କରୋନା ସଂଖ୍ୟା ଲୁଚାଇ ବିଶ୍ୱକୁ ବିଭ୍ରାନ୍ତ କରିଥିଲା ଚାଇନା!

ବେଜିଂ: କରୋନା ମହାମାରୀ ଭାଇରସକୁ ନେଇ ବିଶ୍ୱ ସହ ବିସ୍ତାରବାଦୀ ଚାଇନା ଯେଉଁ ସାଂଘାତିକ ଷଡ଼ଯନ୍ତ୍ର କରିଥିଲା, ତା’ର ପର୍ଦ୍ଦାଫାସ ହୋଇଛି। ଚାଇନା ଜାଣିଶୁଣି କରୋନା ମହାମାରୀର ଭୟାବହତାକୁ ବିଶ୍ୱ ଠାରୁ ଲୁଚାଇ ରଖିଥିଲା। କରୋନା ଭୟାବହତାକୁ ଲୁଚାଇବା ପାଇଁ ଚାଇନା ସଂକ୍ରମିତ ସଂଖ୍ୟାକୁ କମ କରି ବିଶ୍ୱକୁ ଅବଗତ କରାଉଥିଲା। କରୋନା ସୃଷ୍ଟି ହୋଇଥିବା ଉହାନରୁ ଗୁପ୍ତ ଭାବେ ମିଳିଥିବା ଗୋଟିଏ ଡକ୍ୟୁମେଣ୍ଟ ଚାଇନା ମିଛର ଗୁମର ଖୋଲି ଦେଇଛି। ସିଏନଏନ ହାତରେ ଲାଗିଥିବା ରିପୋର୍ଟ […]

d

d

Hemant Lenka
  • Published: Wednesday, 02 December 2020
  • Updated: 02 December 2020, 03:03 PM IST

ବେଜିଂ: କରୋନା ମହାମାରୀ ଭାଇରସକୁ ନେଇ ବିଶ୍ୱ ସହ ବିସ୍ତାରବାଦୀ ଚାଇନା ଯେଉଁ ସାଂଘାତିକ ଷଡ଼ଯନ୍ତ୍ର କରିଥିଲା, ତା’ର ପର୍ଦ୍ଦାଫାସ ହୋଇଛି। ଚାଇନା ଜାଣିଶୁଣି କରୋନା ମହାମାରୀର ଭୟାବହତାକୁ ବିଶ୍ୱ ଠାରୁ ଲୁଚାଇ ରଖିଥିଲା।

କରୋନା ଭୟାବହତାକୁ ଲୁଚାଇବା ପାଇଁ ଚାଇନା ସଂକ୍ରମିତ ସଂଖ୍ୟାକୁ କମ କରି ବିଶ୍ୱକୁ ଅବଗତ କରାଉଥିଲା। କରୋନା ସୃଷ୍ଟି ହୋଇଥିବା ଉହାନରୁ ଗୁପ୍ତ ଭାବେ ମିଳିଥିବା ଗୋଟିଏ ଡକ୍ୟୁମେଣ୍ଟ ଚାଇନା ମିଛର ଗୁମର ଖୋଲି ଦେଇଛି।

ସିଏନଏନ ହାତରେ ଲାଗିଥିବା ରିପୋର୍ଟ ଅନୁଯାୟୀ, ଫେବୃଆରୀ ୧୦ରେ ହୁବେଇ ପ୍ରଦେଶର ପ୍ରଶାସନ ମୋଟ ୫,୯୮୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ କରିଥିଲା। ତେବେ ଚାଇନା ଏହାଠାରୁ ଯଥେଷ୍ଟ କମ ସଂଖ୍ୟକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବିଶ୍ୱକୁ ଅବଗତ କରାଇଥିଲା। ସେହିପରି ଚାଇନା କେବେ ହେଲେ ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟା ବିଶ୍ୱକୁ ଅବଗତ କରିନାହିଁ।

ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଲୋକ ଓ କିଛି ସାମାଜିକ ଅନୁଷ୍ଠାନ ଚାଇନା କରୋନା ଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ଲୁଚାଉ ଥିବା ଅଭିଯୋଗ କରିଥିଲେ। ହେଲେ ଚାଇନାକୁ ଏହାକୁ ଅଗ୍ରାହ୍ୟ କରିଥିଲା। କିନ୍ତୁ ଏବେ ଲିକ୍ ଡକ୍ୟୁମେଣ୍ଟ ସବୁ ସତ ପଦାରେ ପକାଇ ଦେଇଛି। କେବଳ ହୁବେଇ ନୁହେଁ, ବିଭିନ୍ନ ପ୍ରଦେଶରେ ଦେଖା ଯାଉଥିବା କରୋନା ସଂକ୍ରମଣକୁ ଚାଇନା ଲୁଚାଇଥିବା ଏହି ରିପୋର୍ଟ ପରେ ସନ୍ଦେହ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story