ଟ୍ରମ୍ପଙ୍କ ସହ ଝିଅ ଇଭାଙ୍କା ଓ ଜ୍ୱାଇଁ ଭାରତ ଆସିବେ

ନୂଆଦିଲ୍ଲୀ: ଆସନ୍ତା ୨୪ ଓ ୨୫ ତାରିଖରେ କେବଳ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତରେ ଆସିବେ, ତା’ ନୁହେଁ ଏମାନଙ୍କ ସହ ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ମଧ୍ୟ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି। ଜାରେଡ ଏବେ ଟ୍ରମ୍ପ ପରାମର୍ଶଦାତା ଭାବେ ହ୍ୱାଇଟହାଉସରେ କାର୍ଯ୍ୟ କରୁଛନ୍ତି। ଟ୍ରମ୍ପଙ୍କ ସହ ଆସୁଥିବା ଉଚ୍ଚସ୍ତରୀୟ କମିଟିରେ ଇଭଙ୍କା ଓ ଜାରେଡ ରହିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ମେଲାନିଆଙ୍କ […]

e

e

Hemant Lenka
  • Published: Friday, 21 February 2020
  • Updated: 21 February 2020, 03:11 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୨୪ ଓ ୨୫ ତାରିଖରେ କେବଳ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତରେ ଆସିବେ, ତା’ ନୁହେଁ ଏମାନଙ୍କ ସହ ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ମଧ୍ୟ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି। ଜାରେଡ ଏବେ ଟ୍ରମ୍ପ ପରାମର୍ଶଦାତା ଭାବେ ହ୍ୱାଇଟହାଉସରେ କାର୍ଯ୍ୟ କରୁଛନ୍ତି।

ଟ୍ରମ୍ପଙ୍କ ସହ ଆସୁଥିବା ଉଚ୍ଚସ୍ତରୀୟ କମିଟିରେ ଇଭଙ୍କା ଓ ଜାରେଡ ରହିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ମେଲାନିଆଙ୍କ ସହ ଟ୍ରେଜେରୀ ସଚିବ ଷ୍ଟିଭେନ ମୁନିଚ ଓ ବାଣିଜ୍ୟ ସଚିବ ୱିଲବୁର ରସ୍‌ ମଧ୍ୟ ଅଛନ୍ତି।

ଆସନ୍ତା ୨୪ ତାରିଖରେ ଟ୍ରମ୍ପ ସିଧା ଅହମଦାବାଦରେ ପହଞ୍ଚିବେ। ଅହମଦାବାଦରେ ଆୟୋଜିତ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଟ୍ରମ୍ପ ଆଗ୍ରା ଯିବେ। ଶେଷରେ ସେ ନୂଆଦିଲ୍ଲୀ ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos