ଆତ୍ମଘୋଷିତ ଗବେଷକଙ୍କ ଦାବି:୨୩ରେ ଧ୍ୱଂସ ହେବ ପୃଥିବୀ, ‘ନାସା’ କହିଲା ନା

ନୂଆଦିଲ୍ଲୀ: ପୃଥିବୀର ଧ୍ୱଂସକୁ ନେଇ ଆଗରୁ ଅନେକ ଥର ଭବିଷ୍ୟବାଣୀ ହୋଇଛି। ହେଲେ ସବୁକଥା ଭୁଲ ପ୍ରମାଣିତ ହୋଇଛି।  ଏବେ ପୁଣିଥରେ ଏହାକୁନେଇ ଜୋରସୋର  ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଆସନ୍ତା ୨୩ ସେପ୍ଟମ୍ବର ୨୦୧୭ରେ ପୃଥିବୀ ବିଧ୍ୱଂସ ହୋଯିବ। ଅର୍ଥାତ ଆସନ୍ତା ଶନିବାର ସାରା ବିଶ୍ୱ ଛାରଖାର ହୋଇଯିବ । ଏହି ଦିନ ନୋବେରୁ ନାମକ ଏକ ଗ୍ରହ ପୃଥିବୀ ସହ ଧକ୍କା ହେବ। ଆଉ ତା’ପରେ ଭୟଙ୍କର ପ୍ରଳୟ ହୋଇ ସବୁ କିଛି ନଷ୍ଟ […]

Rakesh Mallick
  • Published: Thursday, 21 September 2017
  • Updated: 23 September 2017, 02:40 PM IST

Sports

Latest News

ନୂଆଦିଲ୍ଲୀ: ପୃଥିବୀର ଧ୍ୱଂସକୁ ନେଇ ଆଗରୁ ଅନେକ ଥର ଭବିଷ୍ୟବାଣୀ ହୋଇଛି। ହେଲେ ସବୁକଥା ଭୁଲ ପ୍ରମାଣିତ ହୋଇଛି।  ଏବେ ପୁଣିଥରେ ଏହାକୁନେଇ ଜୋରସୋର  ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଆସନ୍ତା ୨୩ ସେପ୍ଟମ୍ବର ୨୦୧୭ରେ ପୃଥିବୀ ବିଧ୍ୱଂସ ହୋଯିବ। ଅର୍ଥାତ ଆସନ୍ତା ଶନିବାର ସାରା ବିଶ୍ୱ ଛାରଖାର ହୋଇଯିବ । ଏହି ଦିନ ନୋବେରୁ ନାମକ ଏକ ଗ୍ରହ ପୃଥିବୀ ସହ ଧକ୍କା ହେବ। ଆଉ ତା’ପରେ ଭୟଙ୍କର ପ୍ରଳୟ ହୋଇ ସବୁ କିଛି ନଷ୍ଟ ହୋଇଯିବ। ବିନାଶର ରୂପ ଦେଖିବ ପୃଥିବୀ। ଡେଭିଡ ମିଡେ ନାମକ ଜଣେ ଖ୍ରୀଷ୍ଟିୟାନ ଆତ୍ମଘୋଷିତ ଗବେଷକ ଏଭଳି ଦାବି କରିଛନ୍ତି। ଏନେଇ ଡେଭିଡ ମିଡେ “Planet X — The 2017 Arrival,”  ଶୀର୍ଷକ ଏକ ବହିଲେଖିଥିବାଏଥିରେ ସେ ଉକ୍ତ ତଥ୍ୟ ଉଲ୍ଲେଖ କରିଛନ୍ତି।

ବୁକ୍ ଅଫ ରିଭିଲେସନରୁ ଆଧାର କରି ସମ୍ପୃକ୍ତ ଗବେଷକ ଜଣକ ଏଭଳି  ଦାବି କରିଛନ୍ତି। ଏନେଇ ୟୁ-ଟ୍ୟୁବ୍‌ରେ ଏକ ଭିଡିଓ ଅପଲୋର୍ଡ଼ ହୋଇଛି।  ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖେସାରିଲେଣି। କୁହାଯାଉଛି ଗତ ଅଗଷ୍ଟ ୨୧ରେ ହୋଇଥିବା ସୂର୍ଯ୍ୟପରାଗ ପରେ ଏହି ଗ୍ରହର ଗତି ଆରମ୍ଭ ହୋଛି।  ଏହି ଗ୍ରହ ଆସି ପୃଥିବୀ ସହ ପିଟିହେବ ବୋଲି ସମ୍ପୃକ୍ତ ଗବେକ ଜଣକ ଦାବି କରିଛନ୍ତି। ଏହି ରହସ୍ୟମୟୀ ଗ୍ରହକୁ ପ୍ଲାନେଟ X ବୋଲି ସେ ଅଭିହିତ କରିଛନ୍ତି। ଉକ୍ତ ଗ୍ରହ ପୃଥିବୀ ସହ ପିଟି ହେଲେ ପ୍ରଳୟ ହେବ । ସୁନାମି ଆସିବ, ଆଗ୍ନେୟ ଉଦଗିରଣ ଏବଂ ଭୟଙ୍କର ଭୂମିକମ୍ପ ହେବ ବୋଲି ସେ କହିଛନ୍ତି।

ଏହାକୁ ଅଧିକ  ଦୃଢୋକ୍ତି କରିବାକୁ ଯାଇ ଡେଭିଡ ଶାସ୍ତ୍ରର ଉଦାହରଣ ଥୋଇଛନ୍ତି । ସେ କହିଛନ୍ତି ଯେ, ଯଦି ଜଣେ  ବାଇବେଲର ଚାପ୍ଟେର୧୩ ୯-୧୦(Bible passage Isaiah, Chapter 13 9-10 )କୁ ପଢିବ ସେ ସବୁକିଛି ଜାଣିପାରିବ। ସେହିଦିନ(ସେପ୍ଟମ୍ବର-୨୩)  ଇଶ୍ୱର ଧରାବତରଣ କରିବେ। ଆଉ ପାପୀମାନଙ୍କୁ ଧ୍ୱଂସ  କରିବା ନେଇ ଉଲ୍ଲେଖ ଥିବା ଡେଭିଡ  କହିଛନ୍ତି। ଏହି ଦିନ ସମଗ୍ର ମାନବ ସମାଜ ପାଇଁ ଏକ ଅଶୁଭ ଦିନ। ମହାକାଶରୁ ସ୍ୱର୍ଯ୍ୟ ଉଭେଇ ଯିବ। ଅଚାନକ ଅନ୍ଧାର ଘୋଟି ଆସିବ। ଅକାଶରୁ ଜହ୍ନବି ହଟିଯିବ ବୋଲି ଡେଭିଡ  କହିଛନ୍ତି।  ହେଲେ ଆତ୍ମଘୋଷିତ ଗବେଷକ ଡେଭିଡଙ୍କ ଏହି ଥିଉରୀକୁ ବୈଜ୍ଞାନିକମାନେ ଅସ୍ୱୀକାର କରିଛନ୍ତି। ସେହିପରି ମହାକାଶରେ ନୋବେରୁ ନାମକ କୌଣସି ଗ୍ରହ ନାହିଁ ବୋଲି ଆମେରିକାର ମହାକାଶ ଗବେଷଣା  ସଂସ୍ଥା ନାସା  ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଭଳି ଗୁଜବ ଉପରେ ବିଶ୍ୱାସ  ନକରିବାକୁ ନାସା ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story