ନିର୍ଭୟା ଦୋଷୀର ରାଜକ୍ଷମା ଆବେଦନ ଖାରଜ କରିବେ ରାଷ୍ଟ୍ରପତି!

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ପାରାମେଡିକାଲ ଛାତ୍ରୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମା ରାଜକ୍ଷମା ଆବେଦନ ଖାରଜ ହେବ ବୋଲି ଜଣାପଡ଼ିଛି। ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିନୟ ମୃତ୍ୟୁଦଣ୍ଡ ପାଇବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ କ୍ଷମା ଆବେଦନ କରିଥିଲା। ଏହାକୁ ଖାରଜ କରିବା ପାଇଁ ଦିଲ୍ଲୀ ସରକାର ଦୃଢ଼ ପ୍ରସ୍ତାବ ଦେଇଛନ୍ତି। ଦିଲ୍ଲୀ ଗୃହମନ୍ତ୍ରୀ ସତେନ୍ଦ୍ର ଜୈନ ଦିଲ୍ଲୀସରକାରଙ୍କ […]

dc

dc

Hemant Lenka
  • Published: Sunday, 01 December 2019
  • Updated: 01 December 2019, 09:52 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ପାରାମେଡିକାଲ ଛାତ୍ରୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମା ରାଜକ୍ଷମା ଆବେଦନ ଖାରଜ ହେବ ବୋଲି ଜଣାପଡ଼ିଛି। ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିନୟ ମୃତ୍ୟୁଦଣ୍ଡ ପାଇବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ କ୍ଷମା ଆବେଦନ କରିଥିଲା। ଏହାକୁ ଖାରଜ କରିବା ପାଇଁ ଦିଲ୍ଲୀ ସରକାର ଦୃଢ଼ ପ୍ରସ୍ତାବ ଦେଇଛନ୍ତି।

ଦିଲ୍ଲୀ ଗୃହମନ୍ତ୍ରୀ ସତେନ୍ଦ୍ର ଜୈନ ଦିଲ୍ଲୀସରକାରଙ୍କ କ୍ଷମା ବିରୋଧରେ ପ୍ରସ୍ତୁତ ଫାଇଲକୁ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ନିକଟକୁ ପଠାଇଛନ୍ତି। ଫାଇଲରେ ଜୈନ ଲେଖିଛନ୍ତି ଯେ “୨୦୧୨ ମସିହା ନିର୍ଭୟା ଘଟଣା ଏକ ଅମାନବୀୟ ଓ ଲୋମହର୍ଷଣକାରୀ ଘଟଣା। ଏଭଳି ଏକ ଘଟଣାରେ ବିନୟ ଶର୍ମା ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଛି। ଏହାପରେ ସେ କ୍ଷମା ଆବେଦନ କରିଛି। ଅନ୍ୟମାନେ ଏଭଳି କାଣ୍ଡ ଭିଆଇବା ପୂର୍ବରୁ ବିନୟ ଶର୍ମାକୁ ତା’ କୁକର୍ମ ପାଇଁ କଠୋର ଦଣ୍ଡ ଦେଇ ଉଦାହରଣ ସୃଷ୍ଟି କରିବାକୁ ପଡ଼ିବ। ତେଣୁ ତା’ର କ୍ଷମା ଆବେଦନକୁ ଖାରଜ କରାଯାଉ। କ୍ଷମା ଆବେଦନର କୌଣସି ଯର୍ଥାଥ ନାହିଁ। ତେଣୁ ଦିଲ୍ଲୀ ସରକାର ଏହାକୁ ଖାରଜ କରିବା ପାଇଁ ଦୃଢ଼ ପ୍ରସ୍ତାବ ଦେଉଛନ୍ତି।”

ସୂତ୍ର ଅନୁସାରେ, ଦିଲ୍ଲୀ ସରକାରଙ୍କ ପ୍ରସ୍ତାବ ସମୀକ୍ଷା କରିବା ପରେ ଉପରାଜ୍ୟପାଳ ବୈଜଲ ଏଥିରେ ନିଜର ମତାମତ ଉଲ୍ଲେଖ କରିବେ। ଏହାପରେ ଏହାର ବିଚାର ପାଇଁ ଫାଇଲକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟକୁ ପଠାଯିବ।

ଏହି ଘଟଣାରେ ମୃତ୍ୟୁଦଣ୍ଡ ପାଇଥିବା ଶର୍ମା ସମେତ ମୁକେଶ ଓ ପୱନ ଗୁପ୍ତା ତିହାର ଜେଲରେ ଅଛନ୍ତି। ଶର୍ମା କ୍ଷମା ଆବେଦନ କରିଥିଲେ ହେଁ ମୁକେଶ ଓ ପୱନ କୌଣସି ଆବେଦନ କରିନାହାନ୍ତି।

୨୦୧୨ ଡିସେମ୍ବର ୧୬-୧୭ ରାତିରେ ନିର୍ଭୟା ନାମକ ଜଣେ ପାରା ମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସରେ ୬ ଜଣ ଗଣଦୁଷ୍କର୍ମ ସହ ମରାଣନ୍ତକ ଆକ୍ରମଣ କରିଥିଲେ। ଏହାପରେ ତାଙ୍କୁ ଚଳନ୍ତା ବସରୁ ତଳକୁ ଫୋପାଡ଼ି ଦେଇଥିଲେ। ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ସେ ଡିସେମ୍ବର ୨୯ରେ ଆଖିବୁଜିଥିଲେ।

ଏହି ଘଟଣାରେ ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ଥିଲା। ତା’କୁ ୩ ବର୍ଷର ଦଣ୍ଡ ପରେ ଛାଡ଼ି ଦିଆଯାଇଛି। ସେହିପରି ରାମ ସିଂହ ନାମକ ଜଣେ ବ୍ୟକ୍ତି ତିହାର ଜେଲରେ ଆତ୍ମହତ୍ୟା କରିଥିଲେ।

ତଳ କୋର୍ଟ ଅନ୍ୟ ୪ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ବିରୋଧରେ ବିନୟ, ମୁକେଶ ଓ ପୱନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଅକ୍ଷୟ କୁମାର ସିଂହ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ୩ ଜଣଙ୍କ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story