୩୭ଟି ସର୍ତ୍ତରେ ରାଜି ହେବାରୁ ଟ୍ରାକ୍ଟର ରାଲିକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ବିଶାଳ ଟ୍ରାକ୍ଟର ରାଲି କରିବାକୁ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀମାନେ ପୂରା ପ୍ରସ୍ତୁତ। ଆସନ୍ତାକାଲି ଟ୍ରାକ୍ଟରରେ ତ୍ରିରଙ୍ଗା ବାନ୍ଧି ଚାଷୀମାନେ ସିଂଘୁ, ଟିକରି ଓ ଗାଜିପୁର ବର୍ଡର ପଏଣ୍ଟରୁ ଟ୍ରାକ୍ଟର ରାଲି ଆରମ୍ଭ କରିବେ। ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୁଲିସ ପ୍ରଥମେ ଅନୁମତି ଦେଉ ନଥିଲା। ହେଲେ ଚାଷୀମାନେ ପୁଲିସ୍‌ର ୩୭ଟି ସର୍ତ୍ତରେ ରାଜି ହେବାରୁ ଆସନ୍ତାକାଲି ୩ଟି ରୁଟ୍‌ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିଛି। ପ୍ରଥମ ଦଫାରେ ସିଙ୍ଘୁ ସୀମାରୁ […]

dd

dd

Hemant Lenka
  • Published: Monday, 25 January 2021
  • Updated: 25 January 2021, 06:25 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ବିଶାଳ ଟ୍ରାକ୍ଟର ରାଲି କରିବାକୁ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀମାନେ ପୂରା ପ୍ରସ୍ତୁତ। ଆସନ୍ତାକାଲି ଟ୍ରାକ୍ଟରରେ ତ୍ରିରଙ୍ଗା ବାନ୍ଧି ଚାଷୀମାନେ ସିଂଘୁ, ଟିକରି ଓ ଗାଜିପୁର ବର୍ଡର ପଏଣ୍ଟରୁ ଟ୍ରାକ୍ଟର ରାଲି ଆରମ୍ଭ କରିବେ। ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୁଲିସ ପ୍ରଥମେ ଅନୁମତି ଦେଉ ନଥିଲା।

ହେଲେ ଚାଷୀମାନେ ପୁଲିସ୍‌ର ୩୭ଟି ସର୍ତ୍ତରେ ରାଜି ହେବାରୁ ଆସନ୍ତାକାଲି ୩ଟି ରୁଟ୍‌ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିଛି। ପ୍ରଥମ ଦଫାରେ ସିଙ୍ଘୁ ସୀମାରୁ ଟ୍ରାକ୍ଟର ରାଲି ଆରମ୍ଭ ହୋଇ ସଞ୍ଜୟ ଗାନ୍ଧି ଟ୍ରାନ୍ସପୋର୍ଟ ନଗରରୁ ଭୱାନା ଯାଏ ଯିବ। ସେହିପରି ଦ୍ୱିତୀୟ ଦଫାରେ ୬୨ କିମି ଟ୍ରାକ୍ଟର ରାଲି ଟିକରି ସୀମାରୁ ଆରମ୍ଭ ହୋଇ ନାଙ୍ଗଲୋଇ-ନଜାଫଗଡ଼ ଓ ଝାରୋଡ଼ା ଯାଏ ଯିବ। ଗାଜିପୁର ସୀମାରୁ ଆରମ୍ଭ ହେବାକୁ ଥିବା ଟ୍ରାକ୍ଟର ରାଲି ଅପସରା ସୀମା ଓ ହାପୁର ଯାଏ ଚାଲିବ। ସମସ୍ତ ଟ୍ରାକ୍ଟର ରାଲିର କଭରେଜ କୁଣ୍ଡଲି ମାନେସର ପାଲୱାଲ ଏକ୍ସପ୍ରେଦ ୱେରୁ କରାଯିବ।

ଟ୍ରାକ୍ଟର ରାଲି ବେଳେ ଚାଷୀମାନେ କୌଣସି ପ୍ରକାରର ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେବେ ନାହିଁ। ସେହିପରି କୌଣସି ସାଧାରଣ ସମ୍ପତ୍ତିକୁ ନଷ୍ଟ କରିବେ ନାହିଁ ବୋଲି ପୁଲିସ୍‌କୁ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ରାଲି ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଉପରେ ଏହି ବୈଠକରେ ଆଲୋଚନା ହୋଇଛି। ଏଥିରେ ଗୃହ ସଚିବ, ଦିଲ୍ଲୀ ପୁଲିସ୍‌ କମିଶନର, ଆଇବି ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story