ଏପ୍ରିଲ ୪ ଯାଏ ହାଇକୋର୍ଟ ଓ ଜିଲ୍ଲା କୋର୍ଟ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଦିନକୁ ଦିନ ଭାରତ ଓ ଦିଲ୍ଲୀରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ କୋର୍ଟ କାର୍ଯ୍ୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଏପ୍ରିଲ ୩ ତାରିଖ ଯାଏ ଦିଲ୍ଲୀ ହାଇକୋର୍ଟ ସମେତ ଜିଲ୍ଲା କୋର୍ଟ ଗୁଡ଼ିକ ବନ୍ଦ ରହିବ। ତେବେ ଏହି ସମୟରେ ଯଦି କୌଣସି ଅତ୍ୟନ୍ତ ଜରୁରୀ ମାମଲାର ଶୁଣାଣି କରିବାର ସ୍ଥିତି ଉପୁଜିଲା, ତା’ହେଲେ ଆବେଦନକାରୀ […]

ddc

ddc

Hemant Lenka
  • Published: Monday, 23 March 2020
  • Updated: 23 March 2020, 04:51 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଦିନକୁ ଦିନ ଭାରତ ଓ ଦିଲ୍ଲୀରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ କୋର୍ଟ କାର୍ଯ୍ୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଏପ୍ରିଲ ୩ ତାରିଖ ଯାଏ ଦିଲ୍ଲୀ ହାଇକୋର୍ଟ ସମେତ ଜିଲ୍ଲା କୋର୍ଟ ଗୁଡ଼ିକ ବନ୍ଦ ରହିବ। ତେବେ ଏହି ସମୟରେ ଯଦି କୌଣସି ଅତ୍ୟନ୍ତ ଜରୁରୀ ମାମଲାର ଶୁଣାଣି କରିବାର ସ୍ଥିତି ଉପୁଜିଲା, ତା’ହେଲେ ଆବେଦନକାରୀ ରେଜିଷ୍ଟାର ଓ ଯୁଗ୍ମ ରେଜିଷ୍ଟାରଙ୍କୁ ଟେଲିଫୋନ ଦ୍ୱାରା ଯୋଗାଯୋଗ କରିବେ। ଏହାପରେ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story