ଗେହଲଟଙ୍କୁ ରାଜ୍ୟପାଳଙ୍କ ପ୍ରଶ୍ନ: କ’ଣ ଆପଣ ଆସ୍ଥା ଭୋଟ ଚାହୁଁଛନ୍ତି?

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିକ ଡ୍ରାମାରେ ପ୍ରତିଦିନ ନୂଆ ନୂଆ ଟ୍ୱିଷ୍ଟ ଆସିବାରେ ଲାଗିଛି। ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କ ପାଖକୁ ପଠାଇଥିବା ସଂଶୋଧିତ ପ୍ରସ୍ତାବ ପୁଣି ଖାରଜ ହୋଇଯାଇଛି। ଏଥିସହ ରାଜ୍ୟପାଳ ଦୁଇଟି ପ୍ରଶ୍ନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ପଚାରିଛନ୍ତି। ସେ କହିଛନ୍ତି ଯେ କ’ଣ ବିଧାନସଭା ଅଧିବେଶନ ଡକାଯିବା ମାତ୍ରେ ଆପଣ ଆସ୍ଥା ଭୋଟ ପାଇଁ ପ୍ରସ୍ତାବ ଆଣିବେ କି? ଆପଣ ଅଧିବେଶନ ଡାକିବାକୁ କହୁଥିଲେ ହେଁ ଆସ୍ଥା ଭୋଟ […]

ea

ea

Hemant Lenka
  • Published: Monday, 27 July 2020
  • Updated: 27 July 2020, 01:33 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିକ ଡ୍ରାମାରେ ପ୍ରତିଦିନ ନୂଆ ନୂଆ ଟ୍ୱିଷ୍ଟ ଆସିବାରେ ଲାଗିଛି। ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କ ପାଖକୁ ପଠାଇଥିବା ସଂଶୋଧିତ ପ୍ରସ୍ତାବ ପୁଣି ଖାରଜ ହୋଇଯାଇଛି।

ଏଥିସହ ରାଜ୍ୟପାଳ ଦୁଇଟି ପ୍ରଶ୍ନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ପଚାରିଛନ୍ତି। ସେ କହିଛନ୍ତି ଯେ କ’ଣ ବିଧାନସଭା ଅଧିବେଶନ ଡକାଯିବା ମାତ୍ରେ ଆପଣ ଆସ୍ଥା ଭୋଟ ପାଇଁ ପ୍ରସ୍ତାବ ଆଣିବେ କି? ଆପଣ ଅଧିବେଶନ ଡାକିବାକୁ କହୁଥିଲେ ହେଁ ଆସ୍ଥା ଭୋଟ କଥା ଏଥିରେ ଉଲ୍ଲେଖ କରିନାହାନ୍ତି। ହେଲେ ଆପଣ ସର୍ବସାଧାରଣରେ ଆସ୍ଥା ଭୋଟ ଆଣିବେ ବୋଲି କହୁଛନ୍ତି।

ଦ୍ୱିତୀୟ ପ୍ରଶ୍ନରେ ରାଜ୍ୟପାଳ ପଚାରିଛନ୍ତି ଯେ ମହାମାରୀ ମଧ୍ୟରେ ଏତେ କମ ସମୟରେ ସମସ୍ତ ବିଧାୟକଙ୍କୁ ଏକାଠି ଡାକିବା ବେଶ କଷ୍ଟକର। କ’ଣ ଆପଣ ବିଧାୟକମାନଙ୍କୁ ୨୧ ଦିନର ନୋଟିସ୍‌ ପଠାଇ ଡାକିବେ କି? ଶୁକ୍ରବାର ରାଜ୍ୟପାଳ ମିଶ୍ର ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିଧାନସଭା ଡାକିବା ପ୍ରସ୍ତାବକୁ ଖାରଜ କରି ୬ଟି ପ୍ରଶ୍ନ କରିଥିଲେ। ଏବେ ସେ ଆଉ ଦୁଇଟି ପ୍ରଶ୍ନ କରିଛନ୍ତି।
ଏ ସମ୍ପର୍କରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ କିଛି ବି କୁହାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story