ବାଥ୍‌ରୁମ୍‌ରୁ ବାହାର କରି ଅଭିଯୁକ୍ତଙ୍କୁ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚଲାଇଲା ପୋଲିସ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଏକ ଲଜ୍ୟାଜନକ ଘଟଣା ଘଟିଛି। ପୋଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିବା ପରେ ତାଙ୍କୁ ଉଲଗ୍ନ କରି ଥାନାକୁ ଆଣିଥିବା ଦେଖିବାକୁ ମିଳିଛି। ପଶ୍ଚିମ ଦିଲ୍ଲୀ ସ୍ଥିତ ଇନ୍ଦ୍ରପୁରୀ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ଏହି ଚିତ୍ର କଏଦ ହୋଇଛି। ଉକ୍ତ ବ୍ୟକ୍ତି ଜଣେ କୁଖ୍ୟାତ ଅପରାଧୀ ବୋଲି ପୋଲିସ ସଫେଇ ଦେଇଛି। ସୂଚନାଅନୁସାରେ, ମେ’୧୭ ତାରିଖ ଦିନ ପୋଲିସ୍‌ ବୀରେନ୍ଦ୍ର ନାମକ ଜଣେ କୁଖ୍ୟାତ ଅପରାଧୀକୁ ଧରିବାକୁ ଇନ୍ଦ୍ରପୁରୀ ଅଞ୍ଚଳକୁ ଯାଇଥିଲା। […]

police

police

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 09:29 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଏକ ଲଜ୍ୟାଜନକ ଘଟଣା ଘଟିଛି। ପୋଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିବା ପରେ ତାଙ୍କୁ ଉଲଗ୍ନ କରି ଥାନାକୁ ଆଣିଥିବା ଦେଖିବାକୁ ମିଳିଛି। ପଶ୍ଚିମ ଦିଲ୍ଲୀ ସ୍ଥିତ ଇନ୍ଦ୍ରପୁରୀ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ଏହି ଚିତ୍ର କଏଦ ହୋଇଛି। ଉକ୍ତ ବ୍ୟକ୍ତି ଜଣେ କୁଖ୍ୟାତ ଅପରାଧୀ ବୋଲି ପୋଲିସ ସଫେଇ ଦେଇଛି।

ସୂଚନାଅନୁସାରେ, ମେ’୧୭ ତାରିଖ ଦିନ ପୋଲିସ୍‌ ବୀରେନ୍ଦ୍ର ନାମକ ଜଣେ କୁଖ୍ୟାତ ଅପରାଧୀକୁ ଧରିବାକୁ ଇନ୍ଦ୍ରପୁରୀ ଅଞ୍ଚଳକୁ ଯାଇଥିଲା। ତେବେ ପୋଲିସକୁ ଦେଖିବା କ୍ଷଣି ବୀରେନ୍ଦ୍ର ବାଥ୍‌ରୁମ୍‌ରୁ ବାହାରି କାନ୍ଥ ଡେଇଁ ଯିବାକୁ ଉଦ୍ୟମ କରିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାପରେ ଯାହା ଘଟିଲା ନିଶ୍ଚିନ୍ତ ଭାବେ ଲଜ୍ୟାଜନକ ଥିଲା।

ପୋଲିସ ଅଭିଯୁକ୍ତକୁ ଗିରଫ କରି ଉଲଗ୍ନ ଅବସ୍ଥାରେ ଘରୁ ପ୍ରାୟ ୫୦୦ ମିଟର ଦୂର ଥାନା ପର୍ଯ୍ୟନ୍ତ ଚଲାଇ ଚଲାଇ ନେଇଥିଲା।

ବୀରେନ୍ଦ୍ରଙ୍କ ପରିବାର ଲୋକଙ୍କ କହିବାନୁସାରେ,“ବୀରେନ୍ଦ୍ରଙ୍କୁ ପୋଷାକ ପିନ୍ଧିବାକୁ ଦିଆଯାଉ ବୋଲି ବାରମ୍ୱାର ପୋଲିସକୁ କୁହାଯାଇଥିଲେ ମଧ୍ୟ ଆମ କଥା କେହି ଶୁଣି ନଥିଲେ। ନିବସ୍ତ୍ର ଅବସ୍ଥାରେ ମଝି ରାସ୍ତାରେ ବୀରେନ୍ଦ୍ରଙ୍କୁ ଥାନାକୁ ନିଆଯାଇଥିଲା।”

ଅଭିଯୁକ୍ତଙ୍କୁ ଥାନାକୁ ନେବା ସମୟରେ ରାସ୍ତା ଉପରେ ଶହଶହ ଲୋକ ଥିଲେ। ବୀରେନ୍ଦ୍ରଙ୍କ ପତ୍ନୀ ପୋଷାକ ଧରି ସେମାନଙ୍କ ପଛରେ ଦୌଡୁଥିବା ସିସିଟିଭି କ୍ୟାମେରା ଦେଖିବାକୁ ମିଳିଛି। ଏମିତିକି ବୀରେନ୍ଦ୍ରଙ୍କୁ ନେବା ସମୟରେ ମହିଳା ପୋଲିସ ମଧ୍ୟ ଉପସ୍ଥିତ ଥିଲେ।

ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ଗିରଫଦାରୀ ୱାରେଣ୍ଟି ଜାରି କରିଛନ୍ତି। ମେ’୧୭ର ଏହି ଘଟଣା ଘଟିଥିଲା। ହେଲେ ଏବେ ଏହା ଲୋକଲୋଚକୁ ଆସିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story