ଗୁଳି ମାରିଲା କୁକୁର

ୱାସିଂଟନ: ଆମେରିକାରେ ଅପରାଧର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଅଭିଯୁକ୍ତ କୌଣସି ମଣିଷ ନୁହେଁ ବରଂ କୁକୁର। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ରିପୋର୍ଟ ମୁତାବକ ଶୁକ୍ରବାର ଜଣେ ୫୧ ବର୍ଷୀୟ ବ୍ୟକ୍ତି ନିଜ ପୋଷା କୁକୁର ସହ ଖେଳୁଥିଲା। ଖେଳୁ ଖେଳୁ କୁକୁରଟି ମାଲିକ ପାଖରେ ଥିବା ବନ୍ଧୁକରୁ ଗୁଳି ଫୁଟାଇଥିଲା। ଏହାପରେ ସଙ୍ଗେ ସଙ୍ଗେ ମାଲିକ ୯୧୧ ପୋଲିସ ନମ୍ୱରକୁ ଫୋନ୍‌ କରି ଘଟଣା ସଂପର୍କରେ ଜଣାଇଥିଲେ। ଏହି […]

American-Pitbull-Terrier-13

American-Pitbull-Terrier-13

Rakesh Mallick
  • Published: Monday, 14 May 2018
  • Updated: 14 May 2018, 10:59 AM IST

Sports

Latest News

ୱାସିଂଟନ: ଆମେରିକାରେ ଅପରାଧର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଅଭିଯୁକ୍ତ କୌଣସି ମଣିଷ ନୁହେଁ ବରଂ କୁକୁର। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ।

pitbull-puppies-500x500ରିପୋର୍ଟ ମୁତାବକ ଶୁକ୍ରବାର ଜଣେ ୫୧ ବର୍ଷୀୟ ବ୍ୟକ୍ତି ନିଜ ପୋଷା କୁକୁର ସହ ଖେଳୁଥିଲା। ଖେଳୁ ଖେଳୁ କୁକୁରଟି ମାଲିକ ପାଖରେ ଥିବା ବନ୍ଧୁକରୁ ଗୁଳି ଫୁଟାଇଥିଲା। ଏହାପରେ ସଙ୍ଗେ ସଙ୍ଗେ ମାଲିକ ୯୧୧ ପୋଲିସ ନମ୍ୱରକୁ ଫୋନ୍‌ କରି ଘଟଣା ସଂପର୍କରେ ଜଣାଇଥିଲେ। ଏହି ଘଟଣା ସଂପର୍କରେ ଜାଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟରେ ପଡିଗଲା ଯେ ଏହା କିପରି ସମ୍ଭବ। ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ପରେ ଏହା ସତ ବୋଲି ଜଣାପଡିଥିଲା।

pitbull-puppies-500x500ଘଟଣା ଅନୁସାରେ ୱାସିଂଟନର ଲୋବାରେ ରହୁଥିବା ରିଚର୍ଡ ଲେମମ୍‌ ଘରର ସୋଫାରେ ବସି ନିଜ ୨ କୁକୁର ସହ ଖେଳୁଥିଲେ। ଏହି ସମୟରେ ପିଟବୁଲ ନାମକ ଏକ ପ୍ରଜାତୀ କୁକୁର ଡେଇଁପଡି ରିଚାର୍ଡ କୋଳରେ ବସିଯାଇଥିଲା। ଏହାପରେ ବେଲ୍ଟରେ ଲାଗିଥିବା ୯ ଏମ୍‌ଏମ୍‌ ପିସ୍ତଲ୍‌କୁ ଟାଣିବାକୁ ଲାଗିଥିଲା। ପିସ୍ତଲ ଟାଣିବା ସମୟରେ ସେଥିରୁ ଗୁଳି ଫୁଟି ରିଚାର୍ଡଙ୍କ ଶରୀରରେ ବାଜିଥିଲା। ଭାଗ୍ୟବସତଃ ରିଚାର୍ଡ ଅଧିକ ଆହତ ହୋଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story