୭ ପ୍ରଶ୍ନର ଠିକ୍‌ ଉତ୍ତର ଦେଇ ଟ୍ରମ୍ପଙ୍କ ଠାରୁ ଉପହାର ପାଇଲେ ଏହି ବ୍ୟକ୍ତି

ଆଗ୍ରା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଭାରତ ଗସ୍ତର ପ୍ରଥମ ଦିନରେ ଆଗ୍ରାରେ ଥିବା ତାଜମହଲ ବୁଲି ଦେଖିଥିଲେ। ଏହି ସମୟରେ ଟ୍ରମ୍ପ ଦମ୍ପତିଙ୍କ ସହ ଜଣେ ଗାଇଡ୍‌ ମଧ୍ୟ ଥିଲେ। ତାଙ୍କ ଟ୍ରମ୍ପ ୭ଟି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଗାଇଡ ଠିକ୍‌ ଭାବେ ଦେବାରୁ ଏଥିରେ ଖୁସି ହୋଇ ଟ୍ରମ୍ପ ତାଙ୍କ ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ଏହି ଉପହାରରେ ଟ୍ରମ୍ପଙ୍କ ନାଁ ଖୋଦେଇ ହୋଇ ଉଲ୍ଲେଖ କରାଯାଇଥିବା ବେଳେ […]

ev

ev

Hemant Lenka
  • Published: Tuesday, 25 February 2020
  • Updated: 25 February 2020, 03:27 PM IST

ଆଗ୍ରା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଭାରତ ଗସ୍ତର ପ୍ରଥମ ଦିନରେ ଆଗ୍ରାରେ ଥିବା ତାଜମହଲ ବୁଲି ଦେଖିଥିଲେ। ଏହି ସମୟରେ ଟ୍ରମ୍ପ ଦମ୍ପତିଙ୍କ ସହ ଜଣେ ଗାଇଡ୍‌ ମଧ୍ୟ ଥିଲେ।

ତାଙ୍କ ଟ୍ରମ୍ପ ୭ଟି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଗାଇଡ ଠିକ୍‌ ଭାବେ ଦେବାରୁ ଏଥିରେ ଖୁସି ହୋଇ ଟ୍ରମ୍ପ ତାଙ୍କ ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ଏହି ଉପହାରରେ ଟ୍ରମ୍ପଙ୍କ ନାଁ ଖୋଦେଇ ହୋଇ ଉଲ୍ଲେଖ କରାଯାଇଥିବା ବେଳେ ହ୍ୱାଇଟ ହାଉସର ଲୋକ ମଧ୍ୟ ରହିଛି।

ତାଜମହଲର ସୌଦ୍ଦ୍ୟର୍ଯ୍ୟ ଦେଖି ଟ୍ରମ୍ପଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା। ଏହାର ଉତ୍ତର ଗାଇଡ୍‌ ନୀତୀନ ସିଂହ ଠିକ୍‌ ଭାବେ ଦେଇଥିଲେ। ଟ୍ରମ୍ପ ମୋଟ ୭ଟି ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ନୀତୀନ ସମସ୍ତ ପ୍ରଶ୍ନର ଉତ୍ତର ପ୍ରାଞ୍ଜଳ ଭାବେ ବୁଝାଇ ଦେଇଥିଲେ।

ସୂତ୍ର ଅନୁସାରେ ଟ୍ରମ୍ପ ପଚାରିଥିଲେ ଯେ ତାଜମହଲ କିଏ ନିର୍ମାଣ କରିଥିଲେ? ଏହାକୁ ନିର୍ମାଣ କରିଥିବା କଳାକାର କେଉଁଠୁ ଆସିଥିଲେ? ଶାହାଜାହାନଙ୍କୁ କେଉଁଠି କବର ଦିଆଯାଇଥିଲା? ତାଜମହଲ ପାଇଁ କେଉଁଠୁ ମାର୍ବଲ ଆସିଥିଲା? ଏଯାଏ ତାଜମହଲ ଢାଞ୍ଚାରେ କ’ଣ କ’ଣୁ ସବୁ ବଦଳା ଯାଇଛି?

ଏଠାରେ ଥିବା ୱାଟର ଚ୍ୟାନେଲ ଶାହାଜାହାନଙ୍କ ସମୟରୁ ଆରମ୍ଭ ହୋଇଥିଲା ନା ପରେ ଏହାକୁ କରାଯାଇଛି? ଏଠାରେ ତିଆରି ହୋଇଥିବା କବର ପୂର୍ବରୁ ଥିଲା ନା ପରେ ହୋଇଛି?

ଏସବୁ ପ୍ରଶ୍ନର ଉତ୍ତର ନୀତୀନ ସିଂହ ବେଶ ସରଳ ଓ ବିସ୍ତୃତ ସହ ଏହାର ଜବାବ ଦେଇଥିଲେ। ଏଥିରେ ଖୁସି ହୋଇ ଟ୍ରମ୍ପ ତାଙ୍କୁ ସ୍ୱତନ୍ତ୍ର ଉପହାର ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story