୪ ବର୍ଷୀୟ ଅସହାୟ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା, ଡିଜେ ଗିରଫ

ଭୋପାଲ: ଘର ଦ୍ୱାର ନଥିବା ଜଣେ ୪ ବର୍ଷୀୟ ଶିଶୁକନ୍ୟାର ଅସହାୟତାର ଫାଇଦା ଉଠାଇ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଭଳି କାଣ୍ଡ ଭିଆଇଛି ଜଣେ ଡିଜେ। ମଧ୍ୟପ୍ରଦେଶର ମହୱଠାରେ ଘଟିଥିବା ଏହି ଘଟଣାରେ ପୁଲିସ୍‌ ସଂପୃକ୍ତ ଡିଜେକୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ, ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ୫୦ଟି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଡିଜେଙ୍କ କୁକର୍ମ ସମ୍ପର୍କରେ ତଥ୍ୟ ହାସଲ କରିପାରି ଥିଲା। ଡିଜେ ବିବାହିତ ହୋଇଥିବା ବେଳେ […]

xq

xq

Hemant Lenka
  • Published: Thursday, 05 December 2019
  • Updated: 05 December 2019, 01:59 PM IST

Sports

Latest News

ଭୋପାଲ: ଘର ଦ୍ୱାର ନଥିବା ଜଣେ ୪ ବର୍ଷୀୟ ଶିଶୁକନ୍ୟାର ଅସହାୟତାର ଫାଇଦା ଉଠାଇ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଭଳି କାଣ୍ଡ ଭିଆଇଛି ଜଣେ ଡିଜେ। ମଧ୍ୟପ୍ରଦେଶର ମହୱଠାରେ ଘଟିଥିବା ଏହି ଘଟଣାରେ ପୁଲିସ୍‌ ସଂପୃକ୍ତ ଡିଜେକୁ ଗିରଫ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ, ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ୫୦ଟି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଡିଜେଙ୍କ କୁକର୍ମ ସମ୍ପର୍କରେ ତଥ୍ୟ ହାସଲ କରିପାରି ଥିଲା। ଡିଜେ ବିବାହିତ ହୋଇଥିବା ବେଳେ ତାଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି।

ପୁଲିସ୍‌ର କହିଛି, ଆମେ ସିସିଟିଭିରୁ ହିଁ ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ପାଇଛି। ଅଭିଯୁକ୍ତ ଜଣଙ୍କ ପ୍ରଥମେ ଶ୍ରମିକ ଭାବେ କାମ କରୁଥିବା ଓ ଖୋଲା ଆକାଶ ତଳେ ରାତି କାଟୁଥିବା ଶିଶୁଟିର ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା।

ଏହି ସମୟରେ ଶିଶୁକନ୍ୟାଟି ତାଙ୍କ ବାପାମା’ଙ୍କ ସହ ଶୋଇଥିଲେ। ରାତି ପ୍ରାୟ ୨.୧୫ ମିନିଟ୍‌ରେ ଅଭିଯୁକ୍ତ ଜଣଙ୍କ ରାସ୍ତାରେ ବୁଲୁଥିବାରୁ କୁକୁରମାନେ ମଧ୍ୟ ତା’କୁ ଭୋକିଥିଲେ। ହେଲେ ସେ ସେମାନଙ୍କୁ ପଥର ମାରି ବିଦା କରିଦେଇଥିଲା।

ଏହାପରେ ସେ ବାପାମା’ଙ୍କ ପାଖରେ ଶୋଇଥିବା ୪ ବର୍ଷର ଶିଶୁ କନ୍ୟାକୁ ଅପହରଣ କରିବା ସହ ନିକଟସ୍ଥ ଏକ ପରିତ୍ୟକ୍ତ କୋଠାରେ ଦୁଷ୍କର୍ମ କରିଥିଲା। ଶିଶୁଟି କାନ୍ଦିବାରୁ ସେ ତା’ର ତଣ୍ଟି ଚିପି ହତ୍ୟା କରିଥିଲା। ଏହାର ୧୦ ମିନିଟ୍‌ ପରେ ଅଭିଯୁକ୍ତ ଜଣଙ୍କ ଦୌଡ଼ିବା ଆରମ୍ଭ କରିଥିଲା। ସିସିଟିଭିକୁ ବିସ୍ତୃତ ଭାବେ ତର୍ଜମା କରିବା ପରେ ଅଭିଯୁକ୍ତ ଜଣଙ୍କ ଚିହ୍ନଟ ହୋଇଥିଲା ଏବଂ ଆମେ ତାକୁ ଗିରଫ କରିଛୁ ବୋଲି ପୁଲିସ୍‌ କହିଛି।

ଅନ୍ୟପକ୍ଷରେ ବାହାଘରରେ ମ୍ୟୁଜିକ ବଜାଉଥିବା ଏହି ବ୍ୟକ୍ତି ଜଣଙ୍କ ଗତବର୍ଷ ଏକ ରେଳ ଷ୍ଟେସନ ନିକଟରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ମଧ୍ୟ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ହେଲେ କୌଣସି ପୁଲିସ୍‌ ଅଭିଯୋଗ ନ ହେବାରୁ ସେ ଖସି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story