ଔରାଙ୍ଗାବାଦ ପରେ ପୁଣେ ଓ ଅହମଦନଗରର ନାଁ ବଦଳାଇବାକୁ ଦାବି

ମୁମ୍ବାଇ: ମହାରାଷ୍ଟ୍ରର ଔରଙ୍ଗାବାଦର ନାଁକୁ ସମ୍ଭାଜିନଗର କରିବାକୁ ଉଦ୍ୟମ ଚାଲିଥିବା ବେଳେ ଏବେ ପୁଣେ ଓ ଅହମଦନଗରର ନାଁ ବଦଳାଇବାକୁ ଦାବି ଜୋର ଧରିଛି। ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ଔରଙ୍ଗାବାଦକୁ ସମ୍ଭାଜିନଗରରେ ବଦଳାଇବା ସପକ୍ଷରେ ଥିବା ବେଳେ ମେଣ୍ଟରେ ରହିଥିବା କଂଗ୍ରେସ ଏହାକୁ ବିରୋଧ କରିବ ବୋଲି କହିଛି। ଦୀର୍ଘ ବର୍ଷ ହେଲାଣି ଔରଙ୍ଗାବାଦକୁ ଶିବସେନା ଛତ୍ରପତି ସମ୍ଭାଜିନଗର ଶିବାଜୀ ନାଁରେ ନାମିତ କରିବାକୁ ଦାବି କରି ଆସୁଛି। ସମ୍ଭାଜି ବ୍ରିଗେଡ ନାମକ ଗୋଟିଏ ମରାଠା ଆଉଟଫିଟ […]

gh

gh

Hemant Lenka
  • Published: Tuesday, 05 January 2021
  • Updated: 05 January 2021, 09:21 PM IST

ମୁମ୍ବାଇ: ମହାରାଷ୍ଟ୍ରର ଔରଙ୍ଗାବାଦର ନାଁକୁ ସମ୍ଭାଜିନଗର କରିବାକୁ ଉଦ୍ୟମ ଚାଲିଥିବା ବେଳେ ଏବେ ପୁଣେ ଓ ଅହମଦନଗରର ନାଁ ବଦଳାଇବାକୁ ଦାବି ଜୋର ଧରିଛି। ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ଔରଙ୍ଗାବାଦକୁ ସମ୍ଭାଜିନଗରରେ ବଦଳାଇବା ସପକ୍ଷରେ ଥିବା ବେଳେ ମେଣ୍ଟରେ ରହିଥିବା କଂଗ୍ରେସ ଏହାକୁ ବିରୋଧ କରିବ ବୋଲି କହିଛି। ଦୀର୍ଘ ବର୍ଷ ହେଲାଣି ଔରଙ୍ଗାବାଦକୁ ଶିବସେନା ଛତ୍ରପତି ସମ୍ଭାଜିନଗର ଶିବାଜୀ ନାଁରେ ନାମିତ କରିବାକୁ ଦାବି କରି ଆସୁଛି।

ସମ୍ଭାଜି ବ୍ରିଗେଡ ନାମକ ଗୋଟିଏ ମରାଠା ଆଉଟଫିଟ ପୁଣେକୁ ଜିଜାନଗର ଭାବେ ନାମିତ କରିବାକୁ ଦାବି କରିଛି। ଏହି ଜିଜାନଗର ନାଁଟି ଛତ୍ରପତି ଶିବାଜୀ ମହାରାଜଙ୍କ ମା’ ଜିଜାବାଇଙ୍କ ଅନୁସାରେ କରିବାକୁ ସାମଭାଜି ବ୍ରିଗେଡ କହିଛି। ବ୍ରିଗେଡର ପ୍ରଶାନ୍ତ ଧୁମାଲ କହିଛନ୍ତି, ପୁଣେର ନାଁ ବଦଳାଇବା ଦାବି ନୂଆ ନୁହେଁ।

ଯେତେବେଳେ ମୁରାର ଜଗଦେବ ପୁଣେକୁ ଧ୍ୱଂସ କରି ଦେଇଥିଲେ ସେତେବେଳେ ଜିଜାଉ ହିଁ ଏହାକୁ ପୁଣିଥରେ ତିଆରି କରିଥିଲେ। ଶିବନେରି ଠାରୁ ରାଜଗଡ଼ ଯାଏ ଥିବା ପୁଣେ ପରଗାନା ଜିଜାବାଇ ହିଁ ପ୍ରତିଷ୍ଠା କରିଥିଲେ। ଏହି କାରଣ ପାଇଁ ଆମେ ୨୫ ବର୍ଷ ହେଲାଣି ପୁଣେର ନାଁ ବଦଳାଇବାକୁ ଦାବି କରୁଛୁ। ଏ ସମ୍ପର୍କ ଆମେ ସରକାରଙ୍କ ସହ ଏକାଧିକ ଥର ଆଲୋଚନା ମଧ୍ୟ କରିଛୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଶିବସେନାର ଶିରିଡ଼ି ସାଂସଦ ଅହମଦନଗରର ନାଁକୁ ଅମ୍ବିକାପୁର କରିବାକୁ ଦାବି କରିଛନ୍ତି। ଏହାକୁ ୧୪୯୦ ମସିହାରେ ଅହମଦ ନିଜାମ ଶାହ(୧) ପ୍ରତିଷ୍ଠା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story