ଜୁଇରୁ ଉଠିଲା ଶବ, ତା’ପରେ କ’ଣ ହେଲା ପଢନ୍ତୁ

  ବାରଣାସି : ଅଜବ, ଅଦ୍ଭୁତ ପୁଣି ଅବିଶ୍ୱନୀୟ। ଶ୍ମଶାନରେ ଫେରିଲା ଜୀବନ ଆଉ ମେଡିକାଲରେ ଚାଲିଗଲା। ଜଣେ ବ୍ୟକ୍ତିଙ୍କର ଏମିତି ଦୁଇ ଥର ମୃତ୍ୟୁ ଘଟିଛି।  ଘଟଣାଟି ଉତ୍ତରପ୍ରଦେଶର ବାରଣାସୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ମଶାନରେ ମରଶରୀରକୁ ଦାହ କଲା ବେଳେ ହଠାତ ଜୀବନ ଫେରିପାଇଥିଲେ ଜଣେ ବ୍ୟକ୍ତି । ପୁନର୍ବାର ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।  ହେଲେ  ସେଠାରେ ତାଙ୍କର ଆଉଥରେ ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାୟୀ, ସଡ଼କ ଦୁର୍ଘଟଣାରେ ବାରଣାସି ଅଞ୍ଚଳର ବିକାଶ […]

death-1

death-1

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 08:02 AM IST

Sports

Latest News

ବାରଣାସି : ଅଜବ, ଅଦ୍ଭୁତ ପୁଣି ଅବିଶ୍ୱନୀୟ। ଶ୍ମଶାନରେ ଫେରିଲା ଜୀବନ ଆଉ ମେଡିକାଲରେ ଚାଲିଗଲା। ଜଣେ ବ୍ୟକ୍ତିଙ୍କର ଏମିତି ଦୁଇ ଥର ମୃତ୍ୟୁ ଘଟିଛି।  ଘଟଣାଟି ଉତ୍ତରପ୍ରଦେଶର ବାରଣାସୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ମଶାନରେ ମରଶରୀରକୁ ଦାହ କଲା ବେଳେ ହଠାତ ଜୀବନ ଫେରିପାଇଥିଲେ ଜଣେ ବ୍ୟକ୍ତି । ପୁନର୍ବାର ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।  ହେଲେ  ସେଠାରେ ତାଙ୍କର ଆଉଥରେ ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ, ସଡ଼କ ଦୁର୍ଘଟଣାରେ ବାରଣାସି ଅଞ୍ଚଳର ବିକାଶ କନୋଜିଆ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା ଘରିଥିଲେ। ପରେ ପରିବାର ଲୋକେ ବିକାଶଙ୍କ ମରଶରୀରକୁ ଶେଷକୃତ୍ୟ ପାଇଁ ଶ୍ମଶାନକୁ ନେଇଥିଲେ।ଶ୍ମଶାନରେ ଜୁଇ ଉପରେ ମରଶରୀରରକୁ ରଖାଯାଇ ଥିଲା। ଶବ ଉପରେ ଉପରେ କାଠ ଥୁଆ ଯାଇଥିଲା । ହେଲେ ମୁଖାଗ୍ନି ଦେବା ସମୟରେ ହଠାତ୍‌ ବିକାଶଙ୍କ ହାତ ହଲିଲା ପରି ଦେଖାଗଲା। ଏହା ଦେଖି ସତ୍କାର କରିବାକୁ ଆସିଥିବା ଲୋକେ ଡରି ଯାଇଥିଲେ। ଏପରିକି କିଛି ଲୋକ ଜୀବନ ବିକଳରେ ଶ୍ମଶାନ ଛାଡ଼ି ପଳାଇ ଯାଇଥିଲେ। ତେବେ ସେମାନଙ୍କ ଭିତରୁ କିଛି ଲୋକ ସାହସ କରି ମରଶରୀରକୁ ଜୁଇରୁ ବାହାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଆଉଥରେ ଡାକ୍ତର ତାଙ୍କୁ  ମୃତ୍ୟୁ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story