ଟ୍ୱିଷ୍ଟ ସହ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କଥା କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସଙ୍ଗକୁ ବାରମ୍ବାର ଭାରତ ସରକାର ପ୍ରତ୍ୟାଖ୍ୟାନ କରିଥିଲେ ହେଁ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ମାଟିରେ ପୁଣିଥରେ ଏକଥା ଦୋହରାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ସେ ସବୁ କିଛି କରିବାକୁ ପ୍ରସ୍ତୁତ। ଏପରି କି ଦରକାର ପଡ଼ିଲେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବାକୁ ସେ ରାଜି ଥିବା ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଓ ପ୍ରତିରକ୍ଷା ଡିଲ କରିବା ପରେ ଆଜି […]

ens

ens

Hemant Lenka
  • Published: Tuesday, 25 February 2020
  • Updated: 25 February 2020, 08:55 PM IST

Sports

Latest News

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସଙ୍ଗକୁ ବାରମ୍ବାର ଭାରତ ସରକାର ପ୍ରତ୍ୟାଖ୍ୟାନ କରିଥିଲେ ହେଁ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ମାଟିରେ ପୁଣିଥରେ ଏକଥା ଦୋହରାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ସେ ସବୁ କିଛି କରିବାକୁ ପ୍ରସ୍ତୁତ। ଏପରି କି ଦରକାର ପଡ଼ିଲେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବାକୁ ସେ ରାଜି ଥିବା ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଓ ପ୍ରତିରକ୍ଷା ଡିଲ କରିବା ପରେ ଆଜି ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଠାରେ ତାଙ୍କୁ କଶ୍ମୀର ଓ ପାକିସ୍ତାନ ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା। ପାକିସ୍ତାନ ମାଟିରୁ ଭାରତକୁ ଆତଙ୍କବାଦ ପଠାଯାଉଛି ବୋଲି ମଧ୍ୟ କିଛି ସାମ୍ବାଦିକ ପ୍ରଶ୍ନ କରିଥିଲେ।

ସେ ଏହାର ଉତ୍ତର ଦେଇ କହିଛନ୍ତି, “ଆମେ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛୁ। ଏହା ଏକ ସମସ୍ୟା ଏକଥାକୁ କେହି ବି ଅସ୍ୱୀକାର କରୁନାହାନ୍ତି। ସେମାନେ(ଭାରତ ଓ ପାକିସ୍ତାନ) ଏ ଦିଗରେ କାର୍ଯ୍ୟ କରୁଛନ୍ତି। ମୁଁ କହିଛି ଯେ ମୋ ଦ୍ୱାରା ଯାହା ବି ହୋଇପାରିବ ମୁଁ କରିବି। କାରଣ ଦୁଇ ଜେଣ୍ଟେଲମ୍ୟାନ (ମୋଦି ଓ ଇମ୍ରାନ ଖାନ୍‌)ଙ୍କ ସହ ମୋର ସମ୍ପର୍କ ବହୁତ ଭଲ। ମଧ୍ୟସ୍ଥି ପାଇଁ ଯାହା ଦରକାର, ସେ ସବୁ ମୁଁ କରିବାକୁ ପ୍ରସ୍ତୁତ ରହିଛି।

ପାକିସ୍ତାନ କଶ୍ମୀର ଉପରେ କାମ କରୁଛି। କଶ୍ମୀରକୁ ନେଇ ଏକାଧିକ ପକ୍ଷଙ୍କ ମଧ୍ୟରେ ଦୀର୍ଘ ଦଶନ୍ଧି ହେଲା ବିବାଦ ରହିଛି। ପ୍ରତିଟି ଷ୍ଟୋରୀର ଦୁଇଟି ପକ୍ଷ ରହିଛି। କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ବିବାଦ। ସେମାନେ ନିଜ ନିଜ ମଧ୍ୟରେ ଏହାର ସମାଧାନ କରିବେ। ସେମାନେ ଏଦିଗରେ ଦୀର୍ଘ ବର୍ଷ ହେଲା କାମ କରୁଛନ୍ତି।”

ଟ୍ରମ୍ପଙ୍କ ମଧ୍ୟସ୍ଥତା ଅଫର ଉପରେ ପୁଣିଥରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ଟ୍ରମ୍ପ କଥା ବଦଳାଇଥିଲେ। ସେ କହିଥିଲେ, “ମୁଁ ମଧ୍ୟସ୍ଥତା ସମ୍ପର୍କରେ କିଛି ବି କହିନାହିଁ। ଯଦି ଦୁଇ ଦେଶ ଚାହିଁବେ, ତା’ହେଲେ ମୁଁ ସବୁ କିଛି ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଛି। ଇମ୍ରାନ ଖାନ୍‌ ମୋର ଜଣେ ଭଲ ବନ୍ଧୁ। ତାଙ୍କ ସହ ମୋର ଭଲ ସମ୍ପର୍କ। ପାକିସ୍ତାନ ସୀମା ପାର ଆତଙ୍କବାଦ ବିରୋଧରେ କାର୍ଯ୍ୟ କରୁଛୁ। ମୋଦି ଜଣେ ପରିଶ୍ରମୀ। ସେ ଜଣେ ଦୃଢ଼ମନା। ସେ ଭାରତର ଉନ୍ନତି ପାଇଁ ଅନେକ କିଛି କରୁଛନ୍ତି।”

ସିଏଏ ପ୍ରସଙ୍ଗରେ ବି ଟ୍ରମ୍ପ ମତ ରଖିଛନ୍ତି। ସେ କହିଛନ୍ତି, “ଧାର୍ମିକ ସ୍ୱାଧୀନତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅନେକ କାମ କରୁଥିବା ମୋତେ କହିଛନ୍ତି। ଆମେ ସିଏଏ ପ୍ରସଙ୍ଗରେ ଆଦୌ କଥା ହୋଇନୁ। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ମୋଦି ଏହାକୁ ନିଜେ ସମ୍ଭାଳିନେବେ।

ମୁଁ ଭାରତ ଉପରେ ଏହା ଛାଡ଼ି ଦେଉଛି। ମୋର ଆଶା ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଯାହା ଦରକାର, ତା’କୁ ଠିକ ଭାବେ ସମ୍ପାଦନ କରିବେ। ମୁଁ ମୋଦିଙ୍କ ସହ ଧାର୍ମିକ ସ୍ୱାଧୀନତା ଉପରେ ବିସ୍ତୃତ ଭାବେ ଆଲୋଚନା କରିଛି। ମୋଦି ଜଣେ ଅତୁଳନୀୟ ବ୍ୟକ୍ତି। ମୋ ଗସ୍ତ ବେଳେ ଦିଲ୍ଲୀରେ ହିଂସାକାଣ୍ଡ ଘଟିଥିବା ଖବର ପାଇଛି। ମୁଁ ଖବର ପାଇଥିଲେ ମଧ୍ୟ ମୋଦିଙ୍କ ସହ ଏ ବିଷୟରେ ଆଲୋଚନା କରିନାହିଁ। କିଛି ଦୁର୍ବୃତ୍ତ ଏଭଳି ହିଂସାକାଣ୍ଡ ଘଟାଇଥାଇ ପାରନ୍ତି। ଏହାକୁ ମୋଦି ଦେଖିବେ ବୋଲି ଟ୍ରମ୍ପ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story