ଝିଅ ସହ ସମ୍ପର୍କ ରଖିବାରୁ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ: ଝିଅ ସହ ସମ୍ପର୍କ ରଖି କଥାବାର୍ତ୍ତା ହେବା ଜଣେ ୧୮ ବର୍ଷୀୟ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଏହି ଛାତ୍ର ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି। ହତ୍ୟାର ଶିକାର ହୋଇଥିବା ଛାତ୍ର ଜଣଙ୍କ ନାଁ ରାହୁଲ। ତାଙ୍କ ଘର ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର। ଆକ୍ରମଣର କିଛି ସମୟ ପୂର୍ବରୁ ସେ ଜଣେ ଝିଅଙ୍କ […]

m

m

Hemant Lenka
  • Published: Saturday, 10 October 2020
  • Updated: 10 October 2020, 05:01 PM IST

Sports

Latest News

ନୂଆଦିଲ୍ଲୀ: ଝିଅ ସହ ସମ୍ପର୍କ ରଖି କଥାବାର୍ତ୍ତା ହେବା ଜଣେ ୧୮ ବର୍ଷୀୟ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଏହି ଛାତ୍ର ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି। ହତ୍ୟାର ଶିକାର ହୋଇଥିବା ଛାତ୍ର ଜଣଙ୍କ ନାଁ ରାହୁଲ। ତାଙ୍କ ଘର ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର। ଆକ୍ରମଣର କିଛି ସମୟ ପୂର୍ବରୁ ସେ ଜଣେ ଝିଅଙ୍କ ସହ ରାସ୍ତାରେ କଥା ହେଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ତଦନ୍ତ ବେଳେ ଜଣାପଡ଼ିଛି ଯେ ଛାତ୍ର ଜଣଙ୍କ ଜାହାଙ୍ଗିରପୁରୀ ଅଞ୍ଚଳରେ ରହୁଥିଲେ। ସେ ଜଣେ ଝିଅ ସହ ବନ୍ଧୁତା କରିଥିଲେ। ହେଲେ ଏହାକୁ ଝିଅ ଘର ଲୋକ ବିରୋଧ କରୁଥିଲେ। ଏହାକୁ ନେଇ ଝିଅର ଭାଇ ଓ ପରିବାର ଲୋକ ରାହୁଲଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ପ୍ରବଳ ମାଡ଼ ମାରିବାରୁ ସେ ଗୁରୁତର ଆହତ ହୋଇଥିଲେ। ଏଥିପାଇଁ ତାଙ୍କର ମୃତ୍ୟୁ ଘଟିଛି।

କଳା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ରହିଥିବା ରାହୁଲ ଅନ୍ୟମାନଙ୍କୁ ଟ୍ୟୁସନ ମଧ୍ୟ କରନ୍ତି। ୮ରୁ ୧୦ ଜଣ ଲୋକ ତାଙ୍କୁ ଆକ୍ରମଣ କରିଛନ୍ତି। ରାସ୍ତାରେ ଥିବା ଲୋକମାନେ ରାହୁଲଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ହେଁ ଆକ୍ରମଣକାରୀ କିଛି ବି ଶୁଣି ନଥିଲେ ବୋଲି ଜଣାପଡ଼ିଛି।

ସିସିଟିଭି ଫୁଟେଜ ଅନୁଯାୟୀ, ଅକ୍ଟୋବର ୭ରେ ଝିଅଟି ସହ ରାସ୍ତାକୁ ବାହାରିଥିଲେ। ହେଲେ ରାସ୍ତାରେ ଯିବା ବେଳେ କିଛି ଲୋକ ତାଙ୍କୁ ଜୋରଦାର ଆକ୍ରମଣ କରିଥିଲେ। ଝିଅ ଓ ରାହୁଲ ଦୁଇଟି ଭିନ୍ନ ସଂପ୍ରଦାୟର ଲୋକ ଥିବାରୁ ତାଙ୍କ ସହ ଏଭଳି ଘଟିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story