ଝଡ଼ ପରେ ଚେତିଲେ ଜୁକରବର୍ଗ: ଡାଟା ଲିକ୍‌ ରୋକିବା ପାଇଁ ଫେସ୍‌ବୁକ୍‌ ଆଣିଲା ୬ ନିୟମ

ନୂଆଦିଲ୍ଲୀ:ଆମେରିକାରେ ଫେସ୍‌ବୁକ୍‌ ଡାଟା ଲିକ୍‌ ଖବର ପ୍ରକାଶ ପାଇବା ପରେ ଘାରିଥିଲା ଚିନ୍ତା। କୁହାଗଲା, ବ୍ରିଟେନ୍‌ କମ୍ପାନୀ କେମ୍ବ୍ରିଜ୍‌ ଏନାଲିଟିକା ଏହି ଡାଟା ଲିକ୍‌ କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କମ୍ପାନୀର କ୍ଲାଏଣ୍ଟ୍‌ ଭିତରେ ଭାରତର ବିଜେପି, କଂଗ୍ରେସ୍‌ ଓ ଜେଡିୟୁ ଭଳି ରାଜନୈତିକ ଦଳ ସାମିଲ ଅଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। କିନ୍ତୁ ସତ ହେଉଛି ଡାଟା ଲିକ୍‌ ହେବା ପଛରେ ଫେସ୍‌ବୁକ୍‌ର ମଧ୍ୟ କିଛି ଭୁଲ୍‌ ରହୁଛି। ଆଉ ଏକଥାକୁ […]

Mark-Zuckerberg-facebook-fake-news-768524

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 07:55 PM IST

Sports

Latest News

ନୂଆଦିଲ୍ଲୀ:ଆମେରିକାରେ ଫେସ୍‌ବୁକ୍‌ ଡାଟା ଲିକ୍‌ ଖବର ପ୍ରକାଶ ପାଇବା ପରେ ଘାରିଥିଲା ଚିନ୍ତା। କୁହାଗଲା, ବ୍ରିଟେନ୍‌ କମ୍ପାନୀ କେମ୍ବ୍ରିଜ୍‌ ଏନାଲିଟିକା ଏହି ଡାଟା ଲିକ୍‌ କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କମ୍ପାନୀର କ୍ଲାଏଣ୍ଟ୍‌ ଭିତରେ ଭାରତର ବିଜେପି, କଂଗ୍ରେସ୍‌ ଓ ଜେଡିୟୁ ଭଳି ରାଜନୈତିକ ଦଳ ସାମିଲ ଅଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। କିନ୍ତୁ ସତ ହେଉଛି ଡାଟା ଲିକ୍‌ ହେବା ପଛରେ ଫେସ୍‌ବୁକ୍‌ର ମଧ୍ୟ କିଛି ଭୁଲ୍‌ ରହୁଛି। ଆଉ ଏକଥାକୁ ଫେସ୍‌ବୁକ୍‌ ନିର୍ମାତା ମାର୍କ ଜୁକରବର୍ଗ ସ୍ୱିକାର କରିଛନ୍ତି। ଭବିଷ୍ୟତରେ ପୁଣି ଏମିତି ଭୁଲ୍‌ ନହେଉ ସେଥିପାଇଁ ଜୁକରବର୍ଗ କିଛି ମହତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ନେଇଛନ୍ତି। ସର୍ବପ୍ରଥମେ ଫେସ୍‌ବୁକ୍‌ ଏମିତି ଏକ ଟୁଲ୍‌ ଆଣିବ ଯାହା ମାଧ୍ୟମରେ ଫେସ୍‌ବୁକ୍ ବ୍ୟବହାରକାରୀ ଜାଣିପାରିବେ ଯେ, ସେମାନଙ୍କ ଡାଟାର ଦୁଃର୍ବ୍ୟବହାର ହୋଇଛି କି ନାହିଁ।

