ସାମ୍ନାକୁ ଆସିଲା ଦିଶାଙ୍କ ଶେଷ ଭିଡିଓ, ଶୁଟିଂର କିଛି ଘଣ୍ଟା ପରେ ମିଳିଥିଲା ମୃତଦେହ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଶେଷ ଭିଡିଓ ସାମ୍ନାକୁ ଆସିଛି। ସେ ଜୁନ୍‌ ୯ରେ ମୁମ୍ବାଇର ମାଲଦା ସ୍ଥିତ ୧୪ ମହଲା ଉଚ୍ଚ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଜୁନ୍‌ ୮ରେ ସନ୍ଧ୍ୟାରେ ସେ ସାଙ୍ଗମାନଙ୍କ ସହ ପାର୍ଟି କରୁଥିବା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟିକୁ ନିଜେ ଦିଶା ଶୁଟିଂ କରିଥିଲେ। ଏଥିରେ ତାଙ୍କ ଭାବୀ ସ୍ୱାମୀ ରୋହନ ରୟ ଓ ଆଉ କିଛି ହାତ […]

fu

fu

Hemant Lenka
  • Published: Saturday, 08 August 2020
  • Updated: 08 August 2020, 06:21 PM IST

Sports

Latest News

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଶେଷ ଭିଡିଓ ସାମ୍ନାକୁ ଆସିଛି। ସେ ଜୁନ୍‌ ୯ରେ ମୁମ୍ବାଇର ମାଲଦା ସ୍ଥିତ ୧୪ ମହଲା ଉଚ୍ଚ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଜୁନ୍‌ ୮ରେ ସନ୍ଧ୍ୟାରେ ସେ ସାଙ୍ଗମାନଙ୍କ ସହ ପାର୍ଟି କରୁଥିବା ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓଟିକୁ ନିଜେ ଦିଶା ଶୁଟିଂ କରିଥିଲେ। ଏଥିରେ ତାଙ୍କ ଭାବୀ ସ୍ୱାମୀ ରୋହନ ରୟ ଓ ଆଉ କିଛି ହାତ ଗଣତି ବନ୍ଧୁ ରହିଥିଲେ। ସମସ୍ତେ ବେଶ ଖୁସିରେ ନାଚୁଥିବା ଦୃଶ୍ୟ ଏଥିରେ ରହିଛି। ମାଲଦାରେ ନୂଆ ଫ୍ଲାଟ କିଣିବା ପରେ ସେଠାରେ ସମସ୍ତେ ପାର୍ଟି କରୁଥିଲେ। ତେବେ ଏହାର କିଛି ଘଣ୍ଟା ପରେ ଅର୍ଥାତ ଜୁନ ୯ ଭୋର ସମୟରେ ଉକ୍ତ ଫ୍ଲାଟରୁ ହିଁ ଦିଶା ତଳକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଇଥିଲା।

ତେବେ ସୁଶାନ୍ତ ସିଂହ ରାଜପୁତ ଜୁନ୍‌ ୧୪ରେ ଆତ୍ମହତ୍ୟା କରିବା ପରେ ଉଭୟ ଘଟଣାକୁ ଲିଙ୍କ କରାଯାଉଛି। ଏପରି କି ଦିଶାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମଧ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। କିନ୍ତୁ ଦିଶାଙ୍କ ପରିବାର ଲୋକ ଦୁଷ୍କର୍ମ ଘଟଣାକୁ ଖଣ୍ଡନ କରିବା ସହ ଏପରି ଖବର ପ୍ରସାରଣ ନ କରିବାକୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story