ଏସବିଆଇ ଅଧ୍ୟକ୍ଷ ହେବେ ଦୀନେଶ ଖାରା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହେବେ ଦୀନେଶ ଖାରା। ଶ୍ରୀ ଖାରାଙ୍କୁ ଏସବିଆଇର ପରବର୍ତ୍ତୀ ଅଧ୍ୟକ୍ଷ କରିବାକୁ ଆଜି ବ୍ୟାଙ୍କସ ବୋର୍ଡ ବ୍ୟୁରୋ(ବିବିବି) ସୁପାରିସ କରିଛି। ବର୍ତ୍ତମାନ ଦୀନେଶ ଖାରା ଏସବିଆଇର ସିନିୟର ମୋଷ୍ଟ ଏମଡି ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ଖାରା ଏବେ ଏସବିଆଇ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ରଜନୀଶ କୁମାରଙ୍କ ସ୍ଥାନରେ କାର୍ଯ୍ୟ କରିବେ। ରଜନୀଶ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ଅକ୍ଟୋବର ୭ରେ ଶେଷ ହେବ। ଏସବିଆଇର […]

dv

dv

Hemant Lenka
  • Published: Friday, 28 August 2020
  • Updated: 28 August 2020, 09:03 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହେବେ ଦୀନେଶ ଖାରା। ଶ୍ରୀ ଖାରାଙ୍କୁ ଏସବିଆଇର ପରବର୍ତ୍ତୀ ଅଧ୍ୟକ୍ଷ କରିବାକୁ ଆଜି ବ୍ୟାଙ୍କସ ବୋର୍ଡ ବ୍ୟୁରୋ(ବିବିବି) ସୁପାରିସ କରିଛି।

ବର୍ତ୍ତମାନ ଦୀନେଶ ଖାରା ଏସବିଆଇର ସିନିୟର ମୋଷ୍ଟ ଏମଡି ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ଖାରା ଏବେ ଏସବିଆଇ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ରଜନୀଶ କୁମାରଙ୍କ ସ୍ଥାନରେ କାର୍ଯ୍ୟ କରିବେ। ରଜନୀଶ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ଅକ୍ଟୋବର ୭ରେ ଶେଷ ହେବ।

ଏସବିଆଇର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେଥିପାଇଁ ବିବିବି ପକ୍ଷରୁ ୪ ଜଣ ସିନିୟର ମୋଷ୍ଟ ଏମଡିଙ୍କ ସାକ୍ଷାତକାର ନେଇଥିଲା। ଏହି ସାକ୍ଷାତକାର ପରେ ରଜନୀଶ କୁମାରଙ୍କ ସ୍ଥାନ ନେବାକୁ ଶ୍ରୀ ଖାରା ହିଁ ଉପଯୁକ୍ତ ବ୍ୟକ୍ତି ବୋଲି ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story