ହାଥରସ ଗଣଦୁଷ୍କର୍ମ ଘଟଣା: ଯନ୍ତରମନ୍ତରର ବିଶାଳ ବିକ୍ଷୋଭରେ ସାମିଲ ହେଲେ କେଜ୍ରିୱାଲ

ନଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ଦିଲ୍ଲୀର ଯନ୍ତରମନ୍ତର ଠାରେ ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଛି। ଏକାଧିକ ରାଜନୀତିକ ଦଳଙ୍କ ଠାରୁ ଆରମ୍ଭ କରି ଛାତ୍ର ସଂଗଠନ ଓ ସାମାଜିକ କର୍ମୀମାନେ ଏକାଠି ହୋଇ ଉତ୍ତର ପ୍ରଦେଶ ସରକାରଙ୍କ ଉଦାସୀନତା ଉପରେ ପ୍ରଶ୍ନ କରିଛନ୍ତି। ଏହି ଆନ୍ଦୋଳନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ, ଅଭିନେତ୍ରୀ ସ୍ୱରା ଭାସ୍କର, ଗୁଜରାଟର […]

yu

yu

Hemant Lenka
  • Published: Friday, 02 October 2020
  • Updated: 02 October 2020, 08:53 PM IST

Sports

Latest News

ନଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ଦିଲ୍ଲୀର ଯନ୍ତରମନ୍ତର ଠାରେ ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଛି। ଏକାଧିକ ରାଜନୀତିକ ଦଳଙ୍କ ଠାରୁ ଆରମ୍ଭ କରି ଛାତ୍ର ସଂଗଠନ ଓ ସାମାଜିକ କର୍ମୀମାନେ ଏକାଠି ହୋଇ ଉତ୍ତର ପ୍ରଦେଶ ସରକାରଙ୍କ ଉଦାସୀନତା ଉପରେ ପ୍ରଶ୍ନ କରିଛନ୍ତି।

ଏହି ଆନ୍ଦୋଳନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ, ଅଭିନେତ୍ରୀ ସ୍ୱରା ଭାସ୍କର, ଗୁଜରାଟର ବିଧାୟକ ଜିଗ୍ନେଶ ମେଭାନି ଓ ଦିଲ୍ଲୀ ବିଧାୟକ ସୌରଭ ଭରଦ୍ୱାଜ ପ୍ରମୁଖ ସାମିଲ ହୋଇଥିଲେ। ପ୍ରଥମେ ଏହି ବିକ୍ଷୋଭ ଇଣ୍ଡିଆ ଗେଟ୍‌ରେ ହେବାର ଥିଲା।

କିନ୍ତୁ ପୁଲିସ୍‌ ଏଠାରେ ୧୪୪ ଧାରା ଜାରି କରିବାରୁ ଏହାକୁ ଯନ୍ତରମନ୍ତରକୁ ସ୍ଥାନାନ୍ତର କରାଯାଇଥିଲା। ସନ୍ଧ୍ୟା ୭.୧୫ରେ କେଜ୍ରିୱାଲ ଯନ୍ତରମନ୍ତରକୁ ଆସିଥିଲେ। ସେ ବିକ୍ଷୋଭରେ ସାମିଲ ହୋଇ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଥିଲେ।

ସେ କହିଥିଲେ, “ଆମେ ଉତ୍ତର ପ୍ରଦେଶ ସରକାରଙ୍କୁ ହାତ ଯୋଡ଼ି ନିବେଦନ କରୁଛୁ ଯେ ଦୋଷୀଙ୍କୁ ଯଥାଶୀଘ୍ର ସମ୍ଭବ ଫାଶୀ ଖୁଣ୍ଟରେ ଝୁଲାନ୍ତୁ। କିଛି ଲୋକ ଭାବୁଛନ୍ତି ଯେ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଛି। ଯଦି ଏଭଳି ହେଉଥାଏ, ତା’ହେଲେ ଭୁଲ। ଯାହା ଘଟଣା ଘଟିଲା, ନିଶ୍ଚିତ ଭାବେ ଯନ୍ତ୍ରଣାଦାୟକ।

ପୀଡ଼ିତାଙ୍କ ସହ ଅମାନବୀୟ କାର୍ଯ୍ୟ କରାଯାଇଛି। ଏବେ ସେମାନେ କହୁଛନ୍ତି, ଦୁଷ୍କର୍ମ ହୋଇନାହିଁ। ହିନ୍ଦୁ ଧର୍ମ ଓ ନୀତି ବିରୋଧରେ ଅନ୍ତିମ ସଂସ୍କାର କରାଗଲା। ଏହାକୁ ଦେଖିଲେ ଲାଗୁଛି ଯେ ପୂରା ଘଟଣାକୁ ଚପାଇବାକୁ ଚେଷ୍ଟା କରାଯାଉଛି। ପୀଡ଼ିତାଙ୍କ ପରିବାରକୁ ଆଶ୍ୱସନା ଓ ସହଯୋଗ ଦରକାର।

ସେମାନଙ୍କ ସହ ଯେଉଁଭଳି ବ୍ୟବହାର କରାଯାଉଛି, ତା’ହା ଠିକ ନୁହେଁ। ସେମାନେ ଯାହାକୁ ଭେଟିବାକୁ ଚାହୁଁଛନ୍ତି, ସେମାନଙ୍କୁ ଏଥିପାଇଁ ଅନୁମତି ଦିଆଯାଉ। ସେମାନଙ୍କୁ ଏକାକୀ ଛାଡ଼ି ଦିଆଯାଉ। ଏହାକୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି, ତାହା ବି ଭୁଲ। କାହିଁକି ରାଜସ୍ଥାନ? କାହିଁକି ଉତ୍ତର ପ୍ରଦେଶ? କାହିଁକି ଏଭଳି ସବୁ ଘଟଣା ଘଟୁଛି? ରାଜସ୍ଥାନର ଝିଅ ବି ଆମର। ଉତ୍ତର ପ୍ରଦେଶର ଝିଅ ବି ଆମର। ଦୁଷ୍କର୍ମ କେଉଁଠି ହେବା କଥା ନୁହେଁ।”

ଏହି ଆନ୍ଦୋଳନରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ବି ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story