ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: କରଣ ଜୋହରଙ୍କ ପାଖରେ ପହଞ୍ଚିଲା ପୁଲିସ୍‌

ମୁମ୍ବାଇ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ଖିଅ ଖୋଜିବା ପାଇଁ ମୁମ୍ବାଇ ପୁଲିସ୍‌ ଜୋରଦାର ପ୍ରୟାସ ଜାରି ରଖିଛି। ଗତକାଲି ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବୟାନ ରେକର୍ଡ କରିଥିବା ମୁମ୍ବାଇ ପୁଲିସ୍‌ ଆଜି କରଣ ଜୋହରଙ୍କ ପାଖରେ ପହଞ୍ଚିଛି। କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନର ସିଇଓ ଅପୂର୍ବ ମେହେତା ଆଜି ଅମ୍ବୋଲି ପୁଲିସ୍‌ ଷ୍ଟେସନରେ ପହଞ୍ଚି ଜେରାର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ପୁଲିସ୍‌ ଜେରା କରିବା ସହ ତାଙ୍କ ବୟାନ […]

dy

dy

Hemant Lenka
  • Published: Tuesday, 28 July 2020
  • Updated: 28 July 2020, 05:27 PM IST

ମୁମ୍ବାଇ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ଖିଅ ଖୋଜିବା ପାଇଁ ମୁମ୍ବାଇ ପୁଲିସ୍‌ ଜୋରଦାର ପ୍ରୟାସ ଜାରି ରଖିଛି। ଗତକାଲି ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବୟାନ ରେକର୍ଡ କରିଥିବା ମୁମ୍ବାଇ ପୁଲିସ୍‌ ଆଜି କରଣ ଜୋହରଙ୍କ ପାଖରେ ପହଞ୍ଚିଛି।

କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନର ସିଇଓ ଅପୂର୍ବ ମେହେତା ଆଜି ଅମ୍ବୋଲି ପୁଲିସ୍‌ ଷ୍ଟେସନରେ ପହଞ୍ଚି ଜେରାର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ପୁଲିସ୍‌ ଜେରା କରିବା ସହ ତାଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ଚଳିତ ସପ୍ତାହରେ କରଣ ଜୋହରଙ୍କୁ ମଧ୍ୟ ପୁଲିସ୍‌ ଜେରା ପାଇଁ ଡାକିବାର ଯଥେଷ୍ଟ ସମ୍ଭାବନା ରହିଛି।

ଆଜି ଅପୂର୍ବ ପୁଲିସ୍‌ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ବରିଷ୍ଠ ଅଧିକାରୀମାନେ ଜେରା ଆରମ୍ଭ କରିଥିଲେ। ସୁଶାନ୍ତଙ୍କ ସହ ଧର୍ମା ପ୍ରଡକ୍ସନ କେତେଟୋ ଫିଲ୍ମ ଚୁକ୍ତି କରିଥିଲା ଓ ସେଗୁଡ଼ିକ ପରବର୍ତ୍ତୀ ଅବସ୍ଥାରେ କ’ଣ ହେଲା ସେ ବିଷୟରେ ତାଙ୍କୁ ପୁଲିସ୍‌ ଜେରା କରିଛି। ଦୀର୍ଘ ଘଣ୍ଟା ଧରି ପୁଲିସ୍‌ ଅପୂର୍ବଙ୍କୁ ଜେରା କରିଥିବା ଜଣାପଡ଼ିଛି।

ଅପୂର୍ବ ଓ ମହେଶଙ୍କ ପୂର୍ବରୁ ପୁଲିସ୍‌ ସଞ୍ଜୟ ଲୀଲା ବଂଶାଲୀ, ଶେଖର କପୁର ଓ ଆଦିତ୍ୟ ଚୋପ୍ରାଙ୍କ ଭଳି ବରିଷ୍ଠ ଫିଲ୍ମ ନିର୍ମାତା ମାନଙ୍କର ବୟାନ ମଧ୍ୟ ରେକର୍ଡ କରିଛି। ଆଗକୁ ପୁଲିସ୍‌ କଙ୍ଗନା ରାଣାୱତଙ୍କୁ ମଧ୍ୟ ସମନ କରିବ।

ଜୁନ୍‌ ୧୪ରେ ସୁଶାନ୍ତ ସିଂହ ରାଜପୁତଙ୍କ ଝୁଲନ୍ତା ମୃତଦେହ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିଲେ ହେଁ ଏହା ପଛରେ ଷଡ଼ଯନ୍ତ୍ର ରହିଥିବା ଅନେକ ବ୍ୟକ୍ତିବିଶେଷ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story