୨୦୧୫ରେ ଅଙ୍କା ଯାଇଥିବା କୃଷ୍ଣଙ୍କ ଚିତ୍ର ବିରୋଧରେ ଇସ୍କନ୍‌ ଉଠାଇଲା ସ୍ୱର

ଗୌହାଟୀ: ହିନ୍ଦୁ ଧର୍ମର ଭଗବାନ କୃଷ୍ଣଙ୍କୁ ନେଇ ଅଙ୍କା ଯାଇଥିବା ଗୋଟିଏ ଚିତ୍ର କଳା ପୁଣିଥରେ ବିବାଦକୁ ଘେରକୁ ଆସିଛି। ଚିତ୍ରକଳାରେ ଭଗବାନ କୃଷ୍ଣ ଗୋଟିଏ ବାର ମଧ୍ୟରେ ରହିଛନ୍ତି ଓ ତାଙ୍କ ଚାରିପାଖରେ ଯୁବତୀମାନେ ବିକିନି ପିନ୍ଧି ଛିଡ଼ା ହୋଇଛନ୍ତି। ବିକିନି ପିନ୍ଧା ଯୁବତୀମାନେ କୃଷ୍ଣଙ୍କୁ କୁଣ୍ଢାଇ ଧରିବା ଦୃଶ୍ୟକୁ ଚିତ୍ରକଳା ଦ୍ୱାରା ପ୍ରଦର୍ଶନ କରାଯାଇଛି। ଏହାକୁ ଆସାମର ଆକ୍ରମ ହୁସେନ ନାମକ ଜଣେ ବ୍ୟକ୍ତି ତାଙ୍କ ତୁଳୀ ଦ୍ୱାରା ଆଙ୍କିଛନ୍ତି। ତେବେ ଏଭଳି ଚିତ୍ରକଳା […]

gf

gf

Hemant Lenka
  • Published: Monday, 17 August 2020
  • Updated: 17 August 2020, 03:53 PM IST

ଗୌହାଟୀ: ହିନ୍ଦୁ ଧର୍ମର ଭଗବାନ କୃଷ୍ଣଙ୍କୁ ନେଇ ଅଙ୍କା ଯାଇଥିବା ଗୋଟିଏ ଚିତ୍ର କଳା ପୁଣିଥରେ ବିବାଦକୁ ଘେରକୁ ଆସିଛି। ଚିତ୍ରକଳାରେ ଭଗବାନ କୃଷ୍ଣ ଗୋଟିଏ ବାର ମଧ୍ୟରେ ରହିଛନ୍ତି ଓ ତାଙ୍କ ଚାରିପାଖରେ ଯୁବତୀମାନେ ବିକିନି ପିନ୍ଧି ଛିଡ଼ା ହୋଇଛନ୍ତି। ବିକିନି ପିନ୍ଧା ଯୁବତୀମାନେ କୃଷ୍ଣଙ୍କୁ କୁଣ୍ଢାଇ ଧରିବା ଦୃଶ୍ୟକୁ ଚିତ୍ରକଳା ଦ୍ୱାରା ପ୍ରଦର୍ଶନ କରାଯାଇଛି।

ଏହାକୁ ଆସାମର ଆକ୍ରମ ହୁସେନ ନାମକ ଜଣେ ବ୍ୟକ୍ତି ତାଙ୍କ ତୁଳୀ ଦ୍ୱାରା ଆଙ୍କିଛନ୍ତି। ତେବେ ଏଭଳି ଚିତ୍ରକଳା ଦ୍ୱାରା ଭଗବାନ କୃଷ୍ଣଙ୍କ ଚରିତ୍ରକୁ ସଂହାର କରାଯାଇଥିବା ଅଭିଯୋଗ କରିଛି ଇସ୍କନ। ଇସ୍କନ ପକ୍ଷରୁ ଆକ୍ରମ ହୁସେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ପ୍ରକୃତରେ ଏହା ୨୦୧୫ରେ ଅଙ୍କା ଯାଇଥିଲା। ସୋଶାଲ ମିଡିଆରେ ପୁଣିଥରେ ଭାଇରାଲ ହେବାରୁ ଏହାକୁ ନେଇ ଇସ୍କନ ଆପତ୍ତି ଉଠାଇଛି। ଇସ୍କନ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ଆମେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ହିମନ୍ତ ବିଶ୍ୱଶର୍ମାଙ୍କୁ ଆକ୍ରମ ହୁସେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରୁଛୁ।

୨୦୧୫ରେ ଆକ୍ରମ ଏହି ଚିତ୍ର ଆଙ୍କିଥିଲେ। ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ହିନ୍ଦୁ ଧର୍ମାବଲମ୍ବୀମାନେ ଭଗବାନ କୃଷ୍ଣଙ୍କୁ ପୂଜା କରନ୍ତି। ହେଲେ ଭଗବାନ କୃଷ୍ଣଙ୍କୁ ବିକିନି ପିନ୍ଧା ଯୁବତୀମାନେ ଆଲିଙ୍ଗନ କରୁଥିବା ଫଟୋ, ତା’ ପୁଣି ବାର୍‌ ମଧ୍ୟରେ ରହିଥିବାରୁ ଏହାକୁ ଅନେକ ଘୋର ବିରୋଧ କରିଛନ୍ତି।

ଏହି ଘଟଣାକୁ ଲୋକମାନେ ବେଙ୍ଗାଲୁରୁ ହିଂସା ସହ ଯୋଡ଼ିଛନ୍ତି। ଯେଉଁଠାରେ ଜଣେ ବ୍ୟକ୍ତି ଫେସବୁକରେ ପ୍ରଫେଟ ମହମ୍ମଦଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିବାକୁ ନେଇ ବ୍ୟାପକ ପୋଡ଼ା ଜଳା ହୋଇଥିଲା। ପୁଲିସ୍‌ ଫେସବୁକରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଛି। ଏବେ ସମାନ ଆଇନ ଆକ୍ରମ ହୁସେନଙ୍କ ବିରୋଧରେ ଲାଗୁ କରିବାକୁ ଅନେକ ନିବେଦନ କରିଛନ୍ତି।

୨୦୧୫ ଏପ୍ରିଲ ମାସରେ ଏହି ଚିତ୍ର କଳା ପାଇଁ ହିନ୍ଦୁ ଜାଗରଣ ମଞ୍ଚ ଆକ୍ରମଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲା। ଏହାକୁ ନେଇ ସେତେବେଳେ ହିନ୍ଦୁ ସଂଗଠନ ପକ୍ଷରୁ ତୀବ୍ର ବିବାଦ ସୃଷ୍ଟି କରାଯାଇଥିଲା। ଏବେ ଇସ୍କନର କାର୍ଯ୍ୟାନୁଷ୍ଠାନ ଦାବି ପରେ ଆସାମର ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଆମେ ବହୁ ଦିନ ପୂର୍ବରୁ ଏହି ବିବାଦର ସମାଧାନ କରି ସାରିଛୁ। ଏବେ ଆସାମ ଆର୍ଟ ଗ୍ୟାଲେରିରେ ଏଭଳି କୌଣସି ଚିତ୍ରକଳା ନାହିଁ। ଏହାପରେ ସ୍ପଷ୍ଟୀକରଣ ପାଇଁ ଇସ୍କନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story