୩ ମାସର ଶିଶୁକୁ ମାରି ମୁଣ୍ଡ ନେଇଗଲେ କୁକୁର

ସାହାରନପୁର: ଉତ୍ତର ପ୍ରଦେଶର ସାହାନରପୁରରେ ଏକ ଭୟଙ୍କର ଘଟଣା ଘଟିଛି। ବୁଲା କୁକରମାନେ ବାରଣ୍ଡାରେ ଶୋଇଥିବା ଜଣେ ୩ ମାସର ଶିଶୁକୁ ଝୁଣି ମାରି ଦେବା ପରେ ତା’ ଶରୀରରୁ ମୁଣ୍ଡକୁ ନେଇ ଚାଲି ଯାଇଛନ୍ତି। ପରିବାର ଲୋକ ଶିଶୁର ମୁଣ୍ଡ ବିହୀନ ଶରୀର ଠାବ କରିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବେହାତ ଅଞ୍ଚଳରେ ଥିବା ଦୟାଲପୁର ଗାଁରେ ଏଭଳି ଘଟଣା ଘଟିଛି। ସୋମବାର ରାତିରେ ଶିଶୁ ଜଣଙ୍କୁ ତାଙ୍କ ପରିବାର ଲୋକ […]

ssss

ssss

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 07:47 PM IST

Sports

Latest News

ସାହାରନପୁର: ଉତ୍ତର ପ୍ରଦେଶର ସାହାନରପୁରରେ ଏକ ଭୟଙ୍କର ଘଟଣା ଘଟିଛି। ବୁଲା କୁକରମାନେ ବାରଣ୍ଡାରେ ଶୋଇଥିବା ଜଣେ ୩ ମାସର ଶିଶୁକୁ ଝୁଣି ମାରି ଦେବା ପରେ ତା’ ଶରୀରରୁ ମୁଣ୍ଡକୁ ନେଇ ଚାଲି ଯାଇଛନ୍ତି। ପରିବାର ଲୋକ ଶିଶୁର ମୁଣ୍ଡ ବିହୀନ ଶରୀର ଠାବ କରିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ବେହାତ ଅଞ୍ଚଳରେ ଥିବା ଦୟାଲପୁର ଗାଁରେ ଏଭଳି ଘଟଣା ଘଟିଛି। ସୋମବାର ରାତିରେ ଶିଶୁ ଜଣଙ୍କୁ ତାଙ୍କ ପରିବାର ଲୋକ ବାରଣ୍ଡାରେ ଶୋଆଇ ଦେଇ ଘର ମଧ୍ୟରେ କାମ କରୁଥିଲେ। ଏହି ସମୟରେ ୩ରୁ ୪ଟି ବୁଲା କୁକୁର ସେଠାରେ ପହଞ୍ଚି ଶିଶୁଟିକୁ ଆକ୍ରମଣ କରିଥିଲେ। ଶିଶୁଟିକୁ ଝୁଣି ମାରି ଦେବା ପରେ ତା’କୁ ନିକଟସ୍ଥ ଏକ ପଡ଼ିଆକୁ ନେଇ ଯାଇଥିଲେ। ସେଠାରେ କୁକୁର ଗୁଡ଼ିକ ତା’ର ମୁଣ୍ଡକୁ ଶରୀରରୁ ଅଲଗା କରିଦେଇଥିବା ଜଣାପଡ଼ିଛି। ଆଜି ସକାଳେ ପରିବାର ଲୋକ ଶିଶୁଟିର ମୁଣ୍ଡ ବିହୀନ ଶରୀରକୁ ନିକଟସ୍ଥ ପଡ଼ିଆରୁ ଠାବ କରିଥିଲେ।

ଗତବର୍ଷ ଏପ୍ରିଲ ମାସରେ ଏକାଧିକ ଶିଶୁଙ୍କୁ ସୀତାପୁର ଠାରେ ବୁଲା କୁକୁରମାନେ କାମୁଡ଼ି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story