ଅବୁ ସାଲେମ ନାଁରେ ଫିଲ୍ମ ନିର୍ମାତାଙ୍କୁ ୩୫ କୋଟିର ବଟି ଦେବାକୁ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ ଫିଲ୍କ ନିର୍ମାତା ମହେଶ ମଞ୍ଜରେକରଙ୍କୁ ଗ୍ୟାଙ୍ଗଷ୍ଟାରମାନେ ବଟି ଦେବାକୁ ଧମକ ଦେଇଛନ୍ତି। ତାଙ୍କୁ ଗ୍ୟାଙ୍ଗଷ୍ଟର ଅବୁ ସାଲେମ ନାଁରେ ୩୫ କୋଟି ଟଙ୍କା ବଟି ଦେବାକୁ ମେସେଜ ଯୋଗେ କୁହାଯାଇଛି। ଏ ସଂକ୍ରାନ୍ତରେ ମହେଶ ନିଜେ ମୁମ୍ବାଇ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ମହେଶ ଦୁଇ ଦିନ ତଳେ ଦାଦ୍ରା ପୁଲିସ୍‌ ଷ୍ଟେସନରେ ଏନେଇ ଅଭିଯୋଗ ଦାଖଲ କରିଥିଲେ। ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ଅବୁ ସାଲେମ ଗ୍ୟାଙ୍ଗର ନାଁ […]

n

n

Hemant Lenka
  • Published: Thursday, 27 August 2020
  • Updated: 27 August 2020, 05:27 PM IST

Sports

Latest News

ମୁମ୍ବାଇ: ବଲିଉଡ ଫିଲ୍କ ନିର୍ମାତା ମହେଶ ମଞ୍ଜରେକରଙ୍କୁ ଗ୍ୟାଙ୍ଗଷ୍ଟାରମାନେ ବଟି ଦେବାକୁ ଧମକ ଦେଇଛନ୍ତି। ତାଙ୍କୁ ଗ୍ୟାଙ୍ଗଷ୍ଟର ଅବୁ ସାଲେମ ନାଁରେ ୩୫ କୋଟି ଟଙ୍କା ବଟି ଦେବାକୁ ମେସେଜ ଯୋଗେ କୁହାଯାଇଛି। ଏ ସଂକ୍ରାନ୍ତରେ ମହେଶ ନିଜେ ମୁମ୍ବାଇ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ମହେଶ ଦୁଇ ଦିନ ତଳେ ଦାଦ୍ରା ପୁଲିସ୍‌ ଷ୍ଟେସନରେ ଏନେଇ ଅଭିଯୋଗ ଦାଖଲ କରିଥିଲେ। ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ଅବୁ ସାଲେମ ଗ୍ୟାଙ୍ଗର ନାଁ ନେଇ ଜଣେ ଦୁର୍ବୃତ୍ତ ତାଙ୍କ ଫୋନକୁ ମେସେଜ କରିଥିଲା। ଏଥିରେ ୩୫ କୋଟି ଟଙ୍କା ଦେବାକୁ ଧମକ ମଧ୍ୟ ମିଳିଛି। ଏବେ ପୁଲିସ୍‌ ତାଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos