ବାତ୍ୟା ନିଭାର୍‌ ଯୋଗୁ ଫୁସଫୁସ ପ୍ରତିରୋପଣ ଆଶା ମଉଳିଳା, ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ

ଭୋପାଲ: ବାତ୍ୟା ନିଭାର୍‌ ଯୋଗୁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ଯୁବ ଡାକ୍ତର ଶେଷରେ ପ୍ରାଣ ହରାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ୩୦ ବର୍ଷୀୟ ଡାକ୍ତର ଶୁଭମ ଉପାଧ୍ୟାୟ ଦୀର୍ଘ ଗୋଟିଏ ମାସ ହେଲା ମଧ୍ୟପ୍ରଦେଶରେ ଚିକିତ୍ସିତ ହେଉଥିଲେ। କରୋନା ଯୋଗୁ ତାଙ୍କୁ ଫୁସଫୁସ ନଷ୍ଟ ହୋଇ ଯାଇଥିଲା। ଆଶା କରାଯାଉଥିଲା ଚେନ୍ନାଇରେ ତାଙ୍କର ଫୁସଫୁସ ପ୍ରତିରୋପଣ କରାଯାଇ ପାରିବ। ହେଲେ ବାତ୍ୟା ନିଭାର ଚେନ୍ନାଇରେ ପ୍ରବଳ ତାଣ୍ଡବ ରଚିବାରୁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି। ଫଳରେ […]

da

da

Hemant Lenka
  • Published: Thursday, 26 November 2020
  • Updated: 26 November 2020, 11:38 AM IST

ଭୋପାଲ: ବାତ୍ୟା ନିଭାର୍‌ ଯୋଗୁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ଯୁବ ଡାକ୍ତର ଶେଷରେ ପ୍ରାଣ ହରାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ୩୦ ବର୍ଷୀୟ ଡାକ୍ତର ଶୁଭମ ଉପାଧ୍ୟାୟ ଦୀର୍ଘ ଗୋଟିଏ ମାସ ହେଲା ମଧ୍ୟପ୍ରଦେଶରେ ଚିକିତ୍ସିତ ହେଉଥିଲେ। କରୋନା ଯୋଗୁ ତାଙ୍କୁ ଫୁସଫୁସ ନଷ୍ଟ ହୋଇ ଯାଇଥିଲା।

ଆଶା କରାଯାଉଥିଲା ଚେନ୍ନାଇରେ ତାଙ୍କର ଫୁସଫୁସ ପ୍ରତିରୋପଣ କରାଯାଇ ପାରିବ। ହେଲେ ବାତ୍ୟା ନିଭାର ଚେନ୍ନାଇରେ ପ୍ରବଳ ତାଣ୍ଡବ ରଚିବାରୁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି। ଫଳରେ ସେ ଚେନ୍ନାଇ ମଧ୍ୟ ଯାଇ ପାରି ନଥିଲେ। ଶେଷରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି।

ବୁନ୍ଦେଲଖଣ୍ଡ ମେଡିକାଲ କଲେଜ୍‌ରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିଲେ ଡା ଶୁଭମ। ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ସେ ଏହି ପ୍ରାଣଘାତୀ ଭାଇରସ ସଂସ୍ପର୍ଶରେ ଆସିଥିଲେ ଓ ଅକ୍ଟୋବର ୨୮ରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ନଭେମ୍ବର ୧୦ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୋପାଲରେ ଥିବା ଚିରାୟୁ ମେଡିକାଲ କଲେଜ୍‌କୁ ନିଆଯାଇଥିଲା।

ପରୀକ୍ଷାରୁ ଜଣାପଡ଼ିଥିଲା ଯେ କରୋନା ଭାଇରସ ଯୋଗୁ ତାଙ୍କ ଫୁସଫୁସର ୯୬% ଅଂଶ ନଷ୍ଟ ହୋଇଯାଇଛି। କେବଳ ପ୍ରତିରୋପଣ ଦ୍ୱାରା ତାଙ୍କୁ ବଞ୍ଚା ଯାଇ ପାରିବ ବୋଲି ଡାକ୍ତର ଅଜୟ ଗୋୟେଙ୍କା କହିଥିଲେ। ଚେନ୍ନାଇରେ ଏହି ବିରଳ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ହୋଇଥିଲା।

କିନ୍ତୁ ହଠାତ୍‌ ବାତ୍ୟା ନିଭାର ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଳିଥିଲା। ଫଳରେ ତାମିଲନାଡୁ ସରକାର ବିମାନ ସେବାକୁ ବନ୍ଦ କରିଦେଇଥିଲେ। ଏଥିଯୋଗୁ ଡାକ୍ତର ଶୁଭମଙ୍କୁ ଚେନ୍ନାଇ ଏୟାରଲିଫ୍ଟ କରିବା ସମ୍ଭବ ହୋଇପାରି ନଥିଲା। ଶେଷରେ ଗତକାଲି ସେ କରୋନା ସହ ଲଢ଼େଇ କରି ସବୁ ଦିନ ପାଇଁ ଆଖି ବନ୍ଦ କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story