୨୪ଶହ ନୁହେଁ, ୮୦୦ରେ ହେବ କରୋନାର ଆରଟି-ପିସିଆର ଟେଷ୍ଟ

ନୂଆଦିଲ୍ଲୀ: ମହାମାରୀ କରୋନାର ଆରଟି-ପିସିଆର ଟେଷ୍ଟର ଦରକୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହ୍ରାସ କରିଛନ୍ତି। ପୂର୍ବରୁ ଦିଲ୍ଲୀରେ ଆରଟି-ପିସିଆର ଟେଷ୍ଟ ପାଇଁ ୨୪ ଶହ ଟଙ୍କା ଆଦାୟ କରାଯାଉଥିବା ବେଳେ ଏବେ ଏହା ୮ଶହ ଟଙ୍କାକୁ ହ୍ରାସ ପାଇଛି। ଅବଶ୍ୟ ଦିଲ୍ଲୀରେ ଥିବା ସରକାରୀ ହସ୍ପିଟାଲରେ ଏହି ଟେଷ୍ଟ ପୂର୍ବଭଳି ମାଗଣା କରାଯିବ। ହେଲେ ଘରୋଇ ଲ୍ୟାବ ଗୁଡ଼ିକ ଏଣିକି ଲୋକଙ୍କ ଠାରୁ ଆରଟି-ପିସିଆର ଟେଷ୍ଟ କଲେ ୨୪ ଶହ ବଦଳରେ ୮ଶହ ଟଙ୍କା […]

fd

fd

Hemant Lenka
  • Published: Monday, 30 November 2020
  • Updated: 30 November 2020, 08:31 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଆରଟି-ପିସିଆର ଟେଷ୍ଟର ଦରକୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହ୍ରାସ କରିଛନ୍ତି। ପୂର୍ବରୁ ଦିଲ୍ଲୀରେ ଆରଟି-ପିସିଆର ଟେଷ୍ଟ ପାଇଁ ୨୪ ଶହ ଟଙ୍କା ଆଦାୟ କରାଯାଉଥିବା ବେଳେ ଏବେ ଏହା ୮ଶହ ଟଙ୍କାକୁ ହ୍ରାସ ପାଇଛି।

ଅବଶ୍ୟ ଦିଲ୍ଲୀରେ ଥିବା ସରକାରୀ ହସ୍ପିଟାଲରେ ଏହି ଟେଷ୍ଟ ପୂର୍ବଭଳି ମାଗଣା କରାଯିବ। ହେଲେ ଘରୋଇ ଲ୍ୟାବ ଗୁଡ଼ିକ ଏଣିକି ଲୋକଙ୍କ ଠାରୁ ଆରଟି-ପିସିଆର ଟେଷ୍ଟ କଲେ ୨୪ ଶହ ବଦଳରେ ୮ଶହ ଟଙ୍କା ନେବେ ବୋଲି କେଜ୍ରିୱାଲ କହିଛନ୍ତି।

କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, “ଦିଲ୍ଲୀରେ ଆରଟି-ପିସିଆର ଟେଷ୍ଟର ଦରକୁ ହ୍ରାସ କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ସରକାରୀ ହସ୍ପିଟାଲରେ ମାଗଣା ଟେଷ୍ଟ କରାଯାଉଛି। ହେଲେ ଯେଉଁମାନେ ଘରୋଇ ଲ୍ୟାବରେ ଏହାର ଟେଷ୍ଟ କରୁଛନ୍ତି, ସେମାନଙ୍କୁ ଏହି ପରିବର୍ତ୍ତିତ ଦର ନିଶ୍ଚିତ ଭାବେ ସହାୟକ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story