ମିଳିଲା ଜୈଶ ଚିଠି, ଦିଲ୍ଲୀ ସମେତ ୩୦ ଏୟାରପୋର୍ଟରେ ହାଇଆଲର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିଶୋଧ ନେବାକୁ ଏବେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ପଣ କରିଛି। ଏଥିପାଇଁ ସଂଗଠନ ପକ୍ଷରୁ ଭାରତକୁ ଧମକ ଦିଆଯାଇଛି। ବିଶେଷ କରି ଦେଶର ବିଭିନ୍ନ ଏୟାରପୋର୍ଟରେ ହମ୍‌ଲା କରିବାକୁ ଜୈଶ ଯୋଜନା କରୁଥିବା ଜଣାପଡ଼ିଛି। ଏହି ତଥ୍ୟ ମିଳିବା ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ସହ  ଦେଶର ୩୦ଟି ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି।  ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଏକ ହିନ୍ଦୀ […]

aw

aw

Hemant Lenka
  • Published: Thursday, 03 October 2019
  • Updated: 03 October 2019, 03:51 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିଶୋଧ ନେବାକୁ ଏବେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ପଣ କରିଛି। ଏଥିପାଇଁ ସଂଗଠନ ପକ୍ଷରୁ ଭାରତକୁ ଧମକ ଦିଆଯାଇଛି। ବିଶେଷ କରି ଦେଶର ବିଭିନ୍ନ ଏୟାରପୋର୍ଟରେ ହମ୍‌ଲା କରିବାକୁ ଜୈଶ ଯୋଜନା କରୁଥିବା ଜଣାପଡ଼ିଛି।

ଏହି ତଥ୍ୟ ମିଳିବା ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ସହ  ଦେଶର ୩୦ଟି ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି।  ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଏକ ହିନ୍ଦୀ ଚିଠି ଠାବ କରିଛି। ଏହି ଚିଠିରେ ଜୈଶ ସଂଗଠନର ସଦସ୍ୟ ଶମସେର ୱାନି ଆକ୍ରମଣ ପାଇଁ ଧମକ ଦେଇଛି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିଶୋଧ ନିଆଯିବ। ଭାରତ ସରକାର ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିଛନ୍ତି। ଖାଲି ସେତିକି ନୁହେଁ, ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ ମଧ୍ୟ କରିଛନ୍ତି। ରାଜନେତା ଓ ପ୍ରସିଦ୍ଧ ସାମାଜିକ କର୍ମୀଙ୍କୁ ଗୃହବନ୍ଦୀ କରି ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହାର ପ୍ରତିଶୋଧ ନିଆଯିବ ବୋଲି ଜୈଶ ପକ୍ଷରୁ କୁହାଯାଇଛି। ଜୈଶ ଧମକ ପରେ ସିଆଇଏସ୍‌ଏଫ୍‌ ପକ୍ଷରୁ ଏୟାରପୋର୍ଟ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।

ଟର୍ମିନାଲରେ ସାଦାପୋଷାକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ପାର୍କିଂ ଠାରୁ ଆରମ୍ଭ କରି ରନ୍‌ୱେ ଏବଂ ୱେଟିଂ ରୁମ୍‌ ପର୍ଯ୍ୟନ୍ତ ସବୁ ସ୍ଥାନରେ ଡଗ ସ୍କ୍ୱାଡ୍‌ ଓ ବୋମା ନିଷ୍କ୍ରୟ ଟିମ୍‌କୁ ମୁତୟନ କରାଯାଇଛି। ଏୟାରପୋର୍ଟକୁ ପ୍ରବେଶ କରୁଥିବା ଏବଂ ବାହାରୁ ଥିବା ଗାଡ଼ିକ ଉପରେ ଅଧିକ ଦୃଷ୍ଟି ରଖିବା ପାଇଁ ଅତିରିକ୍ତ ବ୍ୟାରିକେଡ୍‌ ନିର୍ମାଣ ହୋଇଛି।

କେବଳ ଦିଲ୍ଲୀ ନୁହେଁ, ଦେଶର ସମସ୍ତ ସମ୍ବେଦନଶୀଳ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜୈଶ ପକ୍ଷରୁ ଦେଶର ୩୦ଟି ସହରରେ ଆକ୍ରମଣ ପାଇଁ ଧମକ ଦିଆଯାଇଛି। ତେଣୁ ବଡ଼ବଡ଼ ସହର ଗୁଡ଼ିକରେ ଥିବା ଏୟାରପୋର୍ଟରେ ହିଁ ସିଆଇଏସ୍‌ଏଫ୍‌ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story