗତି କରିବ। ଡିସେମ୍ବର ୩ ସୁଦ୍ଧା ଏହା ଗଲ୍ଫ ଅଫ ମାନ୍ନାର ଓ ନିକଟବର୍ତ୍ତୀ କୋମୋରିନ ଅଞ୍ଚଳରେ କେନ୍ଦ୍ରୀଭୂତ ହେବ। ସେଠାରୁ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ମୁହାଁ ହେବ।

ଡିସେମ୍ବର ୪ ତାରିଖରେ ବାତ୍ୟାଟି କନ୍ୟାକୁମାରୀ ଓ ପମବାନ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ବିଭାଗ ପୂର୍ବାନୁମାନ କରିଛି।
ଚଳିତ ସପ୍ତାହରେ ବାତ୍ୟା ନିଭାର ତାମିଲନାଡୁ ଓ ପୁଡୁଚେରୀରେ ଲ୍ୟାଣ୍ଡଫଲ କରିଥିଲା। ଏହାଦ୍ୱାରା ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏବେ ପୁଣି ଏକ ବାତ୍ୟା ଆସୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story