ଦିଲ୍ଲୀରେ ସପ୍ତାହରେ ବଢ଼ିଛି ୧୫୦ପ୍ରତିଶତ ଚିକୁନଗୁନିଆ, ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିକୁନଗୁନିଆ ରୋଗକୁ ଭୟଙ୍କର ମନେ ନ କରୁଥିଲେ ମଧ୍ୟ ରାଜଧାନୀ ଦିଲ୍ଲୀରେ ଗତ ଏକ ସପ୍ତାହ ମଧ୍ୟରେ ଏହି ରୋଗୀଙ୍କ ସଂଖ୍ୟା ୧୫୦ପ୍ରତିଶତ ବଢ଼ିଛି। ଏମସିଡି ଗଣନା ଅନୁଯାୟୀ ବର୍ତ୍ତମାନ ସୁଧା ଚାରି ହଜାର ଲୋକଙ୍କ ମଧ୍ୟରେ ଡେଙ୍ଗୁ ଓ ଚିକୁନଗୁନିଆର ପିଜିଟିଭ୍ ନମୁନା ମିଳିଛି। ଏକ ଗଣମାଧ୍ୟମ ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୭ ସୁଧା ୧୫୬୮ ମାମଲା ଥିବା ବେଳେ ବର୍ତ୍ତମାନ ଏହା ପାଖାପାଖି ୨,୬୨୫ରେ ପହଁଞ୍ଚିଥିବାର […]

delhi-hosp

delhi-hosp

Rakesh Mallick
  • Published: Tuesday, 20 September 2016
  • Updated: 20 September 2016, 03:00 PM IST

ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିକୁନଗୁନିଆ ରୋଗକୁ ଭୟଙ୍କର ମନେ ନ କରୁଥିଲେ ମଧ୍ୟ ରାଜଧାନୀ ଦିଲ୍ଲୀରେ ଗତ ଏକ ସପ୍ତାହ ମଧ୍ୟରେ ଏହି ରୋଗୀଙ୍କ ସଂଖ୍ୟା ୧୫୦ପ୍ରତିଶତ ବଢ଼ିଛି। ଏମସିଡି ଗଣନା ଅନୁଯାୟୀ ବର୍ତ୍ତମାନ ସୁଧା ଚାରି ହଜାର ଲୋକଙ୍କ ମଧ୍ୟରେ ଡେଙ୍ଗୁ ଓ ଚିକୁନଗୁନିଆର ପିଜିଟିଭ୍ ନମୁନା ମିଳିଛି। ଏକ ଗଣମାଧ୍ୟମ ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୭ ସୁଧା ୧୫୬୮ ମାମଲା ଥିବା ବେଳେ ବର୍ତ୍ତମାନ ଏହା ପାଖାପାଖି ୨,୬୨୫ରେ ପହଁଞ୍ଚିଥିବାର ସୂଚନା ମିଳିଛି। ଡେଙ୍ଗୁ ଏବଂ ଚିକନଗୁନିଆରେ ଅଧିକ ରୋଗୀ ଦକ୍ଷିଣ ଦିଲ୍ଲୀର ରହିଛନ୍ତି। ବର୍ତ୍ତମାନ ସୁଧା ୨୦୨ଟି ମାମଲା ସାମ୍ନାକୁ ଆସିଛି। ଏମସିଡିର ତଥ୍ୟ ଅନୁଯାୟୀ ୩୭ଜଣ ରୋଗୀ ଦିଲ୍ଲୀ ବାହାରେ ରହିଛନ୍ତି।  ଚିକୁନଗୁନିଆରେ ୧୨ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏମିସିଡି ମୃତ୍ୟୁର କାରଣ ଚିକୁନଗୁନିଆ ନୁହେଁ ବୋଲି କହିଛି। ଦିଲ୍ଲୀ ସରକାର ଆଜି ଡେଙ୍ଗୁ, ଚିକୁନଗୁନିଆ ସଂପର୍କରେ ହାଇକୋର୍ଟରେ ନିଜର ମତ ଉପସ୍ଥାପନ କରିବେ। ଆସନ୍ତାକାଲି ହାଇକୋର୍ଟ ଏହି ମାମଲାର ଶୁଣାଣି ରଖିବେ। ଶେଷ ଶୁଣାଣିରେ ଦିଲ୍ଲୀ ସରକାର ଚିକୁନଗୁନିଆରେ ବର୍ତ୍ତମାନସୁଦ୍ଧା କୌଣସି ମୃତ୍ୟୁବରଣ ହୋଇନାହିଁ ବୋଲି କହିଥିଲେ । ରୋଗୀମୃତ୍ୟୁକୁ ନେଇ ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିପାରନ୍ତି । ମଶା ଯୋଗୁଁ ବ୍ୟାପୁଥିବା ଏହି ରୋଗର ପ୍ରତିକାର ପାଇଁ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ହାଇକୋର୍ଟ ଏମସିଡିକୁ ମଧ୍ୟ ପ୍ରଶ୍ନ କରିପାରନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story