ଜିଓକୁ ଟକ୍କର ଦେବାକୁ ଏୟାର ଟେଲ୍‌ର ନୂଆ ପ୍ଲାନ୍: ଜାଣନ୍ତୁ କାହାର ଦମ୍ କେତେ

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଜିଓ ଅନେକ ନୂଆ ଅଫର ଯୋଗାଇ ଆସୁଛି। ଅନ୍ୟ କୌଣସି କମ୍ପାନୀ ଜିଓକୁ  ଟକ୍କର ଦେଇପାରୁ ନଥିବା ବେଳେ ଏୟାରଟେଲ୍‌ କିନ୍ତୁ ସବୁବେଳେ ଏହି କମ୍ପାନୀକୁ କଡ଼ା ଟକ୍କର ଦେଇ ଆସୁଛି। ୧୪୯ ଟଙ୍କାରେ ଜିଓର ସବୁଠାରୁ ଶସ୍ତା ଡାଟା ପ୍ଲାନ୍ ଥିବା ବେଳେ ଏବେ ଏୟାରଟେଲ୍‌ ମଧ୍ୟ ଏହି ପ୍ଲାନ ଆଣିଛି।  ଗ୍ରାହକଙ୍କୁ କମ୍ ଟଙ୍କାରେ ସୁବିଧା ଯୋଗାଇ ଦେବାକୁ ଏୟାରଟେଲ୍‌ ଏହି ଅଫର ନେଇ ଆସିଛି। ଉଭୟ […]

mobile

mobile

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 12:12 PM IST

Sports

Latest News

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଜିଓ ଅନେକ ନୂଆ ଅଫର ଯୋଗାଇ ଆସୁଛି। ଅନ୍ୟ କୌଣସି କମ୍ପାନୀ ଜିଓକୁ  ଟକ୍କର ଦେଇପାରୁ ନଥିବା ବେଳେ ଏୟାରଟେଲ୍‌ କିନ୍ତୁ ସବୁବେଳେ ଏହି କମ୍ପାନୀକୁ କଡ଼ା ଟକ୍କର ଦେଇ ଆସୁଛି। ୧୪୯ ଟଙ୍କାରେ ଜିଓର ସବୁଠାରୁ ଶସ୍ତା ଡାଟା ପ୍ଲାନ୍ ଥିବା ବେଳେ ଏବେ ଏୟାରଟେଲ୍‌ ମଧ୍ୟ ଏହି ପ୍ଲାନ ଆଣିଛି।  ଗ୍ରାହକଙ୍କୁ କମ୍ ଟଙ୍କାରେ ସୁବିଧା ଯୋଗାଇ ଦେବାକୁ ଏୟାରଟେଲ୍‌ ଏହି ଅଫର ନେଇ ଆସିଛି।

ଉଭୟ କମ୍ପାନୀ ମଧ୍ୟରେ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବା ବେଳେ ଗ୍ରାହକ ଏହାର ବେଶ୍ ଫାଇଦା ଉଠାଉଛନ୍ତି। ଉଭୟ କମ୍ପାନୀର ୧୪୯ଟଙ୍କିଆ ଅଫରରେ କ’ଣ ସବୁ ସୁବିଧା ରହିଛି ଆସନ୍ତୁ ଜାଣିବା।

ଜିଓ ୧୪୯ ଟଙ୍କିଆ ପ୍ଲାନରେ ୪.୨ ଜିବି 4g ଡାଟା, ଅନ୍‌ଲିମିଟେଡ୍‌ ଲୋକାଲ ଓ ଏସ୍‌ଟିଡି କଲ୍, ଅନ୍‌ଲିମିଟେଡ୍ ଡାଟା, ୩୦୦ ଏସ୍‌ଏମ୍‌ଏସ୍‌ ପୂରା ୨୮ ଦିନ ପର୍ଯ୍ୟନ୍ତ ଦେଉଛି। ସମାନ ମୂଲ୍ୟରେ ଏୟାରଟେଲ୍‌ ୧୪୯ ଟଙ୍କିଆ ପ୍ୟାକ୍‌ରେ ୩୦୦ ଏମ୍ବିର 4g ଡାଟା, ଅନ୍‌ଲିମିଟେଡ୍‌ ଲୋକାଲ ଓ ଏସ୍‌ଟିଡି କଲ୍ ସହିତ ଏସ୍‌ଏମ୍‌ଏସ୍ ସୁବିଧା ମଧ୍ୟ ଦେଉଛି। କିନ୍ତୁ ଏଥିରେ ଆପଣଙ୍କୁ ଅସୀମିତ ଡାଟା ଅଫର  ମିଳିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story