୫ ଦିନ ହେଲାଣି ରାଜଧାନୀରେ ୧୦୦ରୁ ଅଧିକ ମୁଣ୍ଡ ନେଉଛି କରୋନା

ନୂଆଦିଲ୍ଲୀ: ଯେତେ ଯାହା କଲେ ମଧ୍ୟ ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ ବ୍ରେକ ଲାଗୁନାହିଁ। କ୍ରମାଗତ ୫ ଦିନ ପାଇଁ ଦିଲ୍ଲୀରେ ପ୍ରାଣଘାତୀ କରୋନା ଭାଇସର ୧୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି। ଗତ ୨୪ ଘଣ୍ଟାରେ କରୋନା ଯୋଗୁ ୧୦୯ ଜଣଙ୍କ ଜୀବନ ଯିବାରୁ ରାଜଧାନୀରେ ମୋଟ ମୃତ୍ୟୁସଂଖ୍ୟା ୮,୬୨୧କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ଆଉ ୬,୨୨୪ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ […]

ad

ad

Hemant Lenka
  • Published: Wednesday, 25 November 2020
  • Updated: 25 November 2020, 10:03 AM IST

Sports

Latest News

ନୂଆଦିଲ୍ଲୀ: ଯେତେ ଯାହା କଲେ ମଧ୍ୟ ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ ବ୍ରେକ ଲାଗୁନାହିଁ। କ୍ରମାଗତ ୫ ଦିନ ପାଇଁ ଦିଲ୍ଲୀରେ ପ୍ରାଣଘାତୀ କରୋନା ଭାଇସର ୧୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି। ଗତ ୨୪ ଘଣ୍ଟାରେ କରୋନା ଯୋଗୁ ୧୦୯ ଜଣଙ୍କ ଜୀବନ ଯିବାରୁ ରାଜଧାନୀରେ ମୋଟ ମୃତ୍ୟୁସଂଖ୍ୟା ୮,୬୨୧କୁ ବୃଦ୍ଧି ପାଇଛି।

ସେହିପରି ଗୋଟିଏ ଦିନରେ ଆଉ ୬,୨୨୪ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫,୪୦,୫୪୧ରେ ପହଞ୍ଚିଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ କରୋନାରୁ ୪,୯୯୩ ଜଣ ଲୋକ ସୁସ୍ଥ ହୋଇଛନ୍ତି। ଫଳରେ ଦିଲ୍ଲୀରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪,୯୩,୪୧୯ ହୋଇଯାଇଛି। ଦିଲ୍ଲୀ ଏବେ ୩୮,୫୦୧ ଆକ୍ଟିଭ କେସ ରହିଛି।

ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଦିଲ୍ଲୀରେ କରୋନାର ଆରଟି ପିସିଆର ଟେଷ୍ଟ ସଂଖ୍ୟା ୨୪ ହଜାର ଛୁଇଁଛି। ୨୪ ଘଣ୍ଟାରେ ୬୧,୩୮୧ଟି ନମୁନା ପରୀକ୍ଷା କରାଯାଇଥିଲା। ଏହା ମଧ୍ୟରୁ ୨୪ ହଜାର ନମୁନା ଆରଟି ପିସିଆର ଜରିଆରେ କରାଯାଇଥିବା ବେଳେ ୩୬,୭୭୯ଟି ନମୁନା ଆଣ୍ଟିଜେନ୍‌ କିଟ୍‌ ଦ୍ୱାରା କରାଯାଇଛି। ଦିଲ୍ଲୀରେ ପଜିଟିଭ ହାର ୧୦.୧୪%, ଆରୋଗ୍ୟ ହାର ୯୧.୨୮% ଓ ମୃତ୍ୟୁହାର ୧.୫୯% ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story