ଅଧା ରହିଗଲା ମା’ଙ୍କ ଜନ୍ମଦିନ ସରପ୍ରାଇଜ୍‌...

ନୂଆଦିଲ୍ଲୀ: ଆଜି ମା’ଙ୍କର ୮୪ ତମ ଜନ୍ମ ଦିନ ଥିଲା। ତେଣୁ କେରଳରୁ ନାଗପୁର ଆସି ମା’ଙ୍କୁ ସରପ୍ରାଇଜ ଦେବାକୁ ସ୍ୱପ୍ନ ଦେଖିଥିଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ କ୍ୟାପ୍ଟେନ ଦୀପକ ବସନ୍ତ ସାଥେ। ହେଲେ ଗତକାଲି କୋଝିକୋଡ୍ ବିମାନ ଦୁର୍ଘଟଣାରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଗତକାଲି ଦୁବାଇରୁ କେରଳର କୋଝିକୋଡ ଆସୁଥିବା ବିମାନ ରନୱେରେ କ୍ରାଶ ଲ୍ୟାଣ୍ଡିଂ କରିଥିଲା। ଏଥିରେ ଦୁଇ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି […]

yz

yz

Hemant Lenka
  • Published: Saturday, 08 August 2020
  • Updated: 08 August 2020, 09:01 PM IST

Sports

Latest News

ନୂଆଦିଲ୍ଲୀ: ଆଜି ମା’ଙ୍କର ୮୪ ତମ ଜନ୍ମ ଦିନ ଥିଲା। ତେଣୁ କେରଳରୁ ନାଗପୁର ଆସି ମା’ଙ୍କୁ ସରପ୍ରାଇଜ ଦେବାକୁ ସ୍ୱପ୍ନ ଦେଖିଥିଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ କ୍ୟାପ୍ଟେନ ଦୀପକ ବସନ୍ତ ସାଥେ। ହେଲେ ଗତକାଲି କୋଝିକୋଡ୍ ବିମାନ ଦୁର୍ଘଟଣାରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।

ଗତକାଲି ଦୁବାଇରୁ କେରଳର କୋଝିକୋଡ ଆସୁଥିବା ବିମାନ ରନୱେରେ କ୍ରାଶ ଲ୍ୟାଣ୍ଡିଂ କରିଥିଲା। ଏଥିରେ ଦୁଇ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଇ ପାଇଲଙ୍କ ମଧ୍ୟରେ ଥିଲେ ୫୮ ବର୍ଷୀୟ କ୍ୟାପଟେନ୍ ଦୀପକ ବସନ୍ତ ସାଥେ। ଏୟାର ଇଣ୍ଡିଆରେ ଯୋଗାଦେବା ପୂର୍ବରୁ ସେ ଭାରତୀୟ ବାୟୁସେନାରେ ଦକ୍ଷ ଓ୍ୱିଙ୍ଗ କମାଣ୍ଡର ଭାବେ କାର୍ଯ୍ୟ କରିଥିଲେ। ବିମାନ ଉଡ଼ାଣରେ ତାଙ୍କର ଥିଲା ୧୦ ହଜାର ଘଣ୍ଟାରୁ ଅଧିକ ଅଭିଜ୍ଞତା।

ଦୀର୍ଘ ୩୬ ବର୍ଷ ହେଲା ସେ ବିମାନ ଉଡ଼ାଇବାର ଅଭିଜ୍ଞତା ରଖିଛନ୍ତି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଉଡ଼ାଇବା ପୂର୍ବରୁ ସେ ଏୟାରବସ୍ ୩୧୦ ଉଡ଼ାଉଥିଲେ। ବାୟୁସେନାରେ ଥିବାବେଳେ ଏୟାରଫୋର୍ସ ଏକାଡେମିରେ ତାଙ୍କୁ ସୋଡ୍ ଅଫ୍ ଅନର ସମ୍ମାନ ବି ମିଳିଥିଲା। ୧୯୯୦ରେ ସେ ବାୟୁସେନାରେ ଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ୬ ମାସ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ।

କ୍ୟାପଟେନ୍ ସାଥେ ମୁମ୍ବାଇରେ ସ୍ତ୍ରୀ ଓ ୨ ପୁଅଙ୍କ ସହ ରହୁଥିବାବେଳେ ତାଙ୍କ ବାପା ମା’ ନାଗପୁରରେ ରୁହନ୍ତି। ପୂର୍ବରୁ ସାଥେଙ୍କ ଭାଇ ବିକାଶ ସାଥେ ଦେଶ ପାଇଁ ସହିଦ ହୋଇଥିଲେ। ତାଙ୍କ ବାପା ବସନ୍ତ ସାଥେ ମଧ୍ୟ ଭାରତୀୟ ସେନାରେ ବ୍ରିଗେଡିୟର ଭାବେ କାର୍ଯ୍ୟ କରିଛନ୍ତି।

ନିଜ ଆଖି ଆଗରେ ଦୁଇ ପୁଅ ଦେଶ ପାଇଁ ପ୍ରାଣବଳି ଦେଇଥିବାରୁ ଏହି ଘଟଣା ପରେ ବାସ୍ପରୁଦ୍ଧ ହୋଇଯାଇଛି ସାଥେଙ୍କ ୮୫ ବର୍ଷୀୟ ମାଙ୍କ ସ୍ୱର। ଏପଟେ ପରିତାପର ବିଷୟ ଯେ ନିଜ ମାଙ୍କ ୮୪ତମ ଜନ୍ମଦିନ ପାଳନ ପାଇଁ ଆଜି ସେ ଘରେ ପହଞ୍ଚି ସରପ୍ରାଇଜ୍ ଦେବା ପୂର୍ବରୁ ତାଙ୍କର ଏ ସ୍ୱପ୍ନ ଅଧା ରହି ଯାଇଛି।

କ୍ୟାପ୍ଟେନ ସାଥେଙ୍କ ସମ୍ପର୍କୀୟ ଭାଇ ନିଲେଶ ସାଥେ କହିଛନ୍ତି, ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ମୋ ଭାଇ ଓ ବନ୍ଧୁ ଦୀପକ ଆଉ ଏ ଦୁନିଆରେ ନାହିଁ। ଦୀପକ ୩୬ ବର୍ଷ ହେଲା ବିମାନ ଉଡ଼ାଣର କ୍ଷମତା ରଖିଥିଲେ। ସେ ୨୧ ବର୍ଷ ଧରି ଭାରତୀୟ ବାୟୁସେନା ପାଇଁ କାର୍ଯ୍ୟ କରିଛନ୍ତି।

୨୦୦୫ରେ ହିଁ ସେ ଏୟାର ଇଣ୍ଡିଆରେ ସାମିଲ ହୋଇଥିଲେ। ସେ ମୋତେ ମାତ୍ର ଗୋଟିଏ ସପ୍ତାହ ତଳେ ଫୋନ କରିଥିଲା। ଏବେ ସେ ନାହିଁ ବୋଲି ମୁଁ ବିଶ୍ୱାସ କରିପାରୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story