ସେଟଅପ ବକ୍ସ ରିଚାର୍ଜ କରିବା ନାଁରେ ଘରକୁ ଆସିଲା, ମହିଳା ଡାକ୍ତରଙ୍କୁ ହତ୍ୟାକଲା

ଆଗ୍ରା: ବଲିଉଡ୍‌ ଫିଲ୍ମ ଷ୍ଟାଇଲ୍‌ରେ ୩୮ ବର୍ଷୀୟ ମହିଳା ଡାକ୍ତରଙ୍କୁ ଜଣେ ଯୁବକ ଘରେ ପଶି ହତ୍ୟା କରିଛି। ଯୁବକ ଜଣଙ୍କ ସେଟ ଅପ ବକ୍ସ ରିଚାର୍ଜ କରିବା ବାହାନାରେ ମହିଳା ଡାକ୍ତରଙ୍କ ଘରେ ପ୍ରବେଶ କରିଥିଲା। ତେବେ ସେ ରିଚାର୍ଜ ବଦଳରେ ମହିଳା ଡାକ୍ତରଙ୍କୁ ହତ୍ୟା କରିଛି। ହତ୍ୟାକାଣ୍ଡ ବେଳେ ଡାକ୍ତରଙ୍କ ପିଲାମାନେ ଅନ୍ୟ ରୁମ୍‌ରେ ରହିଥିଲେ। ସେମାନଙ୍କୁ ବି ଯୁବକ ଜଣଙ୍କ ଆକ୍ରମଣ କରିଥିଲା। ଉତ୍ତର ପ୍ରଦେଶର ଆଗ୍ରା ଠାରେ ଘଟିଥିବା ଏହି ଘଟଣା […]

f

f

Hemant Lenka
  • Published: Saturday, 21 November 2020
  • Updated: 21 November 2020, 04:17 PM IST

Sports

Latest News

ଆଗ୍ରା: ବଲିଉଡ୍‌ ଫିଲ୍ମ ଷ୍ଟାଇଲ୍‌ରେ ୩୮ ବର୍ଷୀୟ ମହିଳା ଡାକ୍ତରଙ୍କୁ ଜଣେ ଯୁବକ ଘରେ ପଶି ହତ୍ୟା କରିଛି। ଯୁବକ ଜଣଙ୍କ ସେଟ ଅପ ବକ୍ସ ରିଚାର୍ଜ କରିବା ବାହାନାରେ ମହିଳା ଡାକ୍ତରଙ୍କ ଘରେ ପ୍ରବେଶ କରିଥିଲା। ତେବେ ସେ ରିଚାର୍ଜ ବଦଳରେ ମହିଳା ଡାକ୍ତରଙ୍କୁ ହତ୍ୟା କରିଛି।

ହତ୍ୟାକାଣ୍ଡ ବେଳେ ଡାକ୍ତରଙ୍କ ପିଲାମାନେ ଅନ୍ୟ ରୁମ୍‌ରେ ରହିଥିଲେ। ସେମାନଙ୍କୁ ବି ଯୁବକ ଜଣଙ୍କ ଆକ୍ରମଣ କରିଥିଲା। ଉତ୍ତର ପ୍ରଦେଶର ଆଗ୍ରା ଠାରେ ଘଟିଥିବା ଏହି ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତର ଜଣଙ୍କ ହେଉଛନ୍ତି ନିଶା ସିଙ୍ଘଲ। ଯୁବକ ଜଣଙ୍କ ତାଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରିଛି। ପ୍ରଥମେ ଯୁବକ ଜଣଙ୍କ ତାଙ୍କ ମୁଣ୍ଡକୁ ଆଘାତ କରିବା ପରେ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ଗୋଟିଏ ଛୁରୀ ଦ୍ୱାରା ସେ ନିଶାଙ୍କ ଗଳା କାଟି ଦେଇଥିଲା।

ନିଶାଙ୍କୁ ହତ୍ୟା କରିବା ବେଳେ ତାଙ୍କର ୮ ବର୍ଷୀୟ ଝିଅ ଓ ୪ ବର୍ଷୀୟ ପୁଅ ଅନ୍ୟ ରୁମରେ ରହିଥିଲେ। ପିଲାମାନଙ୍କୁ ମଧ୍ୟ ଯୁବକ ଜଣଙ୍କ ଆକ୍ରମଣ କରିଥିଲା। ହେଲେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣା ବେଳେ ଡାକ୍ତର ନିଶାଙ୍କ ସ୍ୱାମୀ ଅଜୟ ସିଙ୍ଘଲ ନିଜ ଡ୍ୟୁଟିରେ ଥିଲେ।

ସେ ପେଶାରେ ଜଣେ ସର୍ଜନ। ଖବର ପାଇ ସେ ତୁରନ୍ତ ଘରେ ପହଞ୍ଚି ନିଶାଙ୍କୁ ହସ୍ପିଟାଲ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ସିସିଟିଭି ଆଧାରରେ ହତ୍ୟାକାଣ୍ଡ ଘଟାଇଥିବା ଶୁଭମ ପାଠକକୁ ଚିହ୍ନଟ କରି ଗିରଫ କରିଛି। ତାକୁ ଗିରଫ କରାଯିବା ବେଳେ ଏନକାଉଣ୍ଟର ଘଟିଥିବା ମଧ୍ୟ ପୁଲିସ୍‌ କହିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଶୁଭମ ଲୁଟ୍‌ ଉଦ୍ଦେଶ୍ୟରେ ଟିଭି ଟେକ୍ନିସିଆନ୍‌ ରୂପ ନେଇ ଡାକ୍ତର ନିଶାଙ୍କ ଘରକୁ ଯାଇଥିଲା। ସେ ହତ୍ୟା କରିବା ପରେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ସେଠାରେ ରହିଥିଲା ଓ ତାଙ୍କର ଦୁଇ ପିଲାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ହେଲେ ସେମାନେ କୌଶଳକ୍ରମେ ଶୁଭମର ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story