ପ୍ଲାଟଫର୍ମ ରିଭ୍ୟୁ- ଫେସ୍‌ବୁକ୍‌ ପ୍ରଥମେ ସେସବୁ ଆପ୍‌କୁ ଯାଞ୍ଚ କରିବ ଯେଉଁ ଗୁଡ଼ିକ  ୨୦୧୪ ପୂର୍ବରୁ ଲୋକମାନଙ୍କଠୁ ଅଧିକ ଡାଟା ନେଇଯାଉଥିଲା। କାରଣ ୨୦୧୪ରେ କମ୍ପାନୀ ଆପ ମାଧ୍ୟମରେ ନିଆଯାଉଥିବା ଡାଟାକୁ କମ୍‌ କରିଥିଲା। ଏଥିପାଇଁ ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଥିଲା କୌଣସି ଆପ୍‌ ଉପରେ ସନ୍ଦେହ ହେଲେ ସେ ସବୁର ଯାଞ୍ଚ ହେବ ଓ ସେ ଆପ୍‌କୁ ବନ୍ଦ କରାଯିବ।

ଡାଟାର ଭୁଲ୍‌ ବ୍ୟବହାର ବିଷୟରେ ଲୋକଙ୍କୁ ସଚେତନ କରିବା- ଯେଉଁମାନେ ଡାଟାର ଭୁଲ୍‌ ବ୍ୟବହାର କରୁଛନ୍ତି ସେମାନଙ୍କୁ ଫେସ୍‌ବୁକ୍‌ ଜାଣାଇବ। ଯେଉଁ ଆପ୍‌ରୁ ଆପଣ ବ୍ୟବହାର କରୁନାହଁନ୍ତି ସେ ଆପ୍‌କୁ ଆପଣ ରଖିପାରିବେ ନାହିଁ- ଯଦି ୩ମାସ ପର୍ଯ୍ୟନ୍ତ ଫେସ୍‌ବୁକ୍‌ରେ କୌଣସି ଆପ୍‌କୁ ଆପଣ ବ୍ୟବହାର କରୁନାହିଁନ୍ତି ତେବେ ସେ ଆପକୁ ଫେସ୍‌ବୁକ୍‌ ବନ୍ଦ କରିଦେବ।

ଫେସ୍‌ବୁକ୍‌ ଲଗଇନ୍‌ ଡାଟା ଉପରେ କଟକଣା ଲାଗିବ- ଫେସ୍‌ବୁକ୍‌ ଲଗ୍‌ଇଲ୍‌ରେ ପରିବର୍ତ୍ତନ ହେଉଛି। ସମସ୍ତ ବ୍ୟକ୍ତିଗତ ସୂଚନା ଯେପରି ନାଁ, ଇମେଲ୍‌ ଆଇଡି, ପ୍ରୋଫାଇଲ୍‌ ଫଟୋର ଯାଞ୍ଚ କରାଯାଉଛି। ଅଲଗା ଆପ୍‌ ବ୍ୟବହାର କରିବା ସମୟରେ ଫେସ୍‌ବୁକ୍‌ର ଆପ୍ରୁଭାଲ୍‌ ଦରକାର ପଡୁଛି।

ଆପ୍‌ ମ୍ୟାନେଜ୍‌ ପାଇଁ ଲୋକଙ୍କୁ କହିବା- ଲୋକଙ୍କୁ ସାଧାରଣତଃ ଆକାଉଣ୍ଟରେ କେତେ ଆପ୍‌ ରହିଛି ଓ ସେ ଆପ୍‌କୁ କିପରି ବ୍ୟବହାର କରାଯିବ ସେ ସମ୍ପର୍କରେ ସୂଚନା ଦିଆଯାଏ। ଏବେ ଏସବୁ ପ୍ରକିୟାକୁ ଆହୁରି ସହଜ କରାଯିବ। ଯାହାଦ୍ୱାରା ଲୋକଙ୍କୁ ସେସବୁ ବୁଝିବାକୁ ସହଜ ହେବ।

ଫେସ୍‌ବୁକ୍‌ରେ ଭୁଲ୍‌ ଖୋଜି ପାଇଥିବା ଲୋକଙ୍କୁ ପୁରସ୍କାର- ଡାଟାର ଭୁଲ୍‌ ବ୍ୟବହାହ ବିଷୟରେ ଆପ୍‌ ଡେଭ୍‌ଲପରକୁ ଯେକେହି ବି ସୂଚନା ଦେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story