ଏସବିଆଇ ଅଧ୍ୟକ୍ଷ ହେବେ ଦୀନେଶ ଖାରା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହେବେ ଦୀନେଶ ଖାରା। ଶ୍ରୀ ଖାରାଙ୍କୁ ଏସବିଆଇର ପରବର୍ତ୍ତୀ ଅଧ୍ୟକ୍ଷ କରିବାକୁ ଆଜି ବ୍ୟାଙ୍କସ ବୋର୍ଡ ବ୍ୟୁରୋ(ବିବିବି) ସୁପାରିସ କରିଛି।

ବର୍ତ୍ତମାନ ଦୀନେଶ ଖାରା ଏସବିଆଇର ସିନିୟର ମୋଷ୍ଟ ଏମଡି ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ଖାରା ଏବେ ଏସବିଆଇ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ରଜନୀଶ କୁମାରଙ୍କ ସ୍ଥାନରେ କାର୍ଯ୍ୟ କରିବେ। ରଜନୀଶ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ଅକ୍ଟୋବର ୭ରେ ଶେଷ ହେବ।

ଏସବିଆଇର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେଥିପାଇଁ ବିବିବି ପକ୍ଷରୁ ୪ ଜଣ ସିନିୟର ମୋଷ୍ଟ ଏମଡିଙ୍କ ସାକ୍ଷାତକାର ନେଇଥିଲା। ଏହି ସାକ୍ଷାତକାର ପରେ ରଜନୀଶ କୁମାରଙ୍କ ସ୍ଥାନ ନେବାକୁ ଶ୍ରୀ ଖାରା ହିଁ ଉପଯୁକ୍ତ ବ୍ୟକ୍ତି ବୋଲି ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ

ସଞ୍ଜୟ ରାଉତ-ଫଡନାଭିସ ଆଲୋଚନାର ଇଫେକ୍ଟ: ଉଦ୍ଧବ ଓ ଶରଦ ପାୱାରଙ୍କ ରୁଦ୍ଧଦ୍ୱାର ବୈଠକ

କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା: ୧୬ ମୃତ

ନାବାଳିକା ଭଉଣୀକୁ ୮ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭାଇ, ଆଉ ମା’…

ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପାଲଟିଛି ବେଙ୍ଗାଲୁରୁ: ବିଜେପି ସାଂସଦ

ପାୟଲଙ୍କ ଚେତାବନୀ: ଅନୁରାଗଙ୍କୁ ଗିରଫ ନ କଲେ…

ଦୁବାଇ ଓ ବ୍ରିଟେନରୁ ଆସିଥିବା ଲୋକଙ୍କ ପାଇଁ ଭାରତରେ ବଢ଼ିଥିଲା କରୋନା!

ନୀତୀଶ କୁମାରଙ୍କ ଦଳରେ ମିଶିଲେ ଗୁପ୍ତେଶ୍ୱର ପାଣ୍ଡେ

ଚୋରା ଚାଲାଣର ପର୍ଦ୍ଦାଫାସ: ୩ କୋଟି ଟଙ୍କାର ହାତ ଘଣ୍ଟା ଜବତ

ରବି କିଶନଙ୍କୁ ମିଳୁଛି ହତ୍ୟା ଧମକ!

ଉମା ଭାରତୀ କରୋନାରେ ଆକ୍ରାନ୍ତ

ଦିନକରେ ୮୮,୬୦୦ ଆକ୍ରାନ୍ତ, ୯୨ ହଜାର ସୁସ୍ଥ

ଆଜି ନୀତୀଶ କୁମାରଙ୍କ ଦଳରେ ସାମିଲ ହେବେ ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