ଆଇସୋଲେସନରେ ଦୁଷ୍ୟନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଟିଏମସି ସାଂସଦ

ନୂଆଦିଲ୍ଲୀ: କନିକା କପୁର କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କ ପାର୍ଟିରେ ଯୋଗଦେଇଥିବା ଲୋକ ଓ ସେହି ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଏବେ ଭୟଭୀତ ହୋଇପଡ଼ିଛନ୍ତି। କନିକାଙ୍କ ପାର୍ଟିରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ଯୋଗଦେଇଥିଲେ। ଏହାପରେ ସେ ସଂସଦକୁ ମଧ୍ୟ ଯାଇଥିଲେ। ପାର୍ଟିରେ ସେ କନିକାଙ୍କ ସହ ମିଶିବା ସହ ହାତ ମିଳାଇଥିଲେ। ତେଣୁ ଦୁଷ୍ୟନ୍ତ ସଂସଦରେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ, ସେମାନେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି। […]

y

y

Hemant Lenka
  • Published: Friday, 20 March 2020
  • Updated: 20 March 2020, 05:49 PM IST

Sports

Latest News

ନୂଆଦିଲ୍ଲୀ: କନିକା କପୁର କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କ ପାର୍ଟିରେ ଯୋଗଦେଇଥିବା ଲୋକ ଓ ସେହି ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଏବେ ଭୟଭୀତ ହୋଇପଡ଼ିଛନ୍ତି।

କନିକାଙ୍କ ପାର୍ଟିରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ଯୋଗଦେଇଥିଲେ। ଏହାପରେ ସେ ସଂସଦକୁ ମଧ୍ୟ ଯାଇଥିଲେ। ପାର୍ଟିରେ ସେ କନିକାଙ୍କ ସହ ମିଶିବା ସହ ହାତ ମିଳାଇଥିଲେ। ତେଣୁ ଦୁଷ୍ୟନ୍ତ ସଂସଦରେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ, ସେମାନେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି। ସଂସଦରେ ଦୁଷ୍ୟନ୍ତ ତୃଣମୂଳକ କଂଗ୍ରେସ ଡେରେକ୍‌ ଓ’ବ୍ରାଏନଙ୍କ ସହ ମିଳାମିଶା କରିଥିଲେ।

କନିକା ଭାଇରସରେ ସଂକ୍ରମିତ ହେବା ଏବଂ ଦୁଷ୍ୟନ୍ତ ତାଙ୍କ ସହ ମିଶିଥିବାରୁ ଡେରେକ ମଧ୍ୟ କରୋନାରେ ଆକ୍ରାନ୍ତ ହେବାର ସନ୍ଦେହ କରିଛନ୍ତି। ଏହି କାରଣରୁ ସେ ଆଜିଠାରୁ ନିଜକୁ ସେଲଫ ଆଇସୋଲେସନ କରିନେଇଛନ୍ତି। ଅର୍ଥାତ ସେ ୧୪ ଦିନ ଯାଏ କାହା ସହ ମିଳାମିଶ କରିବେ ନାହିଁ କିମ୍ବା ତାଙ୍କୁ କେହି ବି ଭେଟି ପାରିବେ ନାହିଁ।

ଅବଶ୍ୟ ଦୁଷ୍ୟନ୍ତ ଓ ତାଙ୍କ ମା’ ବସୁନ୍ଧରା ରାଜେ କନିକାଙ୍କ ପାର୍ଟିରେ ଯୋଗଦେଇଥିଲେ ହେଁ ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିଛି। ତଥାପି ପ୍ରତିଷେଧମୂଳକ ଭାବେ ସେମାନେ ବି ନିଜକୁ ଆଇସୋଲେସନ କରିନେଇଛନ୍ତି।

ସେହିପରି କନିକାଙ୍କ ପାର୍ଟିକୁ ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂହ ମଧ୍ୟ ଯାଇଥିଲେ। ସେ ବି ଏବେ ଆଇସୋଲେସନରେ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story