ମହିଳାଙ୍କୁ ଅସଦାଚରଣ କଲେ ପୁଲିସ୍‌ ବାବୁ, ପ୍ରତିବାଦ କରିବାରୁ ବ୍ୟକ୍ତିଙ୍କୁ ଗୁଳି କରିଦେଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଜମଗଡ଼ରେ ଏକ ଭୟଙ୍କର ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ଜଣେ ପୁଲିସ୍‌ ବାବୁ ରାସ୍ତାରେ ଯାଉଥିବା ମହିଳାଙ୍କୁ ଅସଦାଚରଣ କରିଛି। ଜଣେ ବ୍ୟକ୍ତି ଏହାର ପ୍ରତିବାଦ କରିବାରୁ ପୁଲିସ୍‌ ବାବୁ ଜଣଙ୍କ ତାଙ୍କୁ ଗୁଳି କରିଦେଇଛନ୍ତି। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତ ପୁଲିସ୍‌ ଜଣଙ୍କ ହେଉଛନ୍ତି ସରଭେଶ। ସେହିପରି ପୁଲିସ ଗୁଳିରେ ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କ୍ରିଷ୍ଣଲାଲ। ସରାଇମୀର ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ କମଲାପୁର […]

i

i

Hemant Lenka
  • Published: Tuesday, 01 December 2020
  • Updated: 01 December 2020, 03:27 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଜମଗଡ଼ରେ ଏକ ଭୟଙ୍କର ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ଜଣେ ପୁଲିସ୍‌ ବାବୁ ରାସ୍ତାରେ ଯାଉଥିବା ମହିଳାଙ୍କୁ ଅସଦାଚରଣ କରିଛି। ଜଣେ ବ୍ୟକ୍ତି ଏହାର ପ୍ରତିବାଦ କରିବାରୁ ପୁଲିସ୍‌ ବାବୁ ଜଣଙ୍କ ତାଙ୍କୁ ଗୁଳି କରିଦେଇଛନ୍ତି। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଅଭିଯୁକ୍ତ ପୁଲିସ୍‌ ଜଣଙ୍କ ହେଉଛନ୍ତି ସରଭେଶ। ସେହିପରି ପୁଲିସ ଗୁଳିରେ ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କ୍ରିଷ୍ଣଲାଲ। ସରାଇମୀର ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ କମଲାପୁର ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଗୋଟିଏ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ। ଏହି ସମୟରେ ପୁଲିସ୍‌ ବାବୁ ଜଣଙ୍କ ତାଙ୍କ ସାଙ୍ଗ ସହ ରାସ୍ତା କଡ଼ରେ ମଦ ପିଉଥିଲେ।

ସେମାନେ ମହିଳାଙ୍କୁ ଦେଖି କମେଣ୍ଟ ମାରିବା ଆରମ୍ଭ କରିଥିଲେ। ମହିଳାଙ୍କ ସହ ଥିବା କ୍ରିଷ୍ଣଲାଲ ଏହାର ପ୍ରତିବାଦ କରିଥିଲେ। ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଟ ହୋଇଥିଲା। ଶେଷରେ ପୁଲିସ୍‌ ଅଧିକାରୀ ସରଭେଶ ନିଜ ପାଖରେ ରଖିଥିବା ବନ୍ଧୁକରୁ କ୍ରିଷ୍ଣଲାଲଙ୍କୁ ଗୁଳି କରିଥିଲେ।

ସେ ତଳେ ପଡ଼ି ଯିବାରୁ ସରଭେଶ ଓ ତାଙ୍କ ସାଙ୍ଗ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କ୍ରିଷ୍ଣଲାଲଙ୍କୁ ଗୁରୁତର ଅବସ୍ଥାରେ ବାରାଣସୀ ସ୍ଥାନାନ୍ତର କରାଯାଇଛି। ସେହିପରି ପୁଲିସ୍‌ ଏହି ଘଟଣାରେ ସରଭେଶଙ୍କ ସହ ୩ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story