ବିଜୁଳି ପରେ ପାଣି ବିଲ୍‌ ଛାଡ଼ ପାଇଁ ଦିଲ୍ଲୀ ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲ ଆଜି ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବାକୁ ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ୨୦୦ ୟୁନିଟି ଯାଏ ବିଜୁଳି ଜାଳିଲେ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବେ ଆଉ ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ସେ ଦିଲ୍ଲବାସୀଙ୍କୁ ବାକି ରହିଥିବା ପାଣି ବିଲ୍‌ରୁ ମୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି। ଅର୍ଥାତ ପାଣି ବିଲ୍‌ର ଅର୍ଥ ବକେୟା […]

rt

rt

Hemant Lenka
  • Published: Tuesday, 27 August 2019
  • Updated: 27 August 2019, 01:20 PM IST

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲ ଆଜି ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବାକୁ ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ୨୦୦ ୟୁନିଟି ଯାଏ ବିଜୁଳି ଜାଳିଲେ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବେ ଆଉ ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ସେ ଦିଲ୍ଲବାସୀଙ୍କୁ ବାକି ରହିଥିବା ପାଣି ବିଲ୍‌ରୁ ମୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି। ଅର୍ଥାତ ପାଣି ବିଲ୍‌ର ଅର୍ଥ ବକେୟା ରଖିଥିବା ଲୋକମାନେ ଏହାକୁ ଆଉ ପୈଠ କରିବେନାହିଁ। କିନ୍ତୁ ଯେଉଁମାନଙ୍କ ଘରେ ପାଣି ମିଟର ଲାଗିଥିବ, ସେହିମାନେ ହିଁ ଏହି ଯୋଜନାର ଲାଭ ଉଠାଇ ପାରିବେ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, “ବିଲ୍ ଅର୍ଥ ଛାଡ଼ କରିବା ଯୋଜନା ନଭେମ୍ବର ୩୦ ଯାଏ କାର୍ଯ୍ୟକାରୀ ହେବ। ୨୦୧୯ ମାର୍ଚ୍ଚ ୩୧ ଯାଏ ବାକି ପଡ଼ିଥିବା ବିଲ୍ ବାବଦ ଅର୍ଥକୁ ଛାଡ଼ କରାଯିବ। ବର୍ତ୍ତମାନ ୧୦.୫ ଲକ୍ଷ ଲୋକ ଇ, ଏଫ, ଜି,ଏଚ୍ ଶ୍ରେଣୀରେ ରହିଛନ୍ତି। ସେମାନେ ବାକି ରଖିଥିବା ପାଣି ବିଲ୍‌କୁ ଶତ ପ୍ରତିଶତ ଛାଡ଼ କରାଯିବ।

ସେହିପରି ଏ ଓ ବି ଶ୍ରେଣୀରେ ଥିବା ଲୋକଙ୍କ ପାଇଁ ୨୫% ବିଲ୍ ବାବଦ ଅର୍ଥ ଏବଂ ସି କ୍ୟାଟାଗୋରୀରେ ଥିବା ଉପଭୋକ୍ତଙ୍କୁ ୫୦% ଅର୍ଥର ରିହାତି ଦିଆଯିବ। ମୁଁ ଖୁବଶୀଘ୍ର ଏ ସମ୍ପର୍କରେ ଦିଲ୍ଲୀରେ ପାଣି ବ୍ୟବହାର କରୁଥିବା ଲୋକଙ୍କୁ ଚିଠି ଲେଖି ଅବଗତ କରାଇବି।

ଯେଉଁମାନେ ଏହାର ଫାଇଦା ନେବାକୁ ଚାହୁଁଛନ୍ତି, ସେମାନେ ନିଜ ଘରେ ପାଣି ମିଟର ଲଗାଇବା ଉଚିତ। ଏଥିସହ ସମସ୍ତ ସୂଚନା ଜଲ ବୋର୍ଡ ଠାରୁ ମଧ୍ୟ ଜାଣି ରଖନ୍ତୁ। ଏହି ନୂଆ ଯୋଜନା ଦ୍ୱାରା ଦିଲ୍ଲୀର ପ୍ରାୟ ୧୩ ଲକ୍ଷରୁ ଅଧିକ ଲୋକ ଫାଇଦା ପାଇବେ। ”

କେଜ୍ରିୱାଲ ଏହି ନୂଆ ଘୋଷଣା କରିବା ବେଳେ ଲୋକଙ୍କୁ ପାଣି ମିଟିର ଲଗାଇବାକୁ କହିଛନ୍ତି। ଏହାଦ୍ୱାରା ୬୦୦ କୋଟି ଟଙ୍କା ବଞ୍ଚି ପାରିବ ଏବଂ ଦେଶର ଅର୍ଥନୀତି ସୁଦୃଢ଼ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story