ଗୁଜରାଟ ମୁହାଁ ‘ଓଖି’: ତଟବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଓଖି’ ଏବେ ଶକ୍ତିଶାଳୀ ହେବାରେ ଲାଗିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ‘ଓଖି’ ଏବେ ଦକ୍ଷିଣ ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୦ରୁ ୧୭୦ କିଲୋମିଟର ବେଗରେ ପବନ ବହିବ ବୋଲି ବିଭାଗୀୟସୂତ୍ରରୁ ପ୍ରକାଶ। ପାଣିପାଗ ବିଭାଗର ସାଇକ୍ଲୋନ୍ ସେଣ୍ଟର ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ଲକ୍ଷାଦ୍ୱୀପଠାରୁ କିଛି ଦୂରରେ କେନ୍ଦ୍ରୀଭୂତ ହେବାରେ ଲାଗିଛି। ବାତ୍ୟା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ […]

cyclone

cyclone

Rakesh Mallick
  • Published: Sunday, 03 December 2017
  • Updated: 03 December 2017, 11:41 AM IST

Sports

Latest News

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଓଖି’ ଏବେ ଶକ୍ତିଶାଳୀ ହେବାରେ ଲାଗିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ‘ଓଖି’ ଏବେ ଦକ୍ଷିଣ ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୦ରୁ ୧୭୦ କିଲୋମିଟର ବେଗରେ ପବନ ବହିବ ବୋଲି ବିଭାଗୀୟସୂତ୍ରରୁ ପ୍ରକାଶ।

ପାଣିପାଗ ବିଭାଗର ସାଇକ୍ଲୋନ୍ ସେଣ୍ଟର ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ଲକ୍ଷାଦ୍ୱୀପଠାରୁ କିଛି ଦୂରରେ କେନ୍ଦ୍ରୀଭୂତ ହେବାରେ ଲାଗିଛି। ବାତ୍ୟା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଲାକ୍ଷାଦ୍ୱୀପଠାରୁ  ଦୂରକୁ ଯାଉଛି। ଆସନ୍ତାକାଲି ବାତ୍ୟା ଦୁର୍ବଳ ହେବା ସହ ଗୁଜରାଟ ଉପକୂଳ ଅତିକ୍ରମ କରିବ।

୪ ଡିସେମ୍ୱର ବେଳକୁ ଏହାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୬୦ କିଲୋମିଟର ମଧ୍ୟରେ ସୀମିତ ରହିବ। ଉତ୍ତର ମହାରାଷ୍ଟ୍ରର କୋଙ୍କଣ ଉପକୂରେ ସମୁଦ୍ରରେ ବଡ଼ ବଡ଼ ଢେଉ ଉଠିବା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ପବନର ବେଗ ଅଧିକ ଥିବାରୁ ପାଣିପାଗ ବିଭାଗ ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟର ସମସ୍ତ ଅଞ୍ଚଳର ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନ  ଯିବାକୁ ପରାମର୍ଶ ଦେଇଛି। ଅନୁମାନ କରାଯାଇଛି ଯେ, ୫ ଡିସେମ୍ୱର ରାତି ମଧ୍ୟରେ ଏହି ବାତ୍ୟା ଗୁଜରାଟ ଉପକୂଳ ଛୁଇଁବା ପରେ ଡିପ୍‌ ଡିପ୍ରେସନ୍‌ର ରୂପ ନେଇ ବିଦାୟ ନେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story