ଚାଇନା ସହ ତିକ୍ତତା ଭିତରେ ଶୁକ୍ରବାର ଲଦାଖ ଯିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଚାଇନା ସହ ଲଦାଖ ସୀମାରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ଶୁକ୍ରବାର ସ୍ଥିତ ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଶୁକ୍ରବାର ଶ୍ରୀ ସିଂହ ଲଦାଖ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଲଦାଖ ଗସ୍ତ ବେଳେ ସୀମା ସୁରକ୍ଷାର ସମୀକ୍ଷା କରାଯିବା। ଏହାପରେ ସେ ବରିଷ୍ଠ ସେନା ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ। ମେ’ ମାସ ଆରମ୍ଭରୁ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ବିଶେଷ କରି ଜୁନ୍‌ […]

q

q

Hemant Lenka
  • Published: Wednesday, 01 July 2020
  • Updated: 01 July 2020, 07:27 PM IST

ନୂଆଦିଲ୍ଲୀ: ଚାଇନା ସହ ଲଦାଖ ସୀମାରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ଶୁକ୍ରବାର ସ୍ଥିତ ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଶୁକ୍ରବାର ଶ୍ରୀ ସିଂହ ଲଦାଖ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଲଦାଖ ଗସ୍ତ ବେଳେ ସୀମା ସୁରକ୍ଷାର ସମୀକ୍ଷା କରାଯିବା। ଏହାପରେ ସେ ବରିଷ୍ଠ ସେନା ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ।

ମେ’ ମାସ ଆରମ୍ଭରୁ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ବିଶେଷ କରି ଜୁନ୍‌ ୧୫ରେ ଲଦାଖର ଗଲୱାନ ଠାରେ ଦୁଇ ଦେଶର ସେନା ଯବାନଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲ।। ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story