ଦଲେର ମେହେନ୍ଦି ଦୋଷୀ, ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଚଣ୍ଡିଗଡ଼: ମାନବ ଚାଲାଣ ମାମଲାରେ ପଞ୍ଜାବୀ ପପ୍‌ ଗାୟକ ଦଲେର ମେହେନ୍ଦିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପଟିଆଲା କୋର୍ଟ। ତାଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି। ତେବେ ତାଙ୍କୁ ଜାମିନ ମିଳିଛି। ୨୦୦୩ ମସିହାରେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଦଲେର ମେହେନ୍ଦୀ, ତାଙ୍କ ଭାଇ ସମଶେର ଓ ଆଉ କିଛି ବ୍ୟକ୍ତି ମିଶି ଲୋକଙ୍କୁ ବେଆଇନ ଭାବେ ବିଦେଶକୁ ପଠାଉଥିଲେ। ସେହି ଲୋକମାନଙ୍କୁ ସେମାନେ ତାଙ୍କ […]

mehendi

mehendi

Rakesh Mallick
  • Published: Friday, 16 March 2018
  • Updated: 16 March 2018, 04:06 PM IST

Sports

Latest News

ଚଣ୍ଡିଗଡ଼: ମାନବ ଚାଲାଣ ମାମଲାରେ ପଞ୍ଜାବୀ ପପ୍‌ ଗାୟକ ଦଲେର ମେହେନ୍ଦିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପଟିଆଲା କୋର୍ଟ। ତାଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି। ତେବେ ତାଙ୍କୁ ଜାମିନ ମିଳିଛି। ୨୦୦୩ ମସିହାରେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଦଲେର ମେହେନ୍ଦୀ, ତାଙ୍କ ଭାଇ ସମଶେର ଓ ଆଉ କିଛି ବ୍ୟକ୍ତି ମିଶି ଲୋକଙ୍କୁ ବେଆଇନ ଭାବେ ବିଦେଶକୁ ପଠାଉଥିଲେ। ସେହି ଲୋକମାନଙ୍କୁ ସେମାନେ ତାଙ୍କ ଟ୍ରୁପ୍‌ର ସଦସ୍ୟ ବୋଲି ଦର୍ଶାଉଥିଲେ। ଅଭିଯୋଗକାରୀମାନେ ଦର୍ଶାଇଥିଲେ ଯେ ଦଲେର ଓ ତାଙ୍କ ସାଥୀମାନେ ସେମାନଙ୍କୁ ବିଦେଶ ପଠାଇବାକୁ ସେମାନଙ୍କଠାରୁ ଏକ କୋଟି ଟଙ୍କା ନେଇଥିଲେ। କିନ୍ତୁ ସେମାନେ ବିଦେଶ ଯାଇପାରି ନଥିଲେ। ଏହା ପରେ ଦଲେର ଓ ତାଙ୍କ ସାଥୀମାନେ ସେମାନଙ୍କୁ ସେମାନଙ୍କ ଟଙ୍କା ଫେରାଇ ନଥିଲେ।

ମିଳିଥିବା ରିପୋର୍ଟ ଅନୁଯାୟୀ ଦଲେର ଓ ତାଙ୍କ ଭାଇ ୧୯୯୮ ଓ ୧୯୯୯ରେ ଯଥାକ୍ରମେ ଦୁଇଟି ଗ୍ରୁପ୍‌ରେ ୧୦ ଜଣ ଲୋକଙ୍କୁ ବେଆଇନ ଭାବେ ଆମେରିକା ପଠାଇଥିଲେ।

୨୦୦୩ରେ ପଟିଆଲା ସଦର ପୋଲିସ୍ ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା। ବଲଭେରା ଗାଁର ବକଶିଶ ସିଂହ ଥିଲେ ଏହାର ମୁଖ୍ୟ ଅଭିଯୋଗକାରୀ। ଥାନାରେ ମାମଲା ରୁଜୁ ହେବା ପରେ ଦଲେର ଗିରଫ ହୋଇଥିଲେ। ଅବଶ୍ୟ କିଛି ଦିନ ପରେ ତାଙ୍କୁ ଜାମିନ ମିଳି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story