ଭାରତରେ ହେବ ସ୍ପୁଟନିକ-ଭି କରୋନା ଟିକାର ଟ୍ରାଏଲ, ମିଳିଲା ଅନୁମତି

ନୂଆଦିଲ୍ଲୀ: ରୁଷ ବାହାର କରିଥିବା ବିଶ୍ୱର ପ୍ରଥମ କରୋନା ଟିକା ସ୍ପୁଟନିକ-ଭିର କ୍ଲିନକାଲ ଟ୍ରାଏଲ ଭାରତରେ ଆରମ୍ଭ ହେବ। ରୁଷିଆନ ଡାରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ପକ୍ଷରୁ ଏହି ଟିକା ପ୍ରସ୍ତୁତ କରାଯାଇଛି। ଏହାକୁ ରୁଷ ସରକାର ଅଗଷ୍ଟ ୧୧ରେ ମଞ୍ଜୁରୀ ଦେବା ସହ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଲୋକଙ୍କ ଉପରେ ପ୍ରୟୋଗ କରାଯାଇଛି। ହେଲେ ଏହି ଟିକାର କ୍ଲିନିକାଲ ଟ୍ରାଏଲ ବେଳର ତଥ୍ୟ ମିଳି ନଥିବାରୁ ଏହାର ସାର୍ବଜନୀନ ବ୍ୟବହାର ପାଇଁ କୌଣସି ଦେଶ […]

fr

fr

Hemant Lenka
  • Published: Saturday, 17 October 2020
  • Updated: 17 October 2020, 05:04 PM IST

Sports

Latest News

ନୂଆଦିଲ୍ଲୀ: ରୁଷ ବାହାର କରିଥିବା ବିଶ୍ୱର ପ୍ରଥମ କରୋନା ଟିକା ସ୍ପୁଟନିକ-ଭିର କ୍ଲିନକାଲ ଟ୍ରାଏଲ ଭାରତରେ ଆରମ୍ଭ ହେବ। ରୁଷିଆନ ଡାରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ପକ୍ଷରୁ ଏହି ଟିକା ପ୍ରସ୍ତୁତ କରାଯାଇଛି। ଏହାକୁ ରୁଷ ସରକାର ଅଗଷ୍ଟ ୧୧ରେ ମଞ୍ଜୁରୀ ଦେବା ସହ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଲୋକଙ୍କ ଉପରେ ପ୍ରୟୋଗ କରାଯାଇଛି।

ହେଲେ ଏହି ଟିକାର କ୍ଲିନିକାଲ ଟ୍ରାଏଲ ବେଳର ତଥ୍ୟ ମିଳି ନଥିବାରୁ ଏହାର ସାର୍ବଜନୀନ ବ୍ୟବହାର ପାଇଁ କୌଣସି ଦେଶ ଆଗ୍ରହ ଦେଖାଉନାହାନ୍ତି। ଏସବୁ ଭିତରେ ଭାରତରେ ଅବସ୍ଥାପିତ ଡା. ରେଡ୍ଡୀ ଲ୍ୟାବ ଲିଃ ସ୍ପୁଟନିକ-ଭିର ଟ୍ରାଏଲ ଭାରତରେ ଆରମ୍ଭ କରିବାକୁ ଅନୁମତି ପାଇଛି।

ଆରଡିଆଇଏଫ ସହ ଡା ରେଡ୍ଡୀ ଚୁକ୍ତି କରି ଭାରତକୁ ଏହି ଟିକା ଆଣିଛି। ସାର୍ବଜନୀନ ବ୍ୟବହାର କରିବା ପୂର୍ବରୁ ଡା ରେଡ୍ଡୀ ପକ୍ଷରୁ ଡିସିଜିଆଇକୁ ଭାରତରେ ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଲୋଡ଼ା ଯାଇଥିଲା। ଏବେ ଡିସିଜିଆଇ ସ୍ପୁଟନିକ ଟିକାକୁ ଭାରତରେ ପରୀକ୍ଷା କରିବାକୁ ଅନୁମତି ଦେଇଥିବା ଆରଡିଆଇଏଫ ଓ ଡା ରେଡ୍ଡୀ ପକ୍ଷରୁ ଘୋଷଣା କରାଯାଇଛି।

ଅନୁମତି ମିଳିଥିବାରୁ ଭାରତରେ ସ୍ପୁଟନିକ-ଭିର ଫେଜ ୨ ଓ ୩ୟ ଟ୍ରାଏଲ କରାଯିବ। ୨୦୨୦ ସେପ୍ଟେମ୍ବର ମାସରେ ଡା. ରେଡ୍ଡୀ ଓ ଆରଡିଆଇଏଫ ସ୍ପୁଟନିକ-ଭିର କ୍ଲିନିକାଲ ଟ୍ରାଏଲ ଏବଂ ଭାରତରେ ଏହାର ବିତରଣ କରିବାକୁ ଚୁକ୍ତି କରିଥିଲେ। ଟିକା ପରୀକ୍ଷଣ ସଫଳ ହେଲେ ଆରଡିଆଇଏଫ ପକ୍ଷରୁ ଡା ରେଡ୍ଡୀକୁ ୧୦୦ ମିଲିୟନ ଡୋଜ ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story